• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସମଦୃଷ୍ଟିର ବିଂଶତମ ବାର୍ଷିକ ଉତ୍ସବ : ଜନବାଦୀ ବୁଦ୍ଧିଜୀବୀମାନଙ୍କର ଉପସ୍ଥିତିରେ ଦ୍ରୁତ ହ୍ରାସ ନାନା କଟକଣା – ଜନ ଆନ୍ଦୋଳନମାନଙ୍କ ପାଇଁ ଏକ ଗମ୍ଭୀର ସଂକଟର ସମୟ

Proprietor Abhimanyu Maharana by Proprietor Abhimanyu Maharana
January 26, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସମଦୃଷ୍ଟିର ବିଂଶତମ ବାର୍ଷିକ ଉତ୍ସବ : ଜନବାଦୀ ବୁଦ୍ଧିଜୀବୀମାନଙ୍କର ଉପସ୍ଥିତିରେ ଦ୍ରୁତ ହ୍ରାସ ନାନା କଟକଣା – ଜନ ଆନ୍ଦୋଳନମାନଙ୍କ ପାଇଁ ଏକ ଗମ୍ଭୀର ସଂକଟର ସମୟ
Share on FacebookShare on TwitterWhatsapp

୨୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଚାରିଦଶନ୍ଧି ତଳେ ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରେ ‘ବାଲ୍‌କୋ’(ଭାରତ ଆଲୁମିନିୟମ କମ୍ପାନି)ର ବକ୍ସାଇଟ ଖଣି ପ୍ରକଳ୍ପକୁ ବନ୍ଦ କରିବା ଦାବି ନେଇ ଏକ ଦୁର୍ବାର ପ୍ରତିବାଦ ଓ ପ୍ରତିରୋଧ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଜନ ଆନ୍ଦୋଳନର ଚାପରେ ତତ୍କାଳୀନ ସରକାର ପ୍ରକଳ୍ପର ଖଣି ଲିଜ୍‌କୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ । ସ୍ୱାଧୀନୋତ୍ତର ଓଡ଼ିଶାରେ ପ୍ରଥମଥର ପାଇଁ ସରକାର (ରାଜଶକ୍ତି) ଲୋକଶକ୍ତି ସମ୍ମୁଖରେ ମୁଣ୍ଡ ନୁଆଁଇଥିଲେ । ଗନ୍ଧମାର୍ଦ୍ଦନର ଜନ ପରିବେଶ ସୁରକ୍ଷା ପାଇଁ ଏହା ଏକ ସଫଳ ଓ ଐତିହାସିକ ଜନଆନ୍ଦୋଳନ ଭାବରେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ।

ପରବର୍ତ୍ତୀ କାଳରେ ଏହି ଆନ୍ଦୋଳନ ଓଡ଼ିଶା ତଥା ରାଜ୍ୟ ବାହାର ଅନେକ ଜନଆନ୍ଦୋଳନକୁ ପ୍ରେରଣା ଦେଇଚାଲିଛି । ଏହିସବୁ ପରିବର୍ତ୍ତନର ଫଳସ୍ୱରୂପ ଜନଆନ୍ଦୋଳନ ପ୍ରତି ଉଚ୍ଚ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଅଧ୍ୟାପକମାନଙ୍କ ଠାରୁ ଅଶୀ ଦଶକ ଭଳି ଭୂମିକା ଆଦୌ ସମ୍ଭବ ନୁହେଁ । ପୁନଶ୍ଚ, ସମାଜରେ ଜନବାଦୀ ବୁଦ୍ଧିଜୀବୀମାନଙ୍କର ଉପସ୍ଥିତିରେ ଦ୍ରୁତ ହ୍ରାସ ଏବଂ ନାଗରିକ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଉପରେ ନାନା କଟକଣାଯୋଗୁଁ ଏ ବିଷୟକ ସଂକଟ ଘନୀଭୂତ ହୋଇଚାଲିଛି । ଜନ ଆନ୍ଦୋଳନମାନଙ୍କ ପାଇଁ ଏହା ଏକ ଗମ୍ଭୀର ସଂକଟର ସମୟ ବୋଲି ଆଜି ପାକ୍ଷିକ ବିଚାରଶୀଳ ପତ୍ରିକା ‘ସମଦୃଷ୍ଟି’ର ୨୦ତମ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ଓଡ଼ିଶାର ବିଶିଷ୍ଟ କୃଷକ ନେତା ତଥା ଚିନ୍ତକ ଗନ୍ଧମାର୍ଦ୍ଦନ ଆନ୍ଦୋଳନର ପ୍ରମୁଖ ଶ୍ରୀ ଲିଙ୍ଗରାଜ ମୁଖ୍ୟବକ୍ତା ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ।

