• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କଟକଣା କୋହଳ ପରେ ଜୋରିମାନା ଜାଲରେ ସାଧାରଣ ଲୋକ ଅମାନିଆଙ୍କ ପାଇଁ ବଳି ପଡ଼ୁଛନ୍ତି ନିରୀହ

Proprietor Abhimanyu Maharana by Proprietor Abhimanyu Maharana
August 20, 2020
in Uncategorized, ଓଡ଼ିଶା, ହୋମ୍
0
କଟକଣା କୋହଳ ପରେ ଜୋରିମାନା  ଜାଲରେ ସାଧାରଣ ଲୋକ ଅମାନିଆଙ୍କ ପାଇଁ ବଳି ପଡ଼ୁଛନ୍ତି ନିରୀହ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୨୦ ଅଗଷ୍ଟ ଗୁରୁବାର) ହିଞ୍ଜିଳିକାଟୁ :- କରେନା ମହାମାରୀର ପାର୍ଦୁଭାବ ପରେ ଲକଡ଼ାଉନ, ସଟଡ଼ାଉନ, କଂଟେନମେଂଟ, ବଫରଜୋନ ଭଳି କଟକଣା ଭିତରେ ଛନ୍ଦି ହୋଇପଡ଼ିଛନ୍ତି ହିଞ୍ଜିଳିକାଟୁ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳ ବାସୀ । ଏଥି ସହିତ ସଂକ୍ରମିତ ଚିହ୍ନଟ ହୋଇଥିବା ଏରିଆକୁ ନିଷିଦ୍ଧାଂଚଳ ଘୋଷଣା କରାଯାଉଛି । ଦୀର୍ଘ ୫ମାସରୁ ଉର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ବର୍ଗର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଖଟିଖିଆ, ଦିନ ମଜୁରିଆ ଓ ମଧ୍ୟବିତଙ୍କ ଜୀବନ ଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି । ସେମାନଙ୍କ ଆର୍ଥୀକ ସ୍ଥିତି ସମ୍ପୁର୍ଣ୍ଣ ଭାବେ ଦୋହଲି ଯାଇଛି । ତେବେ ଜୁଲାଇ ମାସ ଶେଷ ସପ୍ତାହରୁ ଗଞ୍ଜାମ ଜିଲ୍ଲା ସ୍ଥାନୀୟ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଅଗଷ୍ଟ ପହିଲାରୁ ଅନଲକ-୩ କାର୍ଯ୍ୟକାରୀ କରାଯିବା ସହ କରୋନା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ହେଲେ ପ୍ରଶାସନ ପକ୍ଷରୁ କୋଭିଡ଼ ନିୟମକୁ କଡ଼କାଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସାମାଜିକ ଦୁରତା ରକ୍ଷା, ମାସ୍କ ପରିଧାନ, ବ୍ୟବସାୟିକ ପ୍ରତିଷ୍ଠାନ ସକାଶେ ପଂଚସୂତ୍ରୀ ନିୟମ ପାଳନ କରିବା ସକାଶେ କଡ଼ା ନିର୍ଦ୍ଦେଶ ରହିଛି । ଏହାକୁ ଅମାନ୍ୟ କଲେ ଜୋରିମାନା ଆଦାୟ କରାଯିବା ସହ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ ପଂଚସୂତ୍ରୀ ନିୟମ ଅବମାନନା କରେ ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ଜୋରିମାନା ଆଦାୟ କରାଯିବା ସହ ୧ମାସ ସକାଶେ ସିଲ୍ କରାଯିବା ଲାଗି ଚେତାବନି ଦିଆଯାଇଛି । ଏହାର ମୁଳ ଉଦ୍ଦ୍ୟେଶ ହେଉଛି ଜନସାଧାରଣ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିବା । ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଂଚଳରେ ବାସ୍ତବ ଚିତ୍ର ସମ୍ପୁର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି । ପ୍ରଶାସନିକ ଅଧିକାରୀ ମାନେ କେବଳ ଜୋରିମାନା ଆଦାୟକୁ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ଅମାନିଆଙ୍କୁ ପୂର୍ବପରି ସାବାଡ଼୍ କରି ପାରୁନଥିବା ନେଇ ବୁଦ୍ଧିଜୀବିୁ ମହଲରେ ମତ ପ୍ରକାଶ ପାଇଛି । ଯାହାରି ଫଳରେ ଆମନିଆ ମାନଙ୍କ ସକାଶେ ସାଧାରଣ ନିରୀହ ଅକାରଣରେ ବଳି ପଡ଼ୁଛନ୍ତି ।

