• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଇକ ସୁରକ୍ଷା ବଳୟରେ ଶ୍ରୀମନ୍ଦିର ମଠ, ଲଜିଙ୍ଗ ଓ ବାସଗୃହ କଣ ଭଙ୍ଗା ଯାଇଥିଲା ବାଇକ ରଖିବା ପାଇଁ !

Proprietor Abhimanyu Maharana by Proprietor Abhimanyu Maharana
December 15, 2024
in ଓଡ଼ିଶା, ପୁରୀ, ହୋମ୍
0
ବାଇକ ସୁରକ୍ଷା ବଳୟରେ ଶ୍ରୀମନ୍ଦିର ମଠ, ଲଜିଙ୍ଗ ଓ ବାସଗୃହ କଣ ଭଙ୍ଗା ଯାଇଥିଲା ବାଇକ ରଖିବା ପାଇଁ !
Share on FacebookShare on TwitterWhatsapp

୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ପୁରୀ  :- ବିଶ୍ୱସ୍ତରୀୟ ଝିଲିମିଲି ସହର ହେବ ପୁରୀ । ଘାଇଁ ଘାଇଁ ଉଡ଼ିବ ଉଡ଼ାଜାହାଜ । କୃତ୍ୟ କୃତ୍ୟ ହେବେ ସହରବାସୀ । ଅନେକ ରଙ୍ଗୀନ ସ୍ବପ୍ନ ଦେଖାଇ ଶ୍ରୀମନ୍ଦିର ଚାରିପଟ ରେ ଥିବା ଘରଦ୍ୱାର, ଲଜିଙ୍ଗ, ହୋଟେଲ, ମଠ, ଆଶ୍ରମ, ଶ୍ରୀମନ୍ଦିର ଲଷ୍ମୀଙ୍କ ରୋଷଘର କୁ ପରିବା ଯାଉଥିବା ଲଷ୍ମୀ ବଜାର, ଦୋକାନଗୃହ, ଖଜା ଦୋକାନ ଆଦି ଅନେକ ଘର ଭଙ୍ଗା ଯାଇଥିଲା । ତ୍ୟାଗ ନୁହେଁ ବଜାର ଦର ର ୩ ଗୁଣା ଅର୍ଥ ଗ୍ରହଣ କରି ପ୍ରଶାସନ ନାମ ରେ ଜମି ରେଷ୍ଟି କରାଯାଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ ଅନେକ ପ୍ରାଚୀନ ଐତିହ ଧୂଳିସାତ ହୋଇଥିଲା । ଏମାର ମଠ ରଘୁନନ୍ଦନ ପାଠାଗାର ରେ ଥିବା ଦ୍ରୁମୂଲ୍ୟ ପୋଥି କେତେକ ହଜିଥିବା ବେଳେ ଏବେ ଅନେକ ପୁସ୍ତକ ଜିଲାପାଳଙ୍କ କାର୍ଯ୍ୟାଳୟ ଗୃହରେ କ୍ରନ୍ଦନରତ ।

ପାଠକ ନାହାଁନ୍ତି । ପାଠାଗାର କୋଠାର ଆଲୋକଚିତ୍ର, ଫଟୋ ଓ ଭିଡିଓ ଚିତ୍ର ଦେଖି ପାଠକ ଭାବିଥିଲେ ଖୁବଶୀଘ୍ର ପାଠାଗାରରେ ବସି ବହି ପଢିବୁ । ତାହା ଏବେ ଧୂଳିସାତ । ୧୦ ଫୁଟ ଖଣି ପରି ଖାଲ ଖୋଳାଯାଇ ପଡି ରହିଛି । କରିତକର୍ମା ପ୍ରକଳ୍ପ କାର୍ଯ୍ଯ ଏବେ ବି ସରିନାହିଁ । ଅଧା କାମ କରାଯାଇ ତରବରିଆ ଭାବେ ଉଦଘାଟିତ ହୋଇଥିଲା । ସିଂହଦ୍ବାର ସମ୍ମୁଖ ଭାଗ ମହାଖଳା ନାମରେ ପରିଚିତ ଥିଲା । ଖଳାରେ କୌଣସି ବାଡ କିଳ,ମୂର୍ତି ସ୍ଥାପନ ଓ ଆବଦ୍ଧ ସାମଗ୍ରୀ ରହିବା ଉଚିତ ନୁହେଁ ବୋଲି ପୁରୁଖା ଲୋକ କହୁଛନ୍ତି ।

