• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ନୟାଗଡରେ ଭର୍ଚୁଆଲ ମିଟିଂ ମାଧ୍ୟମରେ ମେଧା ସମ୍ମାନ ପ୍ରଦାନ ; ଜ୍ଞାନର ବିନିଯୋଗରେ ପୃଥିବୀ ଜିତି ହେବ – ମନ୍ତ୍ରୀ ଅରୁଣ

Proprietor Abhimanyu Maharana by Proprietor Abhimanyu Maharana
August 21, 2020
in Uncategorized, ଓଡ଼ିଶା, ନୟାଗଡ଼ ନିଉଜ୍, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ନୟାଗଡରେ ଭର୍ଚୁଆଲ ମିଟିଂ ମାଧ୍ୟମରେ ମେଧା ସମ୍ମାନ ପ୍ରଦାନ ; ଜ୍ଞାନର ବିନିଯୋଗରେ ପୃଥିବୀ ଜିତି ହେବ – ମନ୍ତ୍ରୀ ଅରୁଣ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନିୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର) ନୟାଗଡ଼ : – ନୟାଗଡ ଶିକ୍ଷା ସମୂହ ସଂଗଠନ ପକ୍ଷରୁ ବିଗତ ବର୍ଷ ମାନଙ୍କ ପରି ରାଜ୍ୟମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୬୦%ରୁ ଉର୍ଦ୍ଧ ରଖିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମେଧା ସମ୍ମାନ ୨୦୨୦ ପ୍ରଦାନ କରାଯାଇଛି । ମାତ୍ର କରୋନା ଯୋଗୁଁ ସାମାଜିକ ଦୂରତ୍ୱ ରଖାଯାଇ ଏକ ଭରଚୁଆଲ ସଭା ମାଧ୍ୟମରେ ସମଗ୍ର ନୟାଗଡ ନିର୍ବାଚନ ମଣ୍ଡଳୀର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ବ୍ୟକ୍ତି ବିଶେଷଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଓଡଗାଁ ଅଞ୍ଚଳର ପ୍ରକ୍ଷ୍ୟାତ ଶିକ୍ଷକ ନିରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିକ୍ଷା ଉତ୍ସାହକାରୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଶକ୍ତି ଏବଂ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନୟାଗଡର ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଲାଗୁ କରିବା ସହ ଶିକ୍ଷାର ବିକାଶ ପାଇଁ ନବୀନ ସରକାରୀ ପର୍ଯ୍ୟାପ୍ତ ଯୋଜନାର ସୁଯୋଗ ନେଇ ଆଗମୀ ଦିନରେ ଛାତ୍ର ଛାତ୍ରୀ ମାନେ ଆହୁରି ଭଲ କରନ୍ତୁ ବୋଲି ମନ୍ତ୍ରୀ ଦ୍ବୟ ଆଶା ପୋଷଣ କରିଥିଲେ । ତେବେ ଏହି ଭରଚୁଆଲ ମିଟିଙ୍ଗରେ ଶିକ୍ଷା ସମ୍ପର୍କରେ ଏକ ସାରଗର୍ଭକ ତଥା ଓଜସ୍ୱିନୀ ବକ୍ତବ୍ୟ ପ୍ରଦାନ କରିଥିଲେ ରାଜ୍ୟ ମନ୍ତ୍ରୀ ଡ଼.ଅରୁଣ କୁମାର ସାହୁ

ଯାହାକୁ ପାଥେୟ କରି ଚାଲିଲେ ପିଲାମାନେ ଜୀବନରେ କେବେବି ହାରିବେନି ବରଂ ସମୟ ପଛରେ ସେମାନେ ନୁହେଁ ସମୟ ସେମାନଙ୍କ ପଛରେ ଗୋଡ଼ାଇବ ବୋଲି କରିଥିବା ଦୃଢ଼ୋକ୍ତିକୁ ସମଗ୍ର ଜିଲ୍ଲାରେ ବେଶ ଆଲୋଚନାର ବିଷୟବସ୍ତୁ ହେବା ସହ ଜିଲ୍ଲାରେ ମନ୍ତ୍ରୀ ଶ୍ରୀଯୁକ୍ତ ସାହୁଙ୍କ ଶିକ୍ଷା ଉତ୍ସାହ କାରି ବକ୍ତବ୍ୟ ପାଇଁ ଆନନ୍ଦ ପ୍ରକାଶ ପାଇଛି । ବକ୍ତବ୍ୟ ଦେବାକୁ ଯାଇ ମନ୍ତ୍ରୀ ଅରୁଣ କହିଲେ ଖାଲି ପିଲାମାନେ ଟେକ୍ସଟ ଜ୍ଞାନ ନୁହେଁ ସମସ୍ତ ବିଷୟରେ ଜ୍ଞାନ ହାସଲ କରିବା ନିତ୍ୟାନ୍ତ ଜରୁରୀ ଯାହା ସେମାନଂକୁ ସଫଳତାର ବାଟ ଦେଖାଇବ । ଖାଲି ଭଲ ହେଲେ ହବ ନାହିଁ ଆମକୁ ଅତିଭଲ ସହ ସର୍ବୋତ୍କୃଷ୍ଟ ହେବାକୁ ପଡିବ ଏଥିପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ମୋବାଇଲରେ ମଉଜ ମସ୍ତି ନୁହେଁ

