• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଫିଜିକ୍ସ ୱାଲା (ପିଡବ୍ଲ୍ୟୁ) ପକ୍ଷରୁ ଦେଶବ୍ୟାପୀ ଶୁଭାରମ୍ଭ ହେବାକୁ ଯାଉଛି ୭୭ଟି ନୂଆ ଟେକ୍ନୋଲୋଜି ସକ୍ଷମ ବିଦ୍ୟାପୀଠ ଅଫ୍‌ଲାଇନ ସେଂଟର

Proprietor Abhimanyu Maharana by Proprietor Abhimanyu Maharana
October 29, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଫିଜିକ୍ସ ୱାଲା (ପିଡବ୍ଲ୍ୟୁ) ପକ୍ଷରୁ ଦେଶବ୍ୟାପୀ ଶୁଭାରମ୍ଭ ହେବାକୁ ଯାଉଛି ୭୭ଟି ନୂଆ ଟେକ୍ନୋଲୋଜି ସକ୍ଷମ ବିଦ୍ୟାପୀଠ ଅଫ୍‌ଲାଇନ ସେଂଟର
Share on FacebookShare on TwitterWhatsapp

୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ଭାରତବ୍ୟାପୀ ସୁଲଭ ଓ ଉଚ୍ଚମାନର ଶିକ୍ଷାକୁ ଗଣତାନ୍ତ୍ରିକ କରିବା ପାଇଁ ପ୍ରତିବଦ୍ଧ ରହିଥିବା ଭାରତର ଅଗ୍ରଣୀ ମଲ୍ଟିନ୍ୟାଶନାଲ ଏଡ୍‌ଟେକ କମ୍ପାନୀ ଫିଜିକ୍ସ ୱାଲା (ପିଡବ୍ଲ୍ୟୁ) ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷରେ ଦେଶବ୍ୟାପୀ ୭୭ଟି ନୂଆ ଅଫ୍‌ଲାଇନ ଟେକ୍ନୋଲୋଜି ସକ୍ଷମ ଲର୍ଣ୍ଣିଂ ସେଂଟର୍‌ର ଶୁଭାରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି l ଏହି ନୂଆ ସେଂଟରଗୁଡିକ ତାମିଲନାଡୁ, ଗୁଜରାଟ, ଜମ୍ମୁକଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟଗୁଡିକରେ ପରିବ୍ୟାପ୍ତ ରହିବ । ଏହି ସମ୍ପ୍ରସାରଣ ପ୍ରଭାବୀ ରୂପେ ପିଡବ୍ଲ୍ୟ୍ରୁର ଅଫ୍‌ଲାଇନ ଉପସ୍ଥିତିକୁ ୧୪୧ଟି ସହରରେ ୨୦୩ଟି ସେଂଟରକୁ ଦୁଇ ଗୁଣ ବୃଦ୍ଧି କରିବ । ପିଡବ୍ଲ୍ୟୁର ବର୍ତମାନ ଦେଶବ୍ୟାପୀ ୧୨୬ଟି ବିଦ୍ୟାପୀଠ ଓ ପାଠଶାଳା ସେଂଟର୍  ରହିଛି ।