ମନ୍ଦିର ଚାରିପଟ ଭଙ୍ଗା ସମୟରେ ଜେସିବି ଗର୍ଜନ ଓ ଖୋଳାତଡା ଭାଇବ୍ରେସନ ଯୋଗୁ ମେଘନାଦ ପାଚେରି ଓ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଥିଲା ବୋଲି ସେତେବେଳ ଅଭିଯୋଗ ଚର୍ଚ୍ଚା ଯୋର ଧରିଥିଲା । ଯେଉଁ ଉଦ୍ଦେଶ୍ଯ ନେଇ ପ୍ରକଳ୍ପ ନିର୍ମାଣ କରାଯାଇଛି ତାହା ଏବେ ସ୍ବପ୍ନରେ ରହିଛି । ସିଂହଦ୍ବାର ମୁଖଶାଳାରେ ବ୍ରିଟିଶ ଅମଳରୁ ମାର୍ବଲରେ ଖୋଦେଇ ହୋଇ କୁଇନସ ଇଂଗ୍ଲିଶରେ ଲେଖା ଥିଲା ଓନଲି ଅର୍ଥୋ ଡକ୍ସ ହିନ୍ଦୁଜ ଆର ଆଲାଉଡ । ଏବେ ଦେଖାଯାଉଛି ହିନ୍ଦୁଙ୍କ ସହ ଅନ୍ଯ ଧର୍ମର ଲୋକ ବେଳେ ବେଳେ ପ୍ରବେଶ କରୁଥିବା ଦୃଷ୍ଟି ଗୋଚର ହେଉଛି ।

ବିଶ୍ବ ଐତିହ୍ୟ ସ୍ମାରକୀ ଶ୍ରୀମନ୍ଦିର ଚାରିପଟ ୧୦୦ ମିଟର ପର୍ଯ୍ୟଙ୍ଗନ୍ତ ଭଙ୍ଗା ଯିବା ପାଇଁ ପ୍ରାଥମିକ ସର୍ଭେ ହୋଇଥିଲେ ମଧ୍ଯ କାହା ଚାପରେ ୭୫ ମିଟର ପର୍ଯ୍ୟନ୍ତ ଭଙ୍ଗା ଗଲା ତାକୁ ନେଇ ଏବେ ସହରେ ଚର୍ଚ୍ଚା ଚାଲିଛି । ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବଳୟ ସଠିକ ରହୁନଥିବାରୁ ମଝିରେ ମଝିରେ ଅଘଟଣ ଘଟିବାରେ ଲାଗିଛି । ଏବେ ମନ୍ଦିର ଚାରିପଟେ ଯିଏ ଯେଉଁଠି ବାଇକ ରଖିବା ଫଳରେ ମନ୍ଦିର ସୁରକ୍ଷା ପ୍ରତି ବିପଦ ଆଶଙ୍କା ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ସିଂହଦ୍ବାର ଅରୁଣସ୍ତମ୍ଭ ଠାରୁ ନିର୍ଦ୍ଧିଷ୍ଟ ଦୂରତା ପରେ ଫଟୋ,ଭିଡିଓ ,

