• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦୁଇଟି ସ୍ଥାନରେ ଚଢ଼ାଉ ୪୫୦୦ଲିଟର ପୋଚ ନଷ୍ଟ କରିବା ସହ ୫୮0 ଲିଟର ଦେଶୀ ମଦ ଜବତ

Proprietor Abhimanyu Maharana by Proprietor Abhimanyu Maharana
November 14, 2024
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ଦୁଇଟି ସ୍ଥାନରେ ଚଢ଼ାଉ ୪୫୦୦ଲିଟର ପୋଚ ନଷ୍ଟ କରିବା ସହ ୫୮0 ଲିଟର ଦେଶୀ ମଦ ଜବତ
Share on FacebookShare on TwitterWhatsapp

୧୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍  ) ଖୋର୍ଦ୍ଧା ଜିଲ୍ଲା :-> ବେଗୁନିଆ ବେଗୁନିଆ ଓ ଜଂକିଆ ଥାନା ଅଞ୍ଚଳରେ ଦେଶୀ ମଦ ତିଆରି ଓ ବିକ୍ରୀବଟା ଦିନକୁ ଦିନ ବଢ଼ି ଚାଲିଛି । ବେଗୁନିଆ ଥାନା ଅନ୍ତର୍ଗତ ଅସରଳା,ବଡ଼ନୟାପଲ୍ଲୀ ,ଚଟୁଆ ,ରାସୋଳ, କଣ୍ଟାବାଡ, ଭୋଗଡା, ବରପଦା ପ୍ରମୁଖ ଗାଁ ଘଞ୍ଚ ଜଙ୍ଗଲ, ନଈ ପଠା ଆଦି ନିଛାଟିଆ ସ୍ଥାନରେ ଓ ଜଂକିଆ ଥାନା କଲରାଝର ନିକଟସ୍ଥ ଜଂଗଲରେ ମଦମାଫିଆ ମାନେ ନିରାପଦ ମଣି ଦେଶୀ ମଦ ତିଆରି କରି ବିଭିନ୍ନ ଅଞ୍ଚଳରେ ଚୋରାଚାଲାଣ କରି ବେଶ ଭଲ ମୁନଫା କମାଉଛନ୍ତି।ବେଗୁନିଆ ଓ ଜଂକିଆ ଥାନା ଅଞ୍ଚଳ ମାଫିଆଙ୍କ ଭୁସ୍ୱର୍ଗ ।

ଦେଶୀ ମଦ ସେବନ କରି ଯୁବଗୋଷ୍ଠୀ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଦେଶୀ ମଦ ତିଆରିରେ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଆଖି ଦୃଶିଆ ଚଢାଉ ହେଉଛି ହେଲେ ବନ୍ଦ ପରିଵର୍ତ୍ତେ ଦେଶୀ ମଦ ଏବେ କୁଟୀର ଶିଳ୍ପରେ ପରିଣତ ହେଲାଣି। ଦେଶୀ ମଦ ତିଆରି ବନ୍ଦକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତାରେ।ଅସାଧୁ ପୁଲିସ କୁ ହାତ ବାରିସି କରି ମଦ ବେପାରୀ ମାନେ କରୁଛନ୍ତି ଖୋଲମଖୁଲା ବେପାର ।

ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୂଚନା ପାଇବା ମାତ୍ରେ ଚଢ଼ାଉ ନିର୍ଦେଶ ଅବକାରୀ ବିଭାଗ ଭିନ୍ନ ଭିନ୍ନ ଯାଗାରେ ଚଢ଼ାଉ କରି ୪୫୦୦ଲିଟର ପୋଚକୁ ନଷ୍ଟ କରିଥିବା ବେଳେ ୫୦୦ଲିଟର ଦେଶୀ ମଦ ସହିତ ମଦ ତିଆରି ସାମଗ୍ରୀ ଜବତ କରିଛି । ହେଲେ ମାଫିଆ ମାନେ ଆଗରୁ ସୂଚନା ପାଇ ଘଟଣାସ୍ଥଳରୁ ଖସିଯାଇଛନ୍ତି । ସେହିପରି ଜଂକିଆ ଥାନା ଅନ୍ତର୍ଗତ ହଜ ପଞ୍ଚାୟତ କଲରାଝର ଗାଁରେ ଚଢ଼ାଉ କରି ୮୦ଲିଟର ଦେଶୀ ମଦ ଜବତ କରିଥିବା ବେଳେ ମଦ ବେପାରୀ ବିକ୍ରମ ଜୟସିଂହ ଘଟଣାସ୍ଥଳରୁ ଚମ୍ପଟ।ଅବକାରୀ ବିଭାଗ ବିପୁଳ ପରିମାଣର ପୋଚ, ଦେଶୀ ମଦ ଜବତ ଜବତ କରିଥିବା ଵେଳେ ଘଟଣାରେ ମାଫିଆଙ୍କୁ ଧରିବାରେ ବିଫଳକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭଲ ଶିକ୍ଷକର ଆଖ୍ୟା ଅର୍ଜନ କରିଥିବା ବରିଷ୍ଠ ଶିକ୍ଷକଙ୍କୁ ବିଦାୟୀ ସମ୍ୱର୍ଦ୍ଧନା

ଭଲ ଶିକ୍ଷକର ଆଖ୍ୟା ଅର୍ଜନ କରିଥିବା ବରିଷ୍ଠ ଶିକ୍ଷକଙ୍କୁ ବିଦାୟୀ ସମ୍ୱର୍ଦ୍ଧନା

July 2, 2026
ମନରେଗା ଯୋଜନାରେ ମହା ଦୁର୍ନୀତି : ୪୨ ଲକ୍ଷ ଟଙ୍କାରୁ ଅଧିକ ହଡପ ଅଭିଯୋଗ ରେ ଦୁଇ ଯନ୍ତ୍ରୀ ଗିରଫ

ମନରେଗା ଯୋଜନାରେ ମହା ଦୁର୍ନୀତି : ୪୨ ଲକ୍ଷ ଟଙ୍କାରୁ ଅଧିକ ହଡପ ଅଭିଯୋଗ ରେ ଦୁଇ ଯନ୍ତ୍ରୀ ଗିରଫ

July 2, 2026
ମୃତ୍ୟୁ ଏମିତି ବି ଆସେ…୧୧ କେଭି ବିଦ୍ୟୁତ ତାର ସ୍ପର୍ଶ ରେ ଆସି ଯୁବକ ଙ୍କ ଅକାଳ ମୃତ୍ୟୁ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

ମୃତ୍ୟୁ ଏମିତି ବି ଆସେ…୧୧ କେଭି ବିଦ୍ୟୁତ ତାର ସ୍ପର୍ଶ ରେ ଆସି ଯୁବକ ଙ୍କ ଅକାଳ ମୃତ୍ୟୁ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

July 2, 2026
ଫତେଗଡ଼ ଥାନାରେ ଆମ ପୋଲିସ ସମିତି ବୈଠକ

ଫତେଗଡ଼ ଥାନାରେ ଆମ ପୋଲିସ ସମିତି ବୈଠକ

July 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭଲ ଶିକ୍ଷକର ଆଖ୍ୟା ଅର୍ଜନ କରିଥିବା ବରିଷ୍ଠ ଶିକ୍ଷକଙ୍କୁ ବିଦାୟୀ ସମ୍ୱର୍ଦ୍ଧନା

ଭଲ ଶିକ୍ଷକର ଆଖ୍ୟା ଅର୍ଜନ କରିଥିବା ବରିଷ୍ଠ ଶିକ୍ଷକଙ୍କୁ ବିଦାୟୀ ସମ୍ୱର୍ଦ୍ଧନା

July 2, 2026
ମନରେଗା ଯୋଜନାରେ ମହା ଦୁର୍ନୀତି : ୪୨ ଲକ୍ଷ ଟଙ୍କାରୁ ଅଧିକ ହଡପ ଅଭିଯୋଗ ରେ ଦୁଇ ଯନ୍ତ୍ରୀ ଗିରଫ

ମନରେଗା ଯୋଜନାରେ ମହା ଦୁର୍ନୀତି : ୪୨ ଲକ୍ଷ ଟଙ୍କାରୁ ଅଧିକ ହଡପ ଅଭିଯୋଗ ରେ ଦୁଇ ଯନ୍ତ୍ରୀ ଗିରଫ

July 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version