• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଟକ ଭାଇଚାରାରେ ଫାଟ ସୃଷ୍ଟି, ଆଶଙ୍କା, ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମହାନଗର ଶାନ୍ତି କମିଟି ପ୍ରଶାସନକୁ ଜଣାଇଲେ

Proprietor Abhimanyu Maharana by Proprietor Abhimanyu Maharana
October 12, 2024
in ଓଡ଼ିଶା, କଟକ, ହୋମ୍
0
କଟକ ଭାଇଚାରାରେ ଫାଟ ସୃଷ୍ଟି, ଆଶଙ୍କା, ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମହାନଗର ଶାନ୍ତି କମିଟି ପ୍ରଶାସନକୁ ଜଣାଇଲେ
Share on FacebookShare on TwitterWhatsapp

୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ  :->  କଟକର ଭାଇଚାରା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥୂଲା ବେଳେ ଏକ ଅଭାବନୀୟ ପରିସ୍ଥିତିକୁ ନେଇ ଏହି ଭାଇଚାରାରେ ଫାଟ ସୃଷ୍ଟି ହେବା ସ୍ପଷ୍ଟ ହୋଇଯାଇଛି । ବିଶ୍ବସ୍ତ ସୂତ୍ରରୁ ଜଣାଯାଏ ଯେ,ଆଜକୁ ଦୀର୍ଘ ଦିନ ଧରି କଟକର ରାଜାବଗିଚା ଅଞ୍ଚଳରେ ଲକ୍ଷ୍ମୀ ନାରାୟଣ ପୁଜା ସମିତି ଓ ରାଜା ବଗିଚା ପୁଜା କମିଟି ପକ୍ଷରୁ ଶାରଦୀୟ ଦୂର୍ଗାପୂଜା ମହାଆଡମ୍ବରରେ ଅନୁଷ୍ଠିତ ହୋଇ ଆସୁଥିଲା ବେଳେ ବିଗତ କିଛି ମାସ ହେଲା ଏହି ଅଞ୍ଚଳରେ ଥୂବା ଏକ ଦେବୋତ୍ତର ଜମିକୁ ଜବରଦଖଲ କରି ରହୁଥୂବା ଜନୈକ ବ୍ୟକ୍ତି ଶାରଦୀୟ ଦୂର୍ଗାପୂଜା କରିବାକୁ ପ୍ରୟାସ କରିବାର ଏବଂ ଭବିଷ୍ୟତର ଗଣ୍ଡଗୋଳର ଆଶଙ୍କାକୁ ଜାଣି ଏହାର ପ୍ରତିକାର ଲାଗି ତଥା ଏହି ପୁଜା ବନ୍ଦ କରି ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖୂବାକୁ ଲିଖୂତ ଭାବରେ ମାନନୀୟ ଜିଲ୍ଲାପାଳ,

ମାନନୀୟ ଉପ-ଆୟୁକ୍ତ, ଆରକ୍ଷୀ , ସଭାପତି/ସମ୍ପାଦକ କଟକ ମହାନଗର ପୁଜା କମିଟି, ସଭାପତି/ସମ୍ପାଦକ, କଟକ ମହାନଗର ଶାନ୍ତି କମିଟି, ମାନନୀୟ ସାଂସଦ ଲୋକସଭା ଓ ରାଜ୍ୟସଭା, ମାନନୀୟ ଥାନାଧିକାରୀ, ପୁରୀଘାଟ ଥାନା, ମାନନୀୟ ଥାନାଧିକାରୀ, ବାଦାମବାଡ଼ି ଥାନାକୁ ଜଣାଇଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ଗତକାଲି ରାତିରେ ବ୍ୟକ୍ତିଜଣକ ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନର ବିନାନୁମତିରେ ଉକ୍ତ ସ୍ଥାନରେ ମେଲୋଡି କାର୍ଯ୍ୟକ୍ରମ କରିବା ଯୋଗୁଁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ରାଜାବଗିଚା ଅଞ୍ଚଳର ସମସ୍ତ ବାସିନ୍ଦା ଏହି କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବାରେ ଘଟଣାଟି ଉଗ୍ରରୂପ ନେଇଥିଲା। ଖବରପାଇ ଘଟଣାସ୍ଥଳରେ ମାନନୀୟ ଉପ-ଆୟୁକ୍ତ, ଆରକ୍ଷୀ, ସହକାରୀ ଆରକ୍ଷୀ ଆୟୁକ୍ତ ଜୋନ୍ -୬, ପୁରୀଘାଟ ଥାନା ଅଧୀକାରୀ, ବାଦାମବାଡ଼ି ଥାନା ଅଧୀକାରୀ ସଦଳବଳେ ପହଞ୍ଚି ବିନାନୁମତିରେ ମେଲୋଡି କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ ଉକ୍ତ ବ୍ୟକ୍ତିଙ୍କଠାରୁ ଜୋରିମାନା ବାବଦକୁ ଟ.୧୦,୦୦୦/- ଆଦାୟ କରିଥିଲେ ।

ଏହି ଜୋରିମାନା ଆଦାୟରେ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶରେ ଘଟଣାସ୍ଥଳରେ ଉପସ୍ଥିତ ଥୂବା ସହକାରୀ ଆରକ୍ଷୀ ଆୟୁକ୍ତ ଜୋନ୍ -୬ ଶ୍ରୀ ସ୍ବସ୍ତିକ ପଣ୍ଡା ସମସ୍ତ ବାସିନ୍ଦା ଙ୍କର ଚିନ୍ତାଧାରାକୁ ସମ୍ମାନ ଦେବା ସହ ଉକ୍ତ ବ୍ୟକ୍ତିଙ୍କୁ ପୁନର୍ବାର ଏପରି ନ କରିବାକୁ ନିର୍ଦ୍ଦେଶ ଦେଇଥୂଲେ । ସହକାରୀ ଆରକ୍ଷୀ ଆୟୁକ୍ତଙ୍କ ଏହି ଆଶ୍ଵାସନା ଓ ପ୍ରତିଶୃତିକୁ ଧନ୍ୟବାଦ ସହ ସମ୍ମାନ ଜଣାଇ ରାଜାବଗିଚା ର ବାସିନ୍ଦାମାନେ ଆନ୍ଦୋଳନରୁ ଓହରି ଯାଇଥୂଲେ ଏବଂ ଯଦି କଟକର ଭାଇଚାରା କୁ ନଷ୍ଟ କରିବାକୁ କେହି ବି ଚେଷ୍ଟା କରନ୍ତି ତେବେ ରାଜାବଗିଚା ବାସିନ୍ଦାମାନଙ୍କ ପକ୍ଷରୁ ସେମାନଙ୍କୁ ଉଚିତ ଶିକ୍ଷା ଦିଆଯିବ ବୋଲି ପୁଜା କମିଟିର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version