• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୩ ନୂଆ ପାର୍କ ସହ ମ୍ୟୁଜିକାଲ ଫାଉଣ୍ଟେନକୁ ଲୋକାର୍ପିତ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
January 7, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
H&UD Minister unveils three parks and musical fountain in Bhubaneswar
Share on FacebookShare on TwitterWhatsapp

୦୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :-> ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ତଥା ବିଡିଏ ଅଧକ୍ଷ ମାନ୍ୟବର ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର ସୋମବାର ଭୁବନେଶ୍ୱରରେ ୩ ନୂଆ ପାର୍କ ସହ ଏପିଜେ ଅବଦୁଲ କଲାମ ପାର୍କ ଠାରେ ମ୍ୟୁଜିକାଲ୍ ଫାଉଣ୍ଟେନକୁ ଲୋକାର୍ପିତ କରିଛନ୍ତି । ଉଦଘାଟନୀ ଉତ୍ସବରେ ମାନ୍ୟବର ଏକାମ୍ର ବିଧାୟକ, ବାବୁ ସିଂହ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟାକ୍ଷ ଡ଼. ଏନ୍. ତିରୁମାଲା ନାଏକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଏପିଜେ ଅବଦୁଲ କଲାମ ପାର୍କରେ ମ୍ୟୁଜିକାଲ ଫାଉଣ୍ଟେନ୍ ସୋ ଦେଖିବା ସହ ପାର୍କରେ ଦର୍ଶକଙ୍କ ସହ ଆଲୋଚନା କରିଥିଲେ।

କେ-୭ କଳିଙ୍ଗ ନଗର ପାର୍କ (୪. ୭ ଏକର) – ସହରର ଏକ ଅବ୍ୟବହୃତ ସ୍ଥାନକୁ ଉପଯୋଗ କରି କେ-୭ କଳିଙ୍ଗ ନଗର ପାର୍କ ମନୋରଞ୍ଜନ ଏବଂ ଆରାମ ପାଇଁ ଏକ ଜୀବନ୍ତ ପରିବେଶ ତିଆରି କରାଯାଇଛି । ୪.୭ ଏକରରେ ବ୍ୟାପ୍ତ, ଏହି ପାର୍କରେ ଫୁଲଶଯ୍ୟା ଏବଂ ଫଳବଗିଚା ରହିଛି, ଯାହା ପରିଦର୍ଶକମାନଙ୍କୁ ପ୍ରକୃତି ସହିତ ଜଡିତ ହେବା ପାଇଁ ଏକ ଅପୂର୍ବ ସୁଯୋଗ ଆଣିବ। ଅନୁରୂପ ଆଧୁନିକ ସୁବିଧାରେ ସୁସଜ୍ଜିତ ଶିଶୁ ଖେଳ ପଡିଆ ସୃଜନଶୀଳତାର ବିକାଶ କରିବା ସହ ଶାରୀରିକ ସୁସ୍ଥତା ବୃଦ୍ଧିରେ ମଧ୍ୟ ସହାୟକ ହେବ।

ଏଠି ନିର୍ମିତ ଏକ ମୁକ୍ତାକାଶ ବ୍ୟାୟାମଶାଳା ପରିଦର୍ଶକଙ୍କୁ ଆକୃଷ୍ଟ କରିବ। ସେହିପରି ପାର୍କରେ ଏକ ଜଗିଂ ଟ୍ରାକ୍ ଏବଂ ବହୁମୁଖୀ କ୍ରୀଡ଼ା କୋର୍ଟ ମଧ୍ୟ ରହିଛି । ବାସ୍କେଟ ବଲ୍ ଏବଂ ସ୍କେଟିଂ କରିବାରେ ଇଛୁକ ଖେଳାଳୀଙ୍କୁ ଏହା ଉତ୍ସାହିତ କରିବ। ସମାଜର ବିଭିନ୍ନ ଗୋଷ୍ଠୀଙ୍କୁ ଏକତ୍ରିତ କରିବା ନିମନ୍ତେ ପାର୍କଟି ପରିକଳ୍ପିତ ହୋଇଛି । ଯେଉଁଠି ସେମାନେ ପରିବାର ସହିତ ଏକତ୍ରିତ ହୋଇ ଏହାର ପରିବେଶକୁ ଉପଭୋଗ କରିପାରିବେ । ସହରୀ ଜୀବନରେ ସବୁଜିମାକୁ ସାମିଲ କରିବା ନିମନ୍ତେ ଏହି ସ୍ଥାନଗୁଡିକ ଏକ ମଡେଲ୍ ଭଳି କାର୍ଯ୍ୟ କରିବ ।