ଅପରାହ୍ନରେ ସମଦୃଷ୍ଟି ଟିମ୍ ତରଫରୁ ଆୟୋଜିତ ବିକଳ୍ପ ପତ୍ରିକାପ୍ରଦର୍ଶନୀକୁ ପ୍ରଫେସର ଅମୀୟ ମହାନ୍ତି, ଓ ଶ୍ରୀମତୀ ଊଷାରାଣୀ ବେହେରା ଉଦ୍‌ଘାଟନ କରିଥିଲେ । ସମଦୃଷ୍ଟିର ବିଂଶତମ ବାର୍ଷିକ ଉତ୍ସବ ଓ ଅଶୋକ ବାବୁ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ସମ୍ପାଦକ ସୁଧୀର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆରମ୍ଭ ହୋିଥିଲା । କାର୍ଯ୍ୟକାରୀ ସମ୍ପାଦକ ବଘ୍ନେଶ୍ୱର ସାହୁଙ୍କ ସ୍ୱାତ ଭାଷଣ ପରେ ସୁଶ୍ରୀ ମହାଶ୍ୱେତା ପଟ୍ଟନାୟକ ପ୍ରଥମେ ବୈପ୍ଳବି୍ ସଙ୍‌ଗିତି ପରିବେଣେ କରଲାପରେ ଅତିଥିମାନେ ସମଦୃଷ୍ଟିର ସ୍ୱତନ୍ତ ‘ ଜନଆନ୍ଦୋଳନ ସ୍ୱତନ୍ତ୍ର’ ସଂଖ୍ୟା, ସମଦୃଷ୍ଟି କ୍ୟାଲେଣ୍ଡର, ବୀରେନ୍ଦ୍ର ନାୟକଙ୍କ ପୁସ୍ତିକା ‘ନୂତନ ଅପରାଧ ଆଇନ-୨୦୨୩’, ଲିଙ୍ଗରାଜଙ୍କ ପୁସ୍ତିକା-‘ରାଷ୍ଟ୍ର ନିର୍ମାଣର ସଠିକ ଧାରା : ଗାନ୍ଧୀ ନା ଗଡ଼ସେ ଓ ଅନ୍ୟାନ୍ୟ ପ୍ରବନ୍ଧ ଏବଂ ପୁଷ୍ପାଞ୍ଜଳି ଶତପଥୀଙ୍କ କବିତା ପୁସ୍ତିକା- ‘କିଛି ଫଟୋ- କିଛି କବିତା’କୁ ପ୍ରଫୁଲ୍ଲ ସାମନ୍ତରା, ଆଶୁତୋଷ ପରିଡ଼ା ଏବଂ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ ଲୋକାର୍ପଣ କରିଥିଲେ ।

ସମଦୃଷ୍ଟି ସମ୍ପାଦକ ସୁଧୀର ପଟ୍ଟନାୟକ ସମଦୃଷ୍ଟିର ଦୁଇଦଶନ୍ଧିର ବନ୍ଧୁର ଯାତ୍ରା ଓ ପାଠକଙ୍କ ଆପ୍ୟହ ତଥା ନିଷ୍ଠାଯୋଗୁଁ ବିକଳ୍ପ ପତ୍ରିକା ଚାଲିବା ସମ୍ଭବପର ହୋଇଛି ବୋଲି କହଇଥିଳେ । ଅଧିକରୁ ଅଧିକ ପାଠକୀୟ ସହଯୋଗିତା ଏବଂ ଲେଖାଉପାଦାନ ରହିଲେ ପାଠକୀୟ ଆକର୍ଷଣ ବଢ଼ିବ ବୋଲି ମତ ପ୍ରକାଶ ପାଇଥିଲା । ସମଦୃଷ୍ଟିର କାର୍ଯ୍ୟକାରୀ ସମ୍ପାଦକ ବିଘ୍ନେଶ୍ୱର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version