୧୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାୟଗଡ଼ ଜିଲ୍ଲା :-> ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ରାୟଗଡ଼ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓଭରଆଲ୍ ଚମ୍ପିୟାନ ସ୍ଥାନୀୟ ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାୟଗଡ଼ ଗଜପତି ଠାରେ ଗତକାଲି ଠାରୁ ଚାଲିଥିବା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆଜି ଉଦଯାପନ କାର୍ଯ୍ୟକ୍ରମ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ,

ଜିଲ୍ଲା ଶିକ୍ଷା ନିରୀକ୍ଷକ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ଦେଇଥିଲେ। ଏହି କ୍ରୀଡା ପ୍ରତିଯୋଗିତା ରେ ସନୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।ମୋଟ ୩ବିଭାଗ ମଧ୍ୟରେ ୬ଟି ଚାମ୍ପିଅନ ମଧ୍ୟରେ ୨ଟିଦଳଗତ ଚାମ୍ପିଅନ ହାସଲ କରିଛନ୍ତି।ସୁପର୍ ସିନିୟର୍ ବାଳକ ବର୍ଗରେ ରିଙ୍କୁ ମଣ୍ଡଳ,















