No Result
View All Result
୦୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ ବେଳେ ଶନିବାର ମଧ୍ୟାହ୍ନ ରେ ୩ ଶିଶୁ ସମେତ ୪ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାଯାଇଛି। ଶ୍ରମିକ ଚାଲାଣ ଅଭିଯୋଗ ରେ ଡୁଇ ମଧ୍ୟସ୍ଥି ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ଦୁଇ ମଧ୍ୟସ୍ଥି ହେଲେ ବେଳପଡ଼ା ଥାନା କୁମାରଖେନ ଗାଁ ର ଦୁର୍ଯ୍ୟୋଧନ ହଂସ (୨୫)ଓ ଲାଠୋର ଥାନା ଭରୁଆମୁଣ୍ଡା ଗାଁ ର ଶତୃଘ୍ନ ନିଆଲ(୪୪) ଦୁଇ ମଧ୍ୟସ୍ଥି ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।
ସୂଚନା ଅନୁସାର ପୋଲିସ ପେତ୍ରୋଲିଂ କଳାବେଳେ ହରିଶଙ୍କର ଛକ ନିକଟରେ କିଛି ଶ୍ରମିକ ହାଇଦ୍ରାବାଦ ଚାଲାଣ ହେଉଥିବା ଜାଣି ୩ପୁରୁଷ, ୧ମହିଳା ସହ ତିନିଜଣ ଶିଶୁଙ୍କୁ ଉଦ୍ଧାର କରି ଶ୍ରମିକ ମାନଙ୍କୁ ସାନାଉଦେନ ଓ ପାଚେର ଗାଁ ରେ ଛାଡିଥିବା ବେଳେ ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୨୮୩/୨୪ ରେ ବିଭିନ୍ନ ଦଫାରେ ମାମାଲା ରୁଜୁ କରି ମାମଲା ର ତଦନ୍ତ ଚାଳିଥିବା ଥାନା ଅଧିକାରୀ ନରେନ୍ଦ୍ର ଛତର ପ୍ରକାଶ କରିଛନ୍ତି।
No Result
View All Result