No Result
View All Result
୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାମଚଣ୍ଡୀ/କୋଣାର୍କ :-> ପୁରୀ ବେଳାମାର୍ଗ ରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ବାଲି କପିଳେଶ୍ଵର ମନ୍ଦୀର ବାହାର ବେଢ଼ା ଚତୃପାଶୋ ତରୋକର ପଞ୍ଚାୟତ ତରଫରୁ ସ୍ୱୋଛତା ହିଁ ସେବା ବାର୍ତ୍ତା ନେ଼ଇ ସଫେଇ କରାଯାଇଛି । ସରପଞ୍ଚ ସୁଶାନ୍ତ ପରିଡାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।
ଏଥିରେ ଯୋଗ ଦେଇଥିଲେ ଅଙ୍ଗନୱାଡ଼ି ୱର୍କାର, ଆଶା କର୍ମୀ ,ଏସେଜି, ଏସି ମେମ୍ବର, ମହିଳା ଗୋଷ୍ଟିର ସଭାପତି , ସେକ୍ରେଟାରୀ, ସିଆରର୍ପି, ଏମ୍ବିକେ, ଓ ସତାଦ୍ଧିକ ମହିଳା ମାନେ ଯୋଗ ଦେଇଥିଲେ ପରି ଶେଷରେ ଔଷଧୀୟ ବୃକ୍ଷ ଲଗା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରତ୍ନାକର ପ୍ରଧାନ, ଶରତଚନ୍ଦ୍ର ବେଜ, ଏଲିନା ସେଠୀ, ଶଶିଲତା ମଲ୍ଲିକ, ସମାଜ ସେବୀ ବ୍ରହ୍ମନଦ ସେନାପତି, ଶରତ କାଣ୍ଡିଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
No Result
View All Result