No Result
View All Result
୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୀରୋଜ କୁମାର ଷଡ଼ଙ୍ଗୀ ଙ୍କ ପ୍ରସ୍ତାବ ଓ ଉପ୍ରୀୟମ୍ ନାଇକା ଙ୍କ ସମର୍ଥନ କ୍ରମେ ସମ୍ପାଦକ ଶ୍ରୀ ଉତ୍ତମ ପାଣି ସଭାପତିତ୍ବ କରିଥିଲେ । ଆଜିର ବୈଠକ ରେ 2024-25 ବର୍ଷ ପାଇଁ ଗୁମ୍ମା ବ୍ଲକସାମ୍ବାଦିକ ସଂଘର ନୂତନ କର୍ମକର୍ତା ନିର୍ବାଚନ ମଧ୍ୟ ହୋଇଥିଲା ।
ଉପଦେଷ୍ଟା ଶ୍ରୀ ଉତ୍ତମ ପାଣି, ସଭାପତି ଶ୍ରୀ ସୁବୋଧ ଚନ୍ଦ୍ର ଲିମା, ଉପ ସଭାପତି ଭାବେ ଶ୍ରୀ ଲଳିତ ମୋହନ ଦଣ୍ଡସେନା, ସମ୍ପାଦକ ଶ୍ରୀ ସୁରେଶ ନାଗ, ସହ ସମ୍ପାଦକ ଶ୍ରୀ ଉପ୍ରୀୟମ୍ ନାଇକ, କୋଷାଧ୍ୟକ୍ଷ ଶ୍ରୀ ପ୍ରବୀଣ କୁମାର ଲିମା, କମିଟି ସଦସ୍ୟ ଶ୍ରୀ ଈଶ୍ୱର ଚନ୍ଦ୍ର ବିଷୋୟୀ, ବିମଳ କୁମାର ଦଳାଇ ଓ ନୀରୋଜ କୁମାର ଷଡ଼ଙ୍ଗୀ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ।
No Result
View All Result