୧୧ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରାଜ୍ୟର ସର୍ବବୃହତ ଓ ଅଗ୍ରଣୀ ଜୁଏଲାରୀ ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ତରଫରୁ ପୁରୀ ଟାଉନ ହଲ ଠାରେ ମେଗା ଲକି ଡ୍ର - ୨୦୨୫ ଅନୁଷ୍ଠିତ ହୋଇଯାଇଛି | ୩୫ ଜଣ ଲକ୍ଷପତି ମନୋନୀତ ହୋଇଛନ୍ତି | ଓଲିଉଡ଼ ଅଭିନେତ୍ରୀ ତଥା ଅରୁନ୍ଧତୀ jଜୁଏଲର୍ସ ର ବ୍ରାଣ୍ଡ ଅମ୍ବାସେଡର ଅର୍ଚ୍ଚିତା ଯୋଗଦେଇ ତାଙ୍କର ଷ୍ଟେଜ ଜଲୱା ପ୍ରଦର୍ଶିତ କରିଥିଲେ | ରାଜ୍ୟର ସର୍ବବୃହତ ଓ ଅଗ୍ରଣୀ ହୁଏନାରୀ ପ୍ରତିଷ୍ଠାନ ଭାବେ ଅରୁନ୍ଧତୀ ହୁଏର୍ସ ରାଜ୍ୟରେ ବେଶ ପରିଚିତ |

ଅନୁଷ୍ଠାନ ପାଖରୁ ଟାଉନ ହଲ ଠାରେ ମେଗା ଲକି ଡ୍ର - ୨୦୨୫ ଅନୁଷ୍ଟିତ ହୋଇଯାଇଛି | ବିଗତ ୨୫ ବର୍ଷ ଧରି ପାଳିତ ହୋଇଆସୁଥିବା ଏହି କାର୍ଯ୍ୟକ୍ରମ ଲକ୍ଷପତି କୁପନଧାରୀ ଗ୍ରାହକମାନଙ୍କ ମଧ୍ୟରୁ ୩୫ ଜଣ ଭାଗ୍ୟଶାଳୀ ଗ୍ରାଚୀଙ୍କୁ ଲକ୍ଷପତି ଗ୍ରାହକ ଭାବେ ମନୋନୀତ କରାଯାଇଥିଲା | ଶନିବାର ରାତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସୁପ୍ରସିଦ୍ଧ ଆଙ୍କର ଶୁଭମ ମଂତ ପରିଚାଳନାର ଦାୟିତ୍ବ ନେଇଥିଲେ |

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ ଓଲିଉଡ଼ ବିଭା ତଥା. ଭୁବନେଶ୍ବରର ସୂପ୍ରତିଷ୍ଠତ ଜାଭେଦ ଡାନ୍ସ ଗ୍ରୁପ ନୃତ୍ୟତୁ ସୁନାମଧନ୍ୟ ଗାୟିକା ନବ୍ୟାଙ୍କର ସୁମଧୁର ସଂଗୀତ ସମସ୍ତଙ୍କୁ ମତୁଆଲା କରିଥିଲା | ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସ ର ପରିଚାଳନା ନିର୍ଦେଶକ ବହ୍ମାନନ୍ଦ ମେହେର ପ୍ରଜ୍ଞାଶ କରିଛନ୍ତି ଯେ, ଅରୁନ୍ଧତୀର ମୂଳ ବୁଆ କୁ ସୁଦୃଢ ଓ ପ୍ରଶସ୍ତ୍ର କରି ଏକ ସ୍ବତନ୍ତ୍ରପରିଚୟ ଦେଇଥିବାରୁ ଓଡ଼ିଶା ବାସୀଙ୍କୁ ଧନ୍ୟବାଦ |

ଏହି ଅଫର ମାଧ୍ୟମରେ ଲକ୍ଷାଧିକ ଗ୍ରାହକ ବନ୍ଧୁ ଅନୁଷ୍ଠାନ ସହ ଯୋଡି ହୋଇଥିଲେ | ଏତେ ସଂଖ୍ୟକ ଗ୍ରାହକ ବନ୍ଧୁ ସମର୍ଥକ ଓ ସହଯୋଗ ଅରୁନ୍ଧତୀର ପ୍ରତିଟି କର୍ମକର୍ତ୍ତାଙ୍କ ମନରେ ବିପୁଳ ଉତ୍ସାହ ଓ ବିଶ୍ବାସ ଭରିଦେଇଛି | ଓଡ଼ିଶାବାସୀଙ୍କପାଇଁ ସର୍ବଦା କିଛି ନୂତନ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି ଅରୁନ୍ଧତୀ ଜୁଏଲର୍ସ |

ଆଗାମୀ ଦିନରେ ମଧ୍ୟ ଅନେକ ଲକ୍ଷପତି ବିଦେଶ ଭ୍ରମଣ ସୁଯୋଗ ଦେବା ପାଇଁ ଇଛା ପ୍ରକାଶ କରିଛି | ଗ୍ରାହାକ ବନ୍ଧୁଙ୍କ ବିପୁଳ ଉପସ୍ଥିତି ସହ କାର୍ଯ୍ୟହମର ସଫଳ ରୂପାୟନ ହିଁ ଆମ ମଝାବୁତ ସମ୍ପର୍କର ପରିଚୟ ଏବଂ ଆଗାମୀ ଦିନରେଏହି ସମ୍ପର୍କ ଆହୁରି ମଜବୁତ ହେବ । ରଙ୍ଗରଙ୍ଗ କାର୍ଯ୍ୟକ୍ରମ କୁ ଗ୍ରାହକ ଓ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ |