• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସମ୍ବଲପୁରର ବୁଢାରାଜାଠାରେ ପ୍ରସାଦ ଜୁଏଲର୍ସର ନୂଆ ଶୋ’ରୁମ ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
January 26, 2025
in ଓଡ଼ିଶା, ବରଗଡ଼, ହୋମ୍
0
ସମ୍ବଲପୁରର ବୁଢାରାଜାଠାରେ ପ୍ରସାଦ ଜୁଏଲର୍ସର ନୂଆ ଶୋ’ରୁମ ଉଦଘାଟିତ
Share on FacebookShare on TwitterWhatsapp

ଗ୍ରାହକଙ୍କୁ ସ୍ମରଣୀୟ ସପିଂ ଅନୁଭୂତି ଦେବା ପାଇଁ ଉତ୍ସାହଜନକ ଅଫର୍ ପ୍ରଦାନ କରାଯାଉଛି l

୨୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ସମ୍ବଲପୁର :- ୧୯୬୪ରେ ଏହାର ସ୍ଥାପନା ପରଠାରୁ ବିଶ୍ୱାସ ଓ ଗୁଣବତା କ୍ଷେତ୍ରରେ ଏକ ଲୋକପ୍ରିୟ ନାମ ପ୍ରସାଦ ଜୁଏଲର୍ସ ସମ୍ବଲପୁରର ବୁଢାରାଜାଠାରେ ଏସ୍‌ଆର୍‌ଆଇଟି କଲୋନି ସମ୍ମୁଖରେ ଏହାର ଗ୍ରାଣ୍ଡ ଫ୍ଲାଗସିପ ଶୋ’ରୁମର ଶୁଭାରମ୍ଭ କରିଛି । ଏହି ଅତ୍ୟାଧୁନିକ ଦୁଇ ମହଲା ବିଶିଷ୍ଟ ଶୋରୁମ ୩୦୦୦ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ ରହିଛି ଯାହା ସୂକ୍ଷ୍ମ ଅଳଙ୍କାରଗୁଡିକର ଏକ ବିସ୍ତୃତ ସଂଗ୍ରହକୁ ପ୍ରଦର୍ଶିତ କରୁଛି ।

ଏହି ଶୋ’ରୁମର ଉଦ୍‌ଘାଟନୀ ଉତ୍ସବରେ ସମ୍ବଲପୁରର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ କମ୍ପାନୀର ଅଧ୍ୟକ୍ଷ ଶ୍ରୀ ଅନିଲ ପ୍ରସାଦ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏହି ୫ମ ଶୋ’ରୁମ ପ୍ରସାଦ ଜୁଏଲର୍ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି ଯାହା ରାଉରକେଲାଠାରେ ୨୦୦୦ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ ଏକ ଷ୍ଟୋର ସହ ନିଜର ଯାତ୍ରା ଆରମ୍ଭ କରିଥିଲା । ଏହାପରଠାରୁ ପ୍ରସାଦ ଜୁଏଲର୍ସର ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁରଠାରେ ଶାଖା ସହ ନିଜର ଉପସ୍ଥିତି ବିସ୍ତାର କରିଛି ।

ଏହି ନୂତନ ଶୋରୁମ ବମ୍ବେ, କୋଲ୍‌କାତା, ରାଜକୋଟ, କୋଏମ୍ବାଟୁର, ଟେମ୍ପୁଲ, ଆଂଟିକ, ଡାଇମଣ୍ଡ ଓ ସିଲଭର ଅଳଙ୍କାର ଆଦିର ବିସ୍ତୃତ ସଂଗ୍ରହ ପ୍ରଦାନ କରୁଛି । ଗ୍ରାହକଙ୍କ ବିବିଧ ପସନ୍ଦକୁ ପୂରଣ କରିବା ପାଇଁ ଏହି ଷ୍ଟୋରରେ ଆର୍ଟିଫିସିଆଲ ଜୁଏଲାରୀ ଗୁଡିକର ଏକ ଡେଡିକେଟେଡ ସେକ୍ସନ ରହିଛି ଯାହା ଏହାକୁ ବଜେଟ-ସଚେତନ ଗ୍ରାହକଙ୍କ ପାଇଁ ଏକ ଉପଯୁକ୍ତ ଗନ୍ତବ୍ୟସ୍ଥଳୀରେ ପରିଣତ କରୁଛି ।

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ସୌରଭ ପ୍ରସାଦ ସ୍ୱତନ୍ତ୍ର ଉ୍‌ଘାଟନୀ ଅଫରଗୁଡିକୁ ଘୋଷଣା କରିଥିଲେ ଯେଉଁଥିରେ ସୁନା ଅଳଙ୍କାର ଉପେ ୬.୯୯%ର ମେକିଂ ଚାର୍ଜ ସାମିଲ ରହିଛି । ଏହାଛଡା ଟର୍କିସ, ଆଂଟିକ, ଟେମ୍ପୁଲ ଓ ଫ୍ୟାନ୍ସି ଜୁଏଲାରୀ ଉପରେ ଫ୍ଲାଟ୍ ୮.୯୯% ମେକିଂ ଚାର୍ଜ ଉପଲବ୍ଧ ରହିଥିବା ବେଳେ ହୀରା ଅଳଙ୍କାର ଓ ଗୋଲ୍ଡ କଏନ ଉପରେ ଜିରୋ ମେକିଂ ଚାର୍ଜ ରହିଛି ।

