• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ମିଲର୍ସ ଙ୍କ ଠୁଁ ଚାନ୍ଦ ସଂଗ୍ରହ : ତେବେ କଟନି ଛଟନି ବନ୍ଦ ହେବ କେମିତି !!

Proprietor Abhimanyu Maharana by Proprietor Abhimanyu Maharana
December 10, 2024
in ଓଡ଼ିଶା, ବରଗଡ଼, ହୋମ୍
0
ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ମିଲର୍ସ ଙ୍କ ଠୁଁ ଚାନ୍ଦ ସଂଗ୍ରହ : ତେବେ କଟନି ଛଟନି ବନ୍ଦ ହେବ କେମିତି !!
Share on FacebookShare on TwitterWhatsapp

୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବରଗଡ  :-> ଗତ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଓଡିଶାର ଚାଷୀ ମାନଙ୍କୁ ଦେଇଥିବାର ପ୍ରତିଶୃତି ଅନୁଯାୟୀ ପ୍ରତି ଧାନ କ୍ବିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସବସିଡି ପ୍ରଦାନ କରିବା ପର୍ବ ଗତକାଲି ବରଗଡ ଜିଲ୍ଲା ସୋହେଲା ବ୍ଲକ ଇଛାପାଲି ଠାରେ ଅନୁଷ୍ଠିତ ହୋଇ ଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସୁଇଜ ଦବାଇ ଏବେ ପର୍ଯ୍ୟନ୍ତ ଧାନ ବିକି ଥିବା ଚାଷୀ ମାନଙ୍କ ଏକାଉଣ୍ଟ କୁ ବୋନସ ଟଙ୍କା ପଠାଇଥିଲେ । ୨୦୧୫ ମସିହା ଯେଉଁ ପଡିଆରେ ପ୍ରତିଧାନ କ୍ବିଣ୍ଟାଲ ପିଛା ୧ ଶହ ଟଙ୍କା ବୋନସ ଦେବା ପାଇଁ ଘୋଷଣା କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ଚାଷୀ ମାନଙ୍କୁ ପ୍ରତାରିତ କରିଥିବାର ଚର୍ଚ୍ଚା ଚାଳିଥିଲା ସେହି ପଡିଆରୁ ଓଡିଶାର ଚାଷୀ ମାନଙ୍କୁ ୮ ଶହ ଟଙ୍କା ବୋନସ ପ୍ରଦାନ କରି ସରକାର ନିର୍ବାଚନ ସମୟର ପ୍ରତିଶୃତି ପାଳନ କରିବା ସହ ଏକ ନୁଆଁ ଇତିହାସ ରଚିଲେ ବୋଲି ଆଲୋଚନା ଚାଳିଛି ।

ବରଗଡ ଜିଲ୍ଲା ସୋହେଲା ବ୍ଲକ ଇଛପାଲି ଠାରେ ମୁଖ୍ୟମନ୍ତ୍ରୀ,ଉପ ମୁଖ୍ୟମନ୍ତ୍ରୀ,ଖାଦ୍ଯ ଯୋଗାଣ ବିଭାଗ ମନ୍ତ୍ରୀ, ରାଜସ୍ବ ବିଭାଗ ମନ୍ତ୍ରୀ,ସାଂସଦ,ସମସ୍ତ ବିଧାୟକ,ସରକାରୀ ଅଧିକାରୀ ମାନଙ୍କ ଉପସ୍ଥିତରେ ଏହା ଏକ ବଡଧରଣର ସରକାରୀ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଭୁବନେଶ୍ଵର ରୁ ଯୋଗାଣ ବିଭାଗର ବଡ ଅଧିକାରୀ,ଆରଡିସି,ଆଇଜି,ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ଅଧିକାରୀ ଗତ କିଛି ଦିନ ତଳେ ବ୍ଯାପକ ପ୍ରସ୍ତୁତି କରିଥିଲେ । ପ୍ରତି ଗ୍ରାମ ପଞ୍ଚାୟତ ରୁ ଚାଷୀ ମାନଙ୍କୁ ଇଛାପାଲି ସମାବେଶ କୁ ଆଣିବା ପାଇଁ ବସ,ଗାଡି,ମୋଟର ବ୍ଯବସ୍ଥା ସହ ଜଳଖିଆ ମିଲ୍ଲ ଖାଇବାର ସମସ୍ତ ପ୍ରକାର ବ୍ଯବସ୍ଥା ସରକାରୀ ପାଣ୍ଠିରେ କରା ଯାଇଥିଲା । ସଭାମଞ୍ଚ,ଅତିଥି ମାନଙ୍କ ଖାଇବା ଖର୍ଚ୍ଚ ମଧ୍ଯ ସରକାରୀ ଟଙ୍କାରେ ହୋଇଥିଲା ।

