No Result
View All Result
0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଡାରୀ ବ୍ଲକ୍,ଶିରୀଗୁଡା ଗ୍ରାମ ପଞ୍ଚାୟତ ନିକଟସ୍ଥ ବଡପଙ୍ଖାଳ ଗ୍ରାମର ନିଖୋଜ ଯୁବକ ବୟସ (୨୧) ଅସିତ ଜାଗେରାଙ୍ଗା,ପିତା-ବୁଜା ଜାଗେ ରାଙ୍ଗା,ମାତା-ଇକାବାଳି ଜାଗେରାଙ୍ଗା । ଚଳିତ ମାସ ଯଥା ତାରିଖ- ୩୧/୦୮/୨୦୧୪ ଶନିବାର ଦିନ ଠାରୁ ଯୁବକଙ୍କର ନିଖୋଜ ହୋଇ ଆଜି ପର୍ଯ୍ୟନ୍ତ ତାଙ୍କରି ସନ୍ଦାନ ପାଇପାରୁ ନାହାଁନ୍ତି। କିଛି ଦିନ ପୂର୍ବରୁ ନିଖୋଜ ଯୁବକଙ୍କ ମସ୍ତିଷ୍କ ଖରାପ ରହିଥିବା ବେଳେ, ତାଙ୍କରି ଆଜି ନିଖୋଜର ସନ୍ଦାନ ପାଇପାରୁ ନ ଥିବା ଜଣାପଡିଛି ।
ତାଙ୍କ ପରିବାର ବର୍ଗ ଆଜି ମନ ଦୁଃଖରେ ଆଜି ପୁଅଙ୍କ ପାଇଁ ବିକଳରେ ପେଟ ଦାନା ମଧ୍ଯ ଖାଦ୍ୟ ପାନ କରିପାରୁ ନ ଥିବା ଦେଖିବାକୁ ମିଳୁଛି । ତେବେ ଗ୍ରାମବାସୀଙ୍କ ବିନୀତ ଅନୁରୋଧ ପ୍ରାର୍ଥନା ନିଖୋଜ ଯୁବକଙ୍କ ନଜରରେ କିମ୍ବା ସନ୍ଦାନ ସମ୍ମୁଖରେ ପଡନ୍ତି। ତାହା ହେଲେ ଏହି ନମ୍ବର ଯଥାର୍ଥ: ୮୩୨୮୮୩୭୮୧୪, ୭୭୩୫୩୮୭୫୪୩, ୭୮୫୩୯୫୦୨୧୩,୯୮୬୧୭୯୭୨୧୨,୮୨୬୦୪୭୨୭୪୫,୮୧୪୪୭୮୧୭୩୧ ନମ୍ବର ମାଧ୍ୟମରେ ଯୋଗା ଯୋଗ ନିମନ୍ତେ ଜଣାଇଛନ୍ତି । ବିପୁଳ ଜନ ଗ୍ରାମ ବାସୀଙ୍କ ଖୋଜିବା ସହ ଦୁଃଖଦ ଜନ୍ମିଛି, ନିଖୋଜ ଯୁବକଙ୍କ ସନ୍ଦାନ ପାଇ ପାରୁ ନାହାଁନ୍ତି । ରାୟଗଡ଼ା ଜିଲ୍ଲାରୁ ସିମନ୍ ଦଳବେହେରାଙ୍କ ରିପୋର୍ଟ ତାଜା ନ୍ଯୁଜ୍ ଓଡ଼ିଶା ।
No Result
View All Result