ଆର୍ଟିଫିସିଆଲ ଜୁଏଲାରୀ ଉପରେ ଫ୍ଲାଟ ୨୦%ର ରିହାତି ଉପଲବ୍ଧ ରହିଛି । ଶ୍ରୀ ସୌରଭ ପ୍ରସାଦ କହିଛନ୍ତି, “ ଏହି ଅଫରଗୁଡିକରେ କୌଣସି ସର୍ତାବଳୀ ଲାଗୁ ନାହିଁ ଏବଂ ଏହା ଆସନ୍ତା ଫେବୃଆରୀ ୨ ତାରିଖ ୨୦୨୫ ପର୍ଯ୍ୟନ୍ତ ସମସ୍ତ କ୍ରୟ ଉପରେ ବୈଧ ରହିବ । ଆମେ ସମସ୍ତଙ୍କଚ ଏହି ସ୍ୱତନ୍ତ୍ର ଡିଲ୍‌ଗୁଡିକର ଲାଭ ଉଠାଇବା ଓ କ୍ରୟ ଉପରେ ବହୁମାତ୍ରାରେ ସଂଚୟ କରିବା ପାଇଁ ଆବେଦନ କରୁଛୁ ।”

ସେହିପରି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୋହିତ ପ୍ରସାଦ ଗ୍ରାହକଙ୍କ ପାଇଁ ଉପଲବ୍ଧ ଅତିରିକ୍ତ ସୁବିଧା ଯେପରିକି ମାଗଣା ସୁନା ପରୀକ୍ଷଣ ସେବା, ଇୟର-ପିୟର୍‌ସିଂ, ୧୦୦% ଏଚ୍‌ୟୁଆଇଡି ହଲ୍‌ମାର୍କ ଗୋଲ୍ଡ କଲେକ୍ସନ, ୧୦୦% ଏକ୍ସଚେଞ୍ଜ ଗ୍ୟାରେଂଟି ଓ ଏକ ଡିଜିଟାଲ ଗୋଲ୍ଡ ଆପ୍ ଆଦିକୁ ହାଇଲାଇଟ୍ କରିଥିଲେ । ସେ କହିଥିଲେ, ‘ଆମର ପ୍ରତିବଦ୍ଧତା ହେଉଛି ଗ୍ରାହକଙ୍କୁ ସର୍ବନିମ୍ନ ମୂଲ୍ୟରେ ଅତୁଳନୀୟ ଗୁଣବତା ପ୍ରଦାନ କରିବ ।

ଏହି ଉତ୍ସର୍ଗୀକୃତତା ଆମକୁ ପଶ୍ଚିମ ଓଡିଶାରେ ସର୍ବୋତମ ଜୁଏଲର ଭାବେ ପରିଚିତ କରାଇଛି ଏବଂ ନୂଆଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀଙ୍କ ଦ୍ୱାରା ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ସପ୍ ଭାବେ ସ୍ୱୀକୃତି ହାସଲ କରିବାରେ ସାହାଯ୍ୟ କରିଛି ।” ପ୍ରସାଦ ଜୁଏଲର୍ସର ଅଧ୍ୟକ୍ଷ ଶ୍ରୀ ଅନିଲ ପ୍ରସାଦ ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତି ଓ ଅତିଥିମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

ସେ ସମ୍ବଲପୁର ଓ ଆଖପାଖ ଅଂଚଳର ଲୋକମାନଙ୍କୁ ଶୋ’ରୁମ ପରିଦର୍ଶନ କରିବା ଏବଂ ବ୍ରାଣ୍ଡର ବିଶ୍ୱାସ ଓ ଉତ୍କର୍ଷତାର ବିରାସତର ଅନୁଭୂତି ପାଇବା ପାଇଁ ଆମନ୍ତ୍ରିତ କରିଛନ୍ତି । ପ୍ରସାଦ ଜୁଏଲର୍ସ କାଳଜୟୀ ଡିଜାଇନ ସହ ପ୍ରତିଯୋଗୀ ମୂଲ୍ୟକୁ ଏକତ୍ରିତ କରି ଏହାର ଗ୍ରାହକଙ୍କୁ ଚମତ୍କାର ମୂଲ୍ୟ ପ୍ରଦାନ କରିବା ପାଇଁ ଏହାର ଲକ୍ଷ୍ୟ ଜାରି ରଖିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026

Recent News

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version