No Result
View All Result
୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ ବ୍ଲକ :-> ଶ୍ରୀ ସନ୍ତୋଷ କୁମାର ଭଟ୍ଟ ସା/ପୋ-ଶିଶୋ ଙ୍କର ଏକମାତ୍ର ପୁତ୍ର ଶ୍ରଦ୍ଧେୟ ଶ୍ରୀ ଚନ୍ଦନ କୁମାର ଭଟ୍ଟ ତାଙ୍କର ପ୍ରଥମ ଚେଷ୍ଟାରେ ଚଳିତ ବର୍ଷNEETପ୍ରବେଶିକା ପରୀକ୍ଷାରେ ସଫଳତାର ସହ କ୍ରୁତକାର୍ଯ୍ଯ ହୋଇ କୋରାପୁଟ ସରକାରୀ ମେଡିକାଲ ଓ କଲେଜରେ ନାମ ଲେଖା ପରେ ତାଙ୍କୁ
ଗୋପ ବ୍ଲକ ର ଅଧକ୍ଷା ଶ୍ରୀମତୀ ଝୁନୁ ମଲ୍ଲିକ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରିବା ଓ ତାଙ୍କ ଉତ୍ତରୋତ୍ତର ଉନ୍ନତି କାମନା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିବା ଅବସରରେ ଗଣେଶ୍ବରପୁର ଗ୍ରା:ପ ର ବିଜେଡ଼ି ଦଳ ସଭାପତି ଶ୍ରୀ ପ୍ରହଲ୍ଲାଦ ସ୍ବାଇଁ ଗୋପ ପଞ୍ଚାୟତ ସମିତି ଅଧ୍ଯକ୍ଷା ଝୁନୁ ମଲ୍ଲିକ, ପୂର୍ବତନ ସମିତି ସଭ୍ୟ କରୁଣାକର ସାହୁ, ସରପଂଚ ପ୍ରଭାତ ବେହେରା ଓ ପୂର୍ବତନ ସରପଂଚ ଙ୍କ ସହ ଅନ୍ଯାନ୍ଯ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ ।
No Result
View All Result