୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟ ସଂଲଗ୍ନ ଗାଁ ଗୁଡିକରେ ଜଂଗଲୀ ଜନ୍ତୁ ଏପରି ଉପଦ୍ରବ କରି ଫସଲ ନଷ୍ଟ କରୁଛନ୍ତି କି ତାହା ଏ ଅଞ୍ଚଳ କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଦେଖିନଥିଲ।ଜଳବାୟୁର ତାରତମ୍ୟ ସତ୍ତ୍ବେ ଏ ବର୍ଷ ଧାନ ଫସଲ ପାଇଁ ଆବଶକ୍ୟ ବର୍ଷା ହୋଇଥିବାରୁ ତଥା ଏ ପର୍ଯ୍ୟନ୍ତ କୌଣସି ବଡ଼ ବନ୍ୟା କି ବାତ୍ୟା ହୋଇନଥିବାରୁ ଚାଷୀକୁଳ ଭଲ ଅମଳ ପାଇଁ ଆଶା ରଖିଥିଲେ।ମାତ୍ର ଜଂଗଲୀ ଜନ୍ତୁଙ୍କ ବିପର୍ଯ୍ୟୟ ସମସ୍ତ ସୀମା ଡେଇଁ ଯାଇଛି ।

















