No Result
View All Result
୧୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ରାଜ୍ୟ ଯୋଗାଶନ ଚମ୍ପିୟାନ୍ ଭୁବନେଶ୍ୱରର ୪୩ତମ ପ୍ରଭୁଜୀ ଇଂରାଜୀ ମିଡିୟମ୍ ସ୍କୁଲରେ ଅନୁଷ୍ଠିତ ହୋଇଥିଲା । ଡିଭାଇନ୍ ସ୍ପୋର୍ଟ୍ସ ଏକାଦେମୀର ପ୍ରତିଷ୍ଠାତା ଓ ଖେଲୋ ଇଣ୍ଡିଆ ଖେଲୋର ବିଚାରପତି ୩ଥର ଏସିଆନ୍ ଗୋଲ୍ଡ୍ ମେଡାଲ୍ ହାସଲ କରିଥିବା ଚନ୍ଦ୍ରକାନ୍ତ ବାରିକଙ୍କ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରତିଯୋଗିତାରେ ଶୁଭଶ୍ରୀ ଯୋଗ ଫାଉଣ୍ଡେସନର ଛାତ୍ର ଆୟୂଷ କୁମାର ସାହୁ ଓଡ଼ିଶାରୁ ପ୍ରଥମ ସ୍ଥାନ ଅଧିକାର କରି ଲଗାତର ଚତୁର୍ଥ ଥର ଓଡିଶାରୁ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଲଗାତର ୪ର୍ଥ ଥର ଓଡ଼ିଶାରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସାଇଶୁଭଶ୍ରୀ ସାହୁ ଚମ୍ପିୟାନ୍ ଟ୍ରଫି ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ୧୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀମାନଙ୍କ ସହିତ ଖେଳୀ ରନର୍ସ ଟ୍ରଫ୍ ହାସଲ କରିଥିଲେ ।
No Result
View All Result