କାର୍ଯ୍ୟକ୍ରମରେ ରାଜା ଦୁର୍ଗାମାଧବ ଶ୍ରୀଚନ୍ଦନ ମହାପାତ୍ର, ପ୍ରାଧ୍ୟାପକ ରାଜକିଶୋର ପାଲ୍, କବି ନରୋତ୍ତମ ବେହେରା, ଅଧ୍ୟାପିକା ଚିନ୍ମୟୀ ମିଶ୍ର, ଯୁବସମାଜସେବୀ ଭାଷ୍କର ମହାନ୍ତି, ଅଧ୍ୟାପକ ନରେଶ ବେହେରା, ଅଧ୍ୟାପକ ପ୍ରଶାନ୍ତ ଭୋଇ, ଅଧ୍ୟାପକ ମନୋରଞ୍ଜନ ମିଶ୍ର, ଅଧ୍ୟାପକ ଅଦୈତ୍ୟ ପ୍ରଧାନ, ଡକ୍ଟର ମୁରଲୀଧର ରଥ, ମହେଶ ପ୍ରସାଦ ବେହେରା, ଗୁରୁପ୍ରସାଦ ସାହୁ, ଜିତେନ୍ଦ୍ର ଦେଓ ପ୍ରମୁଖ ଯୋଗଦାନ କରି ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।
© 2023 Odisha Taza News.