No Result
View All Result

୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ ବ୍ଲକ ଗୋପାଳିପଡ଼ା ନିକଟସ୍ଥ ଜଙ୍ଗଲ ଅଂଚଳରୁ ବନ ବିଭାଗ କର୍ମଚାରୀ ସୋମବାର ସନ୍ଧ୍ୟାରେ ବିପୁଳ ଫାସ ଓ ତାର ଜବତ କରିଛନ୍ତି ! ବାରହା ମାରିବା ପାଇଁ ଏସବୁ ବିଛଯାଇଥିଲା ! ପୂର୍ବରୁମଧ୍ୟ ମର୍ଦାବାଡି ଓ ଖଙ୍ଗୁରିଆ ଅଂଚଳରୁ ଜବତ କରାଯାଇଥିଲା ଦୁଇଜଣ ଶିକାରୀ ମଧ୍ୟ ଗିରଫ ହୋଇଥିଲେ.
ତେବେ ଶିକାରୀଙ୍କ ଉତ୍ପାତ ବୃଦ୍ଧି ପାଇଥିବା ଜଣାପଡିଛି ! ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ଶିକାରୀଙ୍କ ସମ୍ମୁଖୀନ ହୋଇପାରୁନାହାନ୍ତି. ଏହି ଚଢ଼ାଉରେ ବନରକ୍ଷକ ଅରୂପ ବେହେରା, ଗୋପାଳ ସାମନ୍ତରାୟ ନେପାଳୀ ଲେଙ୍କା, ମହେଶ୍ୱର ନାୟକ ଓ ମାନସ ମାନ୍ଧାତା ପ୍ରମୁଖ ସହଯୋଗ କରିଥିଲେ !
No Result
View All Result