ଏହି ରଣନୈତିକ ଅଭିବୃଦ୍ଧି ମାଧ୍ୟମରେ  ପିଡବ୍ଲ୍ୟୁ  ଟିୟର ୨ ଓ ଟିୟର ୩ ସହରଗୁଡିକରେ ଛାତ୍ରଛାତ୍ରୀଙ୍କ ଉପରେ ନିର୍ଦ୍ଧିଷ୍ଟ ଧ୍ୟାନ ସହିତ ଗୁଣାତ୍ମକ ଶିକ୍ଷା ପାଇଁ ପହଂଚକୁ ବହୁମାତ୍ରାରେ ବୃଦ୍ଧି କରିବ । ଏହି ଅବସରରେ ସେଂଟର ମୁଖ୍ୟ ଶୁଜା ଅହମ୍ମଦ ଏବଂ ବ୍ୟବସାୟ ମୁଖ୍ୟ ସିଦ୍ଧାର୍ଥ ଶଙ୍କର ଛୋଟରାୟ ଉପସ୍ଥିତ ରହି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ l ପିଡବ୍ଲ୍ୟୁର ଅଫ୍‌ଲାଇନ  ସେଗ୍‌ମେଂଟ୍ ଦୁଇଟି ମଡେଲ- ବିଦ୍ୟାପୀଠ (ଭିପି) ଓ ପାଠଶାଳାରେ ବିଭାଜିତ ହୋଇଛି । ବିଦ୍ୟାପୀଠଗୁଡିକ ଟେକ୍‌-ସକ୍ଷମ ଅଫ୍‌ଲାଇନ ସେଂଟର ଅଟେ ଯେଉଁଠାରେ ଛାତ୍ରଛାତ୍ରୀମାନେ ଦକ୍ଷ ଶିକ୍ଷକ ଶିକ୍ଷାର୍ଥୀଙ୍କ ନେତୃତ୍ୱାଧୀନ ଇନ୍‌-ପର୍ସନ କ୍ଲାସରେ ଯୋଗ ଦେଇଥାନ୍ତି ।

ପାଠଶାଳା ମଡେଲ ଏହାର ସ୍ୱତନ୍ତ୍ର ଦୁଇ ଜଣ ଶିକ୍ଷକ ବ୍ୟବସ୍ଥା ସହିତ ଏକ ଅଧିକ ଅଭିନବ ଦୃଷ୍ଟିକୋଣ ପ୍ରଦାନ କରୁଛି । ପାଠଶାଳା ସେଂଟରଗୁଡିକରେ  ଛାତ୍ରଛାତ୍ରୀମାନେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିବା ଶିକ୍ଷକଙ୍କ ଦ୍ୱାରା ଶିଖାଯାଉଥିବା ଫିଜିକାଲ କ୍ଲାସ୍‌ରେ ଯୋଗ ଦେଉଥିବା ବେଳେ ଜଣେ ୨ୟ ଶିକ୍ଷକ ସନ୍ଦେହ ଓ ପ୍ରଶ୍ନର ସମାଧାନ ପାଇଁ ଶ୍ରେଣୀଗୃହଗୁଡିକରେ ଶାରୀରିକ ରୂପେ ଉପସ୍ଥିତ ରହିଥାନ୍ତି । ଏହି ମଡେଲ ନିଜର ଭୌଗୋଳିକ ଅବସ୍ଥିତି ନିର୍ବିଶେଷରେ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠିତ ଶିକ୍ଷକଙ୍କ ବିଶେଷଜ୍ଞତାରୁ ଉପକୃତ ହେବା ପାଇଁ ଅନୁମତି ଦେଇଥାଏ । ଉଭୟ ମଡେଲକୁ ଏକତ୍ରିତ କରି ପିଡବ୍ଲ୍ୟୁ ପ୍ରଭାବୀ ରୂପେ ଡିଜିଟାଲ ଓ ଫିଜିକାଲ ଶିକ୍ଷା ପରିବେଶକୁ ମିଶ୍ରଣ କରୁଛି, ନିରନ୍ତର ଭାବେ ଦେଶର ପ୍ରତ୍ୟେକ କୋଣକୁ ଉଚ୍ଚମାନର ଶିକ୍ଷା ବିତରଣ କରୁଛି ।

ଏସମ୍ପର୍କରେ ଫିଜିକ୍ସ ୱାଲା (ପିଡବ୍ଲ୍ୟୁ)ର ସିଇଓ ଅଫ୍‌ଲାଇନ, ଅଙ୍କିତ ଗୁପ୍ତା କହିଛନ୍ତି, “ପିଡବ୍ଲ୍ୟୁରେ ଆମେ ସବୁବେଳେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଓ ଉନ୍ନତିକୁ ପ୍ରାଥମିକତା ଦେଇଥାଉ । ଅଧିକ ସେଂଟର ଖୋଲି ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପାଇବା ପାଇଁ ଦୀର୍ଘ ପଥ ଅତିକ୍ରମ କରିବାକୁ ପଡିବ ନାହିଁ, ଯାହା ସେମାନଙ୍କର ଆର୍ଥିକ ବୋଝକୁ ହ୍ରାସ କରିବ । ଅନ୍ୟ ଏକ ପ୍ରମୁଖ ଦିଗ ହେଉଛି, ଦେଶବ୍ୟାପୀ ଅଧିକ ଶିକ୍ଷା କେନ୍ଦ୍ର ସ୍ଥାପନ କରି, ଆମେ ଛାତ୍ରଛାତ୍ରୀମାନେ ଶିକ୍ଷା ପାଇଁ ଗୋଟିଏ ସହର କିମ୍ବା ରାଜ୍ୟରୁ ଅନ୍ୟତ୍ର ସ୍ଥାନାନ୍ତର ହେବା ସମୟରେ ସମ୍ମୁଖୀନ ହେଉଥିବା ମାନସିକ ଓ ଭାବନାତ୍ମକ ଚାପକୁ ଦୂର କରିବାକୁ ଚାହୁଁଛୁ ।

