No Result
View All Result
୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ସକାଳ ସାତ ଘଂଟିକା ସମୟରୁ କ୍ୟାବିନ ଉଛେଦ ହେଉଥିବା ବେଳେ କୌଣସି ଅପ୍ରିତିକରୀ ଘଟଣା ନ ଘଟିବା ପାଇଁ ଜିଲ୍ଲା ପ୍ରଶାସନ ସେଇଥି ପାଈ 6ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହି କ୍ୟାବିନକୁ ଉଛେଦ ପକ୍ରିୟା ଚାଲୁ ରଖିଥିବା ଦେଖିବାକୁ ମିଳିଥିଲା. ପ୍ରକାଶ ଯେ ଖୋର୍ଦ୍ଧା ସହର କ୍ୟାବିନ ସହର ଭାବେ ପରିଚିତ ଥିଲା. ପ୍ରତେକ ସମୟରେ ଟ୍ରାଫିକ ଜାମରହୀ ଆମ୍ବୁଲାନ୍ସ ଗାଡି ଅଟକି ରହୁଥିଲା.
ଏବଂ ଗାଡି ଯାମ ହୋଇରହିବା ଫଳରେ ଗୋଟିଏ ଦିଗରୁ ଅନ୍ୟ ଦିଗକୁ ଯିବା କଷ୍ଟ ଦାୟକ ହୋଇ ଯାଉଥିଲା. ଏହା ବୋହୁ ବର୍ଷର ସମସ୍ୟା ଥିବାରୁ ଜ଼ିଲ୍ଲା ପ୍ରଶାସକ ଖୋର୍ଦ୍ଧା କୁ ସରସ -ସୁନ୍ଦର କରି ଗଢି ତୋଳିବାରେ ନିର୍ଣ୍ଣୟକ ଭୂମିକା ନେଉଥିବା ବେଳେ କ୍ୟାବିନ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଥିଲା.ଆଜିକାର ଏହି ଉତ୍ସଛେଦରେ ସବ -କଲେକ୍ଟର ଦୀପ୍ତି ରଞ୍ଜନ ସେଠି ତହସିଲଦାର ବିଭାସ ପାଣିଗ୍ରାହୀ.
ମୁନିସିପାଲିଟି କାର୍ଯ୍ୟ -ନିର୍ବାହୀ ଅଧିକାରୀ ରିଜ଼ୱାନା କଉକାବ. ଥାନା ଅଧିକାରୀ ଗଣ ଉପସ୍ଥିତ ଥିଲେ. ପ୍ରକାଶ ଯେ ପ୍ରଥମ ପର୍ଯ୍ୟରେ ମାରୱାଡି ପଟି ଠାରୁ ବ୍ୟାଙ୍କ ଛକ ଏବଂ ସମ୍ପୂର୍ଣ୍ଣ ପରିବା ମାର୍କେଟ. ଏହିପରି ନୂଆ -ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଉତ୍ସଚେଦ ପକ୍ରିୟା ଚାଲୁ ରହିଥିବା ଦେଖିବାକୁ ମିଳିଥିଲା l
No Result
View All Result