No Result
View All Result
୦୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ର ଉପ ଜିଲ୍ଲାପାଳ ଭାବେ ରାଜ କିଶୋର ଜେନା ଆଜି ପୂର୍ବାହ୍ନରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ଜେନା ଭୁବନେଶ୍ୱର ମୁନିସିପାଲ କର୍ପୋରେସନର ଡେପୁଟି କମିଶନର ଭାବେ କାର୍ଯ୍ୟରତ ଥିଲେ ।
ପୂର୍ବରୁ ପୁରୀ ର ଉପ ଜିଲ୍ଲାପାଳ ଥିବା ଗୋପୀନାଥ କୁଅଁର ଙ୍କର ମହିଳା ଶିଶୁ ବିକାଶ ର ଯୁଗ୍ମ ସଚିବ ଭାବେ ବଦଳି ହୋଇଥିଲା ।
No Result
View All Result