୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ରାଣୀଶୁକଦେଈ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଆତ୍ମା ସୁରକ୍ଷା ଶିବିର ଉଦ୍ଘାଟିତ ହୋଇଯାଇଛି । ଶିବିରରେ ୧୯୨ଜଣ ଛାତ୍ରୀ ୮ଦିନ ଧରି ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ଶିବିରକୁ ଅଧ୍ୟକ୍ଷା କବିତା ମହାପାତ୍ର ଉଦ୍ଘାଟନ କରିଥିବା ବେଳେ ଅଧ୍ୟାପିକା ଡକ୍ଟର ବନାନୀ ପଟ୍ଟନାୟକ, ଅଜନ୍ତା ମିଶ୍ର, ପୁଷ୍ପଲତା ଦଳ,

ସୁଜାତା ପଣ୍ଡା, ଡକ୍ଟର ତୃପ୍ତିମୟୀ ପ୍ରଧାନ, ମନୋରମା ଜେଠୀ, ଜୀବନଜ୍ୟୋତି ଛାଟୋଇ, ସଂଯୁଲତା ଦେଇ ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ନିରଞ୍ଜନ ସାହୁ ପରିଚାଳନା କରିଥିଲେ । ପ୍ରଶିକ୍ଷିକା ଭାବେ ସୁନୀତା ସାମଲ, ଅନୀତା ସାମଲ ଓ ସ୍ୱାଗତିକା ଜେନା ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।