ମୋବାଇଲର ଭଲ ଦିଗକୁ ବ୍ୟବହାର କରି କଠିନ ପରିଶ୍ରମ କରିବାକୁ ପିଲାମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏପରିକି ପ୍ରତ୍ୟେକ କାର୍ଯ୍ୟକୁ ନିଷ୍ଠାର ସହ କଲେ ଫଳ ନିଶ୍ଚୟ ମିଳିବ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ମନ୍ତ୍ରୀ ଅରୁଣ । ପାଠ ସହ ଶାରୀରିକ ପରିଶ୍ରମ ପିଲାମାନଙ୍କୁ ସୁସ୍ଥ ସବଳ କରିବା ସହ ମାନସିକ ଅବସ୍ଥାକୁ ଭଲ ରଖିବ ଫଳତଃ କୌଣସି ନକାରାତ୍ମକ ଚିନ୍ତାଧାରା ମନରେ ପ୍ରବେଶ କରିବ ନାହିଁ ବୋଲି ସୂଚନା ଦେଇଥିଲେ । ଏପରିକି ଯେଉଁ ପିଲା ମାନଙ୍କୁ ମୁଣ୍ଡର ଝାଳ ତୁଣ୍ଡରେ ମାରି ବାପ ମା ମାନେ ମଣିଷ କରିଛନ୍ତି ସେମାନେ ଯଦି ନିଜ ମାଟି ମା ର ସେବା ନକରନ୍ତି ଆଉ ବୃଦ୍ଧ ପିତାମାତାଙ୍କୁ ଵୃଦ୍ଧାଶ୍ରମ କୁ ପଠାନ୍ତି ସେ ପାଠର ମୂଲ୍ୟ କଣ ବୋଲି ଓଲଟା ପ୍ରଶ୍ନ କରିଥିଲେ ମନ୍ତ୍ରୀ ଅରୁଣ ।

ଏଥିପାଇଁ ନୟାଗଡ ଠାରେ ପ୍ରତିଷ୍ଠା କରାଯାଇଥିବା ଵୃଦ୍ଧାଶ୍ରମକୁ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ବୁଲି ଯାଇ ସମସ୍ତ ପିତୃବ୍ୟ ଙ୍କ ପଛରେ ଥିବା କାହାଣୀକୁ ଜାଣିବା ପାଇଁ ସମସ୍ତଙ୍କୁ ବିନମ୍ର ନିବେଦନ କରିଥିଲେ । ଏଥିସହ ଛାତ୍ର ଛାତ୍ରୀଙ୍କୁ ମାଟି ମାକୁ ଭୁଲୁଥିବା ବ୍ୟକ୍ତି ଅସଫଳ ବୋଲି କହିଥିଲେ । ଏପରିକି ନୟାଗଡ ରେ ଶୈଖିକ ଚେଷ୍ଟା ସହ ଶିକ୍ଷାର ପରିବେଶ ସୃଷ୍ଟି କରିବାର ଆଵଶ୍ୟକତା ରହିଛି ବୋଲି ଆହ୍ୱାନ ଦେଇଥିଲେ ମନ୍ତ୍ରୀ ଅରୁଣ । ଏହା ମଧ୍ୟ କହିଥିଲେ ଛାତ୍ରଛାତ୍ରୀ,ଶିକ୍ଷକ, ଅଭିଭାବକ ହେଉଛନ୍ତି ସମାଜ ଉର୍ନତିର ୩ଟି ବିନ୍ଦୁ । ଏହି ଅବସରରେ ଓଡଗାଁ ଆର.ସି ଉଚ୍ଚ ବିଦ୍ୟାଳୟର କୃତି ଛାତ୍ରୀ ପ୍ରଜ୍ଞାରାଣୀ ମହାପାତ୍ର, ଶ୍ରୀ ଅରବିନ୍ଦ ଇଂଟିଗ୍ରାଲ, ଇଟାମାଟିର କୃତି ଛାତ୍ର ଦୀପକ କୁମାର ସ୍ୱାଇଁ ଶିକ୍ଷାର ବିକାଶ କିଭଳି ଅଗ୍ରଗ୍ରତି ଆଡକୁ ଆଉ ଏଥିପାଇଁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସାହୁଙ୍କ ସ୍ବର୍ଣ୍ଣାଭ ଅବଦାନର ଭୁୟସୀ ପ୍ରଂଶସା କରିଥିଲେ । ପରିଶେଷରେ ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ ସମସ୍ତ ଙ୍କ ସହଯୋଗ ରେ ଏହି ଭର୍ଚୁଆଲ ମିଟିଙ୍ଗର ସଫଳତା ପାଇଁ ଉପସ୍ଥିତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ରାମ କୃଷ୍ଣ ରଥ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version