ତେବେ ଏବେ ପ୍ରଶ୍ନ ଉଠୁଛି ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଏହି ସଭା ପାଇଁ ବରଗଡ ଜିଲ୍ଲାର ପ୍ରତ୍ଯେକ ମିଲର୍ସ ମାନଙ୍କ ଠାରୁ ୫ ଲକ୍ଷ ଲେଖାଁଏ ମୋଟ ୧ କୋଟି ଟଙ୍କା ଚାନ୍ଦା ସଂଗ୍ରହ ପଛରେ କିଏ ଖଳ ନାୟକ ? ଜିଲ୍ଲାର କେତେକ ମିଲର୍ସ ଭିତରେ ଏ କଥାକୁ ନେଇ ବ୍ଯାପକ ଚର୍ଚ୍ଚା ଆଲୋଚନା ଚାଳିଛି । ଯଦି ମିଲର୍ସ ସଭା ପାଇଁ ୫ ଲକ୍ଷ ଟଙ୍କାର ଚାନ୍ଦା ଦେବ ତେବେ ଚାଷୀଙ୍କ ଧାନର କଟନି ଛଟନି ବନ୍ଦ ହେବ ତ ? ସଭାରେ ଯଦିଓ ମୁଖ୍ୟମନ୍ତ୍ରୀଙ୍କ ନିଜେ କଟନି ଛଟନି ଚାଳିବ ନାହିଁ ବୋଲି ଘୋଷଣା କଲେ ଅଧିକାଂଶ ମଣ୍ତିରେ ୨ ୵ ୩ କେଜି ଧାନ କଟନି ଛଟନି ନ ହେଲେ ମଣ୍ତିରୁ ଧାନ ମିଲର୍ସ ଉଠାଉ ନଥିବାର ଅଭିଯୋଗ ମଧ୍ଯ ଝାରବନ୍ଧ ଡଭା ମଣ୍ତିରୁ ଆସିଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଦଳର ସେପରି ଖଳ ନାୟକ ମାନଙ୍କୁ ଯଦି ସାବାଡ କରି ନ ପରିବେ ତେବେ ବିଜୁ ଜନତା ଦଳର ସମଦଶା ଓଡିଶାରେ ଭାରତୀୟ ଜନତା ପାର୍ଟି ଭୋଗିବ ବୋଲି ମଧ୍ଯ କେହି କେହି ଚର୍ଚ୍ଚା କରୁଛନ୍ତି । ଆଗକୁ ଆଉ ଗୋଟିଏ ବଡ ଘୋଟାଲାର ସୁରାକ ମଧ୍ଯ ସାମ୍ନାକୁ ଆସୁଛି ତାହା ପ୍ରତି ମଧ୍ଯ ମୁଖ୍ୟମନ୍ତ୍ରୀ ସତର୍କ ହେବା ଉଚିତ । ଏବେ ଏକ କ୍ବିଣ୍ଟାଲ ଧାନ ମିଙ୍ଗ ପାଇଁ ୨୦ ଟଙ୍କା ମିଲର୍ସ ମାନେ ସରକାରଙ୍କ ଠାରୁ ପାଉଥିବା ବେଳେ ଓଡିଶା ସରକାର ଏହାକୁ ବଢାଇ ପ୍ରତି କ୍ବିଣ୍ଟାଲରେ ଅଧିକ ଆଉ ୮୦ ଟଙ୍କା ବୋନସ ଦେବା ବିଷୟରେ ଭିତରି ବୁଝମଣା ଚାଳିଥିବା ଓ ଏଥି ପାଇଁ ମିଲର୍ସ ମାନଙ୍କ ଭିତରେ ସରକାରୀ ତୋଫା ୧୦ କୋଟି ଟଙ୍କା ଦେବା ପାଇଁ ବ୍ଯବସ୍ଥା ଚାଳିଥିବା ଭିତରି ସୂଚନା ମିଳୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

March 7, 2026
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

March 7, 2026
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version