” ଫିଜିକ୍ସ ୱାଲା (ପିଡବ୍ଲ୍ୟୁ) ନିକଟରେ ନ୍ୟାଶନାଲ ସ୍କଲାରସିପ କମନ ଆଡ୍‌ମିଶନ ଟେଷ୍ଟ (ଏନ୍‌ଏସ୍‌ଏଟି) ୨୦୨୪ର ଏହାର ୩ୟ ସଂସ୍କରଣର ଆୟୋଜନ କରିଥିଲା ଯାହାକୁ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ବିକଳ୍ପରେ ଆୟୋଜିତ କରାଯାଇଥିଲା । ଏହା ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷାକୁ ପହଂଚଯୋଗ୍ୟ କରିଛି । ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ୨୫୦ କୋଟି ଟଙ୍କାର ଏକ ବୃତି ପାଣ୍ଠି ପ୍ରସ୍ତୁତ କରାଯାଇଥିଲା, ଯାହା ଏହାକୁ ସବୁଠାରୁ ବଡ ବୃତି ପରୀକ୍ଷାରେ ପରିଣତ କରୁଛି । ଏହି ଅଭିଯାନ ନିଟ୍‌-ୟୁଜି ଓ ଆଇଆଇଟି-ଜେଇଇ ପରୀକ୍ଷାରେ ସଫଳତା ପାଇବା ପାଇଁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଆର୍ଥିକ ସ୍ଥିତି ନିର୍ବିଶେଷରେ ଉନ୍ନତ ଶିକ୍ଷା ଓ ବିଶେଷଙ୍କ ମାର୍ଗଦର୍ଶନ ପ୍ରଦାନ କରି ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ।

୨୦୨୪-୨୫ ଶିକ୍ଷାବର୍ଷରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପିଡବ୍ଲ୍ୟୁର ବିଦ୍ୟାପୀଠ ଓ ପାଠଶାଳା ସେଂଟରରେ ନାମ ଲେଖାଇଥିଲେ, ଯାହା ଭାରତରେ ଶିକ୍ଷାକୁ ଗଣତାନ୍ତ୍ରିକ କରିବା ପାଇଁ ପିଡବ୍ଲ୍ୟୁର  ଲକ୍ଷ୍ୟରେ ବଢୁଥିବା ବିଶ୍ୱାସକୁ ପ୍ରତିଫଳନ କରୁଛି l ପିଡବ୍ଲ୍ୟୁ ଆଗାମୀ ଶିକ୍ଷା ବର୍ଷରେ ଆଉ ୨୫୦,୦୦୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରିବା ପାଇଁ ଲକ୍ଷ୍ୟ ରଖିଛି ଏବଂ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ସଫଳ ହେବା ପାଇଁ ଆବଶ୍ୟକ ମାର୍ଗଦର୍ଶନ ଓ ସଂଶାଧନ ପ୍ରଦାନ କରିବା ପ୍ରତି ସମର୍ପିତ ରହିଛି, ଏହା ଶିକ୍ଷା ଯେପରି ସମସ୍ତଙ୍କ ପାଇଁ ସଶକ୍ତିକରଣ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

ପୁସ୍ତକ “ଶାକ୍ୟମୁନି ଗୌତମ” ଉନ୍ମୋଚିତ

May 4, 2026
ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026
କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version