No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ଭାରତର ଜସ୍ୱୋଷୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଶୁଭଜନ୍ମ ଦିନ ଅବସରରେ ସୁତନ ପଞ୍ଚାୟତର ସମସ୍ତ ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ରେ ସୁତନ ପଞ୍ଚାୟତ ଭାରତିୟ ଜନତା ପାର୍ଟି ତରଫରୁ ।
କୁନି କୁନି ପିଲା ମାନଙ୍କୁ ମିଷ୍ଟାନ ବଣ୍ଟନ କରାଜିଛି ପିଲା ମାନଙ୍କୁ ଖାଦ୍ୟ ବାଣ୍ଟିଥିଲେ ପ୍ରଶାନ୍ତ ସାହୁ, ସଞ୍ଜୟ ବେହେରା, କୃଷ୍ଣଚଂଦ୍ର ବେହେରା, କବିତା ପ୍ରଧାନ, ବାସନ୍ତୀ ବେହେରା ।
No Result
View All Result