ଦୀର୍ଘ ମାସ ହେଲା ଜରିମାନା ଆଦାୟ କରାଯାଉଥିଲେ ମଧ୍ୟ, ଏହାର ମୂଳ ଉଦ୍ଦ୍ୟେଶ ସାଧିତ ହୋଇପାରୁନି । ପ୍ରତିଦିନ ହଜାର ହଜାର ଟଙ୍କା ଜରିମାନା ଆଦାୟ ସହ ରେଡ଼କ୍ରସ ରସିଦ କଟାଯାଉଛି । ପୁଲିସ ପ୍ରଶାସନ ପକ୍ଷରୁ ଯାନବାହାନ ଯାଂଚ, ହେଲମେଟ, ମାସ୍କ ପରିଧାନ କରିଡନଥିବା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଥିବା ବେଳେ ପୌର ଓ ରାଜସ୍ୱ ବିଭାଗ ପକ୍ଷରୁ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ସାମାଜିକ ଦୂରତା ରକ୍ଷା ଓ ପଂଚସୂତ୍ରୀ ନିୟମ ପାଳନ କରୁନଥିବା ପ୍ରତିଷ୍ଠାନ ଠାରୁ ଜୋରିମାନା ଆଦାୟ କରାଯାଉଥିବାର ଲକ୍ଷ୍ୟ କରାଯାଉଛି । ହେଲେ ଅମାନିଆଙ୍କୁ କାବୁ କରାଯାଇ ପାରୁନି । ଏଭଳି ଦୃଶ୍ୟ ଦେଖିଲେ, କରୋନା ମହାମାରୀରୁ ଲୋକଙ୍କୁ ସଚେତନ ଓ ସୁରକ୍ଷିତ ରଖିବାକୁ ଜୋରିମାନା ଆଦାୟ କେବଳ ଏକମାତ୍ର ପନ୍ଥା କି ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ବିଭିନ୍ନ ସମୟରେ ଯାଂଚ ସମୟରେ ବିଭିନ୍ନ ବ୍ୟକ୍ତିଙ୍କୁ ଅପରାଧୀଙ୍କ ଭଳି ବ୍ୟବହାର କରାଯାଉଥିବାର ଅଭିଯୋଗ ହେଉଛି ।

ସର୍ବସାଧାରଣ ସ୍ଥାନରେ ପ୍ରଶାସନିକ ଅଧିକାରୀ ମାନେ ସାଧାରଣ ଲୋକଙ୍କୁ ଗାଳି ଦେଇପାରିବେନି ବୋଲି ମାନ୍ୟବାର ଉଚ୍ଚତମ ନ୍ୟାୟଳୟ ପ୍ରକାଶ କରିଥିଲେ ମଧ୍ୟ ରାଜ୍ୟ ମୁଖିଆଙ୍କ ଗଡ଼ରେ ଉଚ୍ଚତମ ନ୍ୟାୟଳୟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ଜୋରିମାନା ଆଦାୟ କରାଯାଉଥିବା ରସିଦରେ କେଉଁ କାରଣ ଯୋଗୁଁ ଜୋରିମାନା ଆଦାୟ କରାଯାଉଛି ଉଲ୍ଲେଖ ନକରି ରେଡ଼କ୍ରସ ରସିଦ ଦିଆଯାଉଥିବା ଅଭିଯୋଗ ହେଉଛି । ସତେଯେପରିକି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଜୋରିମାନା ଆଦାୟର ପ୍ରତିଯୋଗିତା ଚାଲିଥିବା ପରି ମନେହେଉଛି । ଅମାନିଆଙ୍କ ପାଇଁ ସାଧାରଣ ନିରୀହ ଜନତା ଯେପରି ଅସୁବିଧାର ସମ୍ମୁଖୀନ ନହେଉ ସେଥିପ୍ରତି ପ୍ରଶାସନିକ ଅଧିକାରୀ ମାନେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ( ରିପୋର୍ଟ-ଶେଷଦେବ ସାହୁ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version