No Result
View All Result
୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗୀ :-> ସ୍ଥାନୀୟ ଶିକ୍ଷାନୁଷ୍ଠାନ ଚାନ୍ଦପୁର ଏଜିମିସନ ବିଦ୍ୟାଳୟ ପରିସରରେ ‘ସମ୍ବାଦ ଆମ ଓଡ଼ିଶା’ ସହଯୋଗରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ l ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ବିଦ୍ୟାଳୟର ଚେୟାରମ୍ୟାନ ବିନୁ ଗାବ୍ରିଏଲ,
ମ୍ୟାନେଜର ସାଇନି ବିନୁ, ଅଧ୍ୟକ୍ଷ ଏମ୍ ମାର୍ଟିନ, ପ୍ରଶାସକ ପାର୍ଥସାରଥୀ ପ୍ରଧାନ, ଉପାଧକ୍ଷ ଏସ୍ ରୋଜବିନ, ଏକାଡେମିକ ସଂଯୋଜକ ବିନୋଥ କୁମାର ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଟାଙ୍ଗୀ ବ୍ଲକ ସମ୍ବାଦ ପ୍ରତିନିଧି ମନୋଜ କୁମାର ପଟ୍ଟନାୟକ l
No Result
View All Result