ସ୍ମାର୍ଟ ପାର୍କ-୪ ଏଜି କଲୋନୀ (୨-ଏକର) – ଏଜି କଲୋନୀ ନିକଟରେ ୨ ଏକର ଜାଗାରେ ନିର୍ମାଣ ହୋଇଥିବା ପାର୍କଟି ସାଂସ୍କୃତିକ କାର୍ଯ୍ୟକଳାପ ବୃଦ୍ଧି, ଶାରୀରିକ ସୁସ୍ଥତାକୁ ତ୍ୱରାନ୍ୱିତ ଏବଂ ବିଭିନ୍ନ ଗୋଷ୍ଠୀଙ୍କୁ ଏକତ୍ରିତ କରିବା ଆଦି ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଲୋକମାନେ ବିଭିନ୍ନ ପର୍ବ ପାଳନ ଓ କାର୍ଯ୍ୟକ୍ରମ କରିବା ନିମନ୍ତେ ବ୍ୟବସ୍ଥା ରହିଛି । ଦ୍ଵିତୀୟରେ କୁନି ପିଲାମାନଙ୍କ ଶାରୀରିକ ବିକାଶ, ଏବଂ ସୁରକ୍ଷିତ ପରିବେଶରେ ଖେଳିବା ନିମନ୍ତେ ସ୍ପୋଟ୍ସ କୋର୍ଟ ରହିଛି । ସେହିପରି କସରତ ଓ ଖେଳ ନେଇ ଅତ୍ୟାଧୁନିକ ଖେଳ ଭିତ୍ତିଭୂମିର ସୁବିଧା ରହିଛି। ଯାହା ଅଞ୍ଚଳବାସୀଙ୍କ ସୁସ୍ଥ ରଖିବାରେ ସହାୟକ ହେବ। ପ୍ରାକୃତିକ ପରିବେଶରେ ସାମାଜିକ ସୌହାର୍ଯ୍ୟ ବୃଦ୍ଧି ନିମନ୍ତେ ଏଠାରେ ଏକ ଅପୂର୍ବ ପରିବେଶ ତିଆରି ହୋଇଛି।

ଅନନ୍ତ ବିହାର ଫେଜ-୩ ପାର୍କ (୦.୮ଏକର ) – ପୋଖରୀପୁଟ ସ୍ଥିତ ୦.୮ ଏକରରେ ସୀମିତ ଏହି ପକେଟ-ପାର୍କଟି ଏକ ସାମାନ୍ୟ ସହରୀ ଜୀବନକୁ ଏକ ଶାନ୍ତ ସବୁଜ ଅଞ୍ଚଳରେ ପରିଣତ କରୁଛି। ଏହି ପାର୍କରେ ଶିଶୁ ଖେଳ କ୍ଷେତ୍ର, ମୁକ୍ତାକାଶ ବ୍ୟାୟା୍ମଶାଳା, ଏବଂ ଏକ ଯୋଗିଂ ଟ୍ରାକ୍ ରହିଛି। ଯାହା ସବୁ ବୟସର ଲୋକଙ୍କ ପାଇଁ ଏକ ଉନ୍ନତ ଜୀବନଶୈଳୀ ଅତିବାହିତ ନେଇ ଉତ୍ସାହିତ କରୁଛି। ଏହାର ସୁନ୍ଦର ସବୁଜିମା ଏବଂ ଋତୁକାଳୀନ ଫୁଲ ସମ୍ଭାର ପାର୍କର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି। ସହରୀ କୋଳାହଳ ଜୀବନରୁ ଟିକିଏ ଶାନ୍ତି ନିମନ୍ତେ ଧ୍ୟାନ, ବ୍ୟାୟାମ ଓ ନିରୋଳାରେ ସମୟ ଅତିବାହିତ କରିବା ପାଇଁ ସହରର ଛୋଟ ଜାଗା ଗୁଡିକୁ ଉନ୍ନତି ଆଣିବାରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରାୟସରେ କରଯାଇଛି।

ଏପିଜେ ଅବଦୁଲ କଲାମ ପାର୍କର ମ୍ୟୁଜିକାଲ ଫାଉଣ୍ଟେନ୍ ଏପିଜି ଅବଦୁଲ କଲାମ ପାର୍କରେ ଲୋକାର୍ପିତ ହୋଇଥିବା ମ୍ୟୁଜିକାଲ୍ ଫାଉଣ୍ଟେନ୍ ଆଜି ଦିନର ମୁଖ୍ୟ ଆକର୍ଷଣ ଥିଲା। ଏହି ନିଆରା ପାର୍କରେ ସଙ୍ଗୀତକୁ ତାଳଦେଇ ପରିଚାଳିତ ଜଳ, ଆଲୋକର ପ୍ରଦର୍ଶିତ ଅପୂର୍ବ ସଙ୍ଗମ ପରିଦର୍ଶକଙ୍କୁ ଆକର୍ଷିତ କରିବ। ଖୋଲା ଆକାଶ ତାଳେ ଫାଉଣ୍ଟେନର ଯୁଗଳବନ୍ଦୀ ଏହି ପାର୍କର ଶୋଭାକୁ ଦ୍ବିଗୁଣିତ କରୁଛି। ପାର୍କର ନିଆରା ମନଲୋଭା ପରିବେଶ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ସେହିପରି ଲୋକଙ୍କୁ ଆକୃଷ୍ଟ କରି ଏକତ୍ରିତ କରିବା ପାଇଁ ମୁକ୍ତାକାଶ ପାଠଗାରା, କାଫେଟେରିଆ ଭଳି ବ୍ୟବସ୍ଥା ରହିଛି। ସ୍ୱାସ୍ଥ୍ୟ ଓ ସଂସ୍କୃତିର ଅପୂର୍ବ ସମନ୍ୱୟ ଏହି ପାର୍କକୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ଦେଉଛି । କଲାମଙ୍କ ସମ୍ମାନର୍ଥେ ନିର୍ମାଣ ହୋଇଥିବା ଏହି ପାର୍କଟି ସହରବାସୀଙ୍କୁ ପ୍ରେରଣା ଯୋଗାଇବା ସହ ତାଙ୍କ ଜୀବନଶୈଳୀରେ ଅନୁପ୍ରାଣିତ ହେବା ନେଇ ଉତ୍ସାହିତ କରିବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version