୧୪ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାୟଗଡ଼ :- ଗଜପତି ଜିଲ୍ଲା ରାୟଗଡ ଥାନା ଅଧୀନରେ ଥିବା କୁରୁଗୁବା ଗ୍ରାମ ନିକଟସ୍ତ ମୁଖ୍ୟ ରାସ୍ତାରେ ବାଇକ ଏବଂ ଟାଟା ମ୍ୟ।ଜିକ ମଧ୍ୟରେ ଧକା ରେ ଜଣେ ମୃତ ଆଉ ଜଣେ ଗୁରୁତର । ସୂଚନା ମୁତାବକ ମୃତ ବ୍ୟକ୍ତି ହେଲେ ବୁରୁସିଂ ଗ୍ରାମର ଯୋଗେଶ ଶବର ବୟସ ୨୨,ଗୁରୁତର ବ୍ୟକ୍ତି ହେଲେ ସାନ ଲୋଵା ଗ୍ରାମର ଅଭିନାଶ ଶବର ବୟସ ୧୨.ଦୁର୍ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସଳୟ ନିଆ ଯାଇଥିଲା, ଡାକ୍ତର ମୃତ ଘୋଷଣା କରିଛନ୍ତି ।



© 2023 Odisha Taza News.