ଓଡିଶା ତାଜା ନ୍ୟୁଜ୍ (୨୦ ଅଗଷ୍ଟ ଗୁରୁବାର) ନୟାଗଡ଼ :- ନୟାଗଡରେ ଜଣେ ଡାକ୍ତରଙ୍କ ମୃତ୍ୟୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ମୀନକେତନ ବଳିୟାରସିଂଙ୍କ ଠାରେ କିଛି ଦିନ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେବା ପରେ ନୟାଗଡ଼ ସହରରେ ଭୟ ବଢ଼ିଛି । ଅନ୍ୟପକ୍ଷେ ତାଙ୍କ ଘରୁ 4ରୁ ଉର୍ଦ୍ଧ ପଜିଟିଭ ଚିହ୍ନଟ ହୋଇ ସାରିଛି । (ରିପୋର୍ଟ- ରାମକୃଷ୍ଣ ରଥ)