ଡ୍ରୋନ ଓ ମୋବାଇଲରେ ଫଟୋଚିତ୍ର ନେବା ନିଷିଦ୍ଧ ଥିବାବେଳେ ଅରୁଣସ୍ତମ୍ଭ ନିକଟରେ ଭକ୍ତଙ୍କ ଯାଆସରେ ପ୍ରତିବନ୍ଧକ ସୃଷ୍ଟି କରି କେତେକ ଘରୋଇ ଚ୍ୟାନେଲ ଭିଡିଓ ଉତୋଳନ କରୁଥିବା ଦେଖିବାକୁ ମିଳୁଛି । ଶ୍ରୀମନ୍ଦିର ଚାରିଦ୍ଵାର ନିର୍ଦ୍ଧିଷ୍ଟ ଦୂରତା ପରେ ବାଇକ ଷ୍ଟାଣ୍ଡ କରାଯାଇ ବାଇକ ରଖିବା ପାଇଁ ଭକ୍ତ ମହଲରୁ ଦାବି ହେଉଛି । ମଠ ଗୁଡିକ ଭଙ୍ଗା ଯିବା ଫଳରେ ସାଧୁସନ୍ଥ ମାନେ ରଥଯାତ୍ରା ଦେଖିବା ପାଇଁ ଆଉ ଅଧିକ ସଂଖ୍ଯକ ଆସୁନଥିବା ଦେଖିବାକୁ ମିଳୁଛି । ଗରିବ ବିଦ୍ୟାର୍ଥୀ ମାନେ ମଠରେ ରହି ବ୍ରହ୍ମଚର୍ଯ୍ଯ ପାଳନ ବିଦ୍ଯା ଗ୍ରହଣ ଓ ଧାର୍ମିକ ଶିକ୍ଷା ପାଉଥିବା ବେଳେ ଏବେ ଆଉ ସେ ସୁବିଧା ମିଳୁନାହିଁ । ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ପାଇଁ ସ୍ବତନ୍ତ୍ର ପୁଲିସ ନିୟୋଜିତ କରିବା ପାଇଁ ଭକ୍ତଗଣ, ବୁଦ୍ଧିଜୀବୀ,ଆଇନଜୀବୀ ଓ ସହରବାସୀଙ୍କ ଦାବି ଯୋର ଧରିଲାଣି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା

ନୟାଗଡ଼ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା

June 17, 2026
ଦଶପଲ୍ଲା ବିଇଓ ଭକ୍ତି ବିନୋଦ ସଲଙ୍କୁ ‘ସଙ୍ଗୀତଧାରା’ ପକ୍ଷରୁ ସମ୍ବର୍ଦ୍ଧନା

ଦଶପଲ୍ଲା ବିଇଓ ଭକ୍ତି ବିନୋଦ ସଲଙ୍କୁ ‘ସଙ୍ଗୀତଧାରା’ ପକ୍ଷରୁ ସମ୍ବର୍ଦ୍ଧନା

June 17, 2026
ଏକ ବର୍ଷ ଧରି ବାଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଶିକ୍ତ ଦିଗାଳ ଙ୍କ ଉପରେ ପ୍ରଶାସନ ର ଦୃଷ୍ଟି ପଡିଲା : ସମସ୍ତ ଭତ୍ତା ପ୍ରାପ୍ୟ ପାଇଲେ

ଏକ ବର୍ଷ ଧରି ବାଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଶିକ୍ତ ଦିଗାଳ ଙ୍କ ଉପରେ ପ୍ରଶାସନ ର ଦୃଷ୍ଟି ପଡିଲା : ସମସ୍ତ ଭତ୍ତା ପ୍ରାପ୍ୟ ପାଇଲେ

June 17, 2026
ଉପ କାରାଗାର ପରିସରରୁ ବାହାରୁଥିବା ଆବର୍ଜନା ପାଣି ଦୁର୍ଗନ୍ଧରେ ଗୁଳିମରାପଦା ବାସିନ୍ଦା ହନ୍ତସନ୍ତ

ଉପ କାରାଗାର ପରିସରରୁ ବାହାରୁଥିବା ଆବର୍ଜନା ପାଣି ଦୁର୍ଗନ୍ଧରେ ଗୁଳିମରାପଦା ବାସିନ୍ଦା ହନ୍ତସନ୍ତ

June 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା

ନୟାଗଡ଼ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା

June 17, 2026
ଦଶପଲ୍ଲା ବିଇଓ ଭକ୍ତି ବିନୋଦ ସଲଙ୍କୁ ‘ସଙ୍ଗୀତଧାରା’ ପକ୍ଷରୁ ସମ୍ବର୍ଦ୍ଧନା

ଦଶପଲ୍ଲା ବିଇଓ ଭକ୍ତି ବିନୋଦ ସଲଙ୍କୁ ‘ସଙ୍ଗୀତଧାରା’ ପକ୍ଷରୁ ସମ୍ବର୍ଦ୍ଧନା

June 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version