No Result
View All Result
୧୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଳିତ ବର୍ଷ ଖପ୍ରାଖୋଲ ଅଞ୍ଚଳ ରେ ନିଅଣ୍ଟିଆ ବର୍ଷା ଯୋଗୁଁ କପା, ଧାନ ତଥା ଅନ୍ୟାନ୍ୟ ଫସଲ ବ୍ୟାପକ ଭାବରେ ନଷ୍ଟ ହେଉଥିବା ଦେଖି ବାକୁ ମିଳୁଛି I ବର୍ଷ ଆରମ୍ଭ ରୁ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ଚାଷ ର ଅମଳ ସମୟ ରେ ବର୍ଷା ନ ହେବା ରୁ ଚାଷ ଜମି ମାନ ରେ ଫସଲ ପ୍ରଭାବିତ ହେଉଥିବା ର ଦେଖିବା କୁ ମିଳିଛି I
ବିଶେଷ କରି ଓଡ଼ିଆ ପାଳି ପଂଚାୟତ ବୁଢ଼ୀବାହାଲ ଗାଁ ରେ ଜଳସେଚନ ସୁବିଧା ନଥିବା ରୁ ଧାନ ଗଛ ଗୁଡିକ ମରିଯାଉଥିବା ଓ ଜମି ରେ ଧାନ ଗଛ ସୁଖୀ ପାଲ ହୋଇଯାଉଥିବା ଦେଖିବାକୁ ମିଳୁଛି I ଯାହାଦ୍ୱାରା ଚାଷୀ ମାନଙ୍କ ପାଇଁ ଚିନ୍ତା ର ବିଷୟ ପାଲଟିଛି I ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ କ୍ଷତି ଗ୍ରସ୍ତ ଚାଷୀ ଙ୍କୁ ଉପଯୁକ୍ତ ପ୍ରାପ୍ୟ ଦେବାକୁ ଦାବି ହେଉଛି l

No Result
View All Result