• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏକାଠି ହୋଇ ମିଶିବା ଦ୍ଵାରା ପରସ୍ପରକୁ ସାହାଯ୍ୟ ମିଳେ ମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
November 14, 2024
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଏକାଠି ହୋଇ ମିଶିବା ଦ୍ଵାରା ପରସ୍ପରକୁ ସାହାଯ୍ୟ ମିଳେ ମନ୍ତ୍ରୀ
Share on FacebookShare on TwitterWhatsapp

୧୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍  ) ଖୋର୍ଦ୍ଧା  :-> ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ଧର୍ମ ଅନୁଷ୍ଠାନ ଶ୍ରୀ ରାମଦୟା ପରିଷଦ ର ମେଧା ଅଭିନନ୍ଦନ ଓ ସମ୍ବର୍ଧନା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶ୍ବହିନ୍ଦୁ ପରିଷଦର ର ମାର୍ଗଦର୍ଶକ ଗିରିଧାରୀ ସ୍ଵାଇଁ ବିଶିଷ୍ଟ ସମାଜସେବୀ ଜଗବନ୍ଧୁ କର , ନିରାକାରପୁର କଲେଜ ଅଧ୍ୟକ୍ଷା ବ୍ରତତି ମିଶ୍ର ଯୋଗ ଦେଇ ଥିଲେ ।

ନିରାକାରପୁର କଲେଜ ର ଅବସରପ୍ରାପ୍ତ ଅଧ୍ୟାପକ ଡ ବେଣୁଧର ଦାସ, ସଭାପତିତ୍ବ କରିଥିଲେ।ମଞ୍ଚ ସଞ୍ଚାଳନ କରିଥିଲେ ଡ଼ ଓଡ଼ିଶା ର ବିଶିଷ୍ଟ ମଞ୍ଚ ସଞ୍ଚାଳକ ଡ଼ ମୃତ୍ୟୁ ଞ୍ଜୟ ରଥ ପ୍ରାରମ୍ଭରେ ଅତିଥି ମାନଙ୍କୁ ସ୍ଵାଗତ କରାଯିବା ସଙ୍ଗେ ସଙ୍ଗେ ସଭାପତି ଡ଼ ମୃତ୍ୟୁଞ୍ଜୟ ରଥ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଏହି ଅବସରରେ ଅନୁଷ୍ଠାନ ର ଧାର୍ମିକ ପତ୍ରିକା ‘ଧର୍ମ ଧାରା’ ର ଦିତୀୟ ସଂସ୍କରଣ ର ଉନ୍ମୋଚନ ଅତିଥି ମାନଙ୍କ ଦ୍ଵାରା କରାଯାଇଥିଲା ।

ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଭକରିଥିବା ବ୍ୟକ୍ତି ବିଶେଷ ତଥା ଆଖପାଖର ୧୪ ଟି ଉଚ୍ଚ ବିଦ୍ୟାଳୟର ମାଟ୍ରିକ ଟପ୍ପର ମାନଙ୍କୁ ପରିଷଦ ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ତତ୍ ସହିତ ଜିଲ୍ଲା ଏଵଂ ବ୍ଲକ ର ୨୫ ଜଣ ସାମ୍ବାଦିକ ଙ୍କୁ ତାଙ୍କର ଉଲ୍ଲେଖଯୋଗ୍ୟ କାର୍ଯ୍ୟ ପାଇଁ ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନ ର ଉପସଭାପତି ସତ୍ୟବାଦୀ ବଳିୟାର ସିଂହ, ସାରଙ୍ଗଧର ବଳିୟାରସିଂହ , ଅଶୋକ ଵାହୁବଳେଦ୍ର, ରାମନାଥ ଦାସ, ମିଡ଼ିଆ ସଂଯୋଜକ ଦୀପକ ପ୍ରଧାନ,ଓ ଅନ୍ୟ ମାନେ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ। ସମ୍ପାଦକ ଗଙ୍ଗାଧର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭଲ ଶିକ୍ଷକର ଆଖ୍ୟା ଅର୍ଜନ କରିଥିବା ବରିଷ୍ଠ ଶିକ୍ଷକଙ୍କୁ ବିଦାୟୀ ସମ୍ୱର୍ଦ୍ଧନା

ଭଲ ଶିକ୍ଷକର ଆଖ୍ୟା ଅର୍ଜନ କରିଥିବା ବରିଷ୍ଠ ଶିକ୍ଷକଙ୍କୁ ବିଦାୟୀ ସମ୍ୱର୍ଦ୍ଧନା

July 2, 2026
ମନରେଗା ଯୋଜନାରେ ମହା ଦୁର୍ନୀତି : ୪୨ ଲକ୍ଷ ଟଙ୍କାରୁ ଅଧିକ ହଡପ ଅଭିଯୋଗ ରେ ଦୁଇ ଯନ୍ତ୍ରୀ ଗିରଫ

ମନରେଗା ଯୋଜନାରେ ମହା ଦୁର୍ନୀତି : ୪୨ ଲକ୍ଷ ଟଙ୍କାରୁ ଅଧିକ ହଡପ ଅଭିଯୋଗ ରେ ଦୁଇ ଯନ୍ତ୍ରୀ ଗିରଫ

July 2, 2026
ମୃତ୍ୟୁ ଏମିତି ବି ଆସେ…୧୧ କେଭି ବିଦ୍ୟୁତ ତାର ସ୍ପର୍ଶ ରେ ଆସି ଯୁବକ ଙ୍କ ଅକାଳ ମୃତ୍ୟୁ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

ମୃତ୍ୟୁ ଏମିତି ବି ଆସେ…୧୧ କେଭି ବିଦ୍ୟୁତ ତାର ସ୍ପର୍ଶ ରେ ଆସି ଯୁବକ ଙ୍କ ଅକାଳ ମୃତ୍ୟୁ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

July 2, 2026
ଫତେଗଡ଼ ଥାନାରେ ଆମ ପୋଲିସ ସମିତି ବୈଠକ

ଫତେଗଡ଼ ଥାନାରେ ଆମ ପୋଲିସ ସମିତି ବୈଠକ

July 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭଲ ଶିକ୍ଷକର ଆଖ୍ୟା ଅର୍ଜନ କରିଥିବା ବରିଷ୍ଠ ଶିକ୍ଷକଙ୍କୁ ବିଦାୟୀ ସମ୍ୱର୍ଦ୍ଧନା

ଭଲ ଶିକ୍ଷକର ଆଖ୍ୟା ଅର୍ଜନ କରିଥିବା ବରିଷ୍ଠ ଶିକ୍ଷକଙ୍କୁ ବିଦାୟୀ ସମ୍ୱର୍ଦ୍ଧନା

July 2, 2026
ମନରେଗା ଯୋଜନାରେ ମହା ଦୁର୍ନୀତି : ୪୨ ଲକ୍ଷ ଟଙ୍କାରୁ ଅଧିକ ହଡପ ଅଭିଯୋଗ ରେ ଦୁଇ ଯନ୍ତ୍ରୀ ଗିରଫ

ମନରେଗା ଯୋଜନାରେ ମହା ଦୁର୍ନୀତି : ୪୨ ଲକ୍ଷ ଟଙ୍କାରୁ ଅଧିକ ହଡପ ଅଭିଯୋଗ ରେ ଦୁଇ ଯନ୍ତ୍ରୀ ଗିରଫ

July 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version