No Result
View All Result
0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ବ୍ଲକ୍ ଅବସ୍ଥିତ ଶଗଡା ଗ୍ରାମପଞ୍ଚାୟତ କେରେବା ଗ୍ରାମର ଛାତ୍ର ନବେଶ ଶବର,ଆଜି ଡାକ୍ତର ପାଠ ପଡିବେ । ରାୟଗଡ଼ା ଜିଲ୍ଲା ଆଞ୍ଚଳିକ ଗୁଣପୁର ଏକ ଗୁଣ ଠାରେ ସାତ ଗୋଟି ପଞ୍ଚାୟତ ଯେଉଁ ଥିରେ କି ପାହାଡିଆ ଅଞ୍ଚଳର ଅନୁସୁଚିତ ଜନ ଜାତି ଲାଞ୍ଜିଆ ସଉରା ଉନ୍ନୟନ ପନ୍ତା ମଧ୍ୟେରେ ବସବାସ କରି ଆସିଥାନ୍ତି । ଶଗଡା ଗ୍ରାମପଞ୍ଚାୟତର କେରେବା ଗ୍ରାମର ଛାତ୍ର ନବେଶ ଶବର, ଆଜି ଏହି ଲାଞ୍ଜିଆ ସଉରା ସଂପ୍ରଦାୟ ଛାତ୍ର ଏକ ମଞ୍ଜି ବୁଣାଣିର ଗଜା ସାଦ୍ରୁଶ୍ୟ ଫୁଲ ଫୁଟି ଏକ ନିଟ୍, ଜେଇ,ଓଜେଇ ଏନ୍ ଟ୍ରାନ୍ସ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।
ଶଗଡା ଗ୍ରାମପଞ୍ଚାୟତ କେରେବା ଗ୍ରାମରୁ ଚାଷୀ ପରିବାରୁ ପିତା-ଅଜିତ ଶବର,ପୁତ୍ର-ନବେଶ ଶବର ନିଟ୍,ଜେଇ,ଓଜେଇ ଏନ୍ ଟ୍ରାନ୍ସ୍ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି । କାଳ କ୍ରମେ ସମୟର ସଦ୍ ବିନିମୟ ପରିବର୍ତ୍ତନ ପାଣି,ପାଗ ସହିତ ଅଶିକ୍ଷିତ ଚାଷୀ ପରିବାରରୁ ଶ୍ରୀ- ନବେଶ ଶବର ଲାଞ୍ଜିଆ ସଉରା ପରିବାର ବର୍ଗର ଲୋକେ ଆଜି ସମ୍ମାନୀତ ସହ ଆନନ୍ଦିତ,ଉଲ୍ଲସିତ ଏହି ଛାତ୍ରଙ୍କ ପାଇଁ ଅନୁଭବର କାରଣ ଜନ୍ମି ଉଠି ଥାନ୍ତି, ଏହି ସଉରା ଜାତି ପରିବାର ବର୍ଗଙ୍କ ମନରେ ଉଛୁଳି ପଡୁଛି ।
ଏହି ଛାତ୍ରର ସଫଳ ନମ୍ବର ସର୍ବେ ସର୍ବା ଭାରତୀୟ ପରୀକ୍ଷାରେ-୨୧୪୪୦୮ ଓ ରାଜ୍ଯ ସ୍ତରୀୟ-୩୮୨୪ ଏବଂ ଆଦିବାସୀ ଜନ ଜାତି ମଧ୍ୟରୁ ନମ୍ବର ସଂଖ୍ଯା-୫୪ ରେଙ୍କ୍ ରେ ରଖି ସଫଳ ପ୍ରାପ୍ତ ହୋଇଛନ୍ତି । ଗୌରବର କାରଣ ଆଦିବାସୀ ଚାଷୀଙ୍କ ପରିବାରରୁ ଓଡ଼ିଶାର ଗୌରବ ଏକ ଚର୍ଚ୍ଚାରେ ପଡିଛି, ନବେଶ ଶବର ଡାକ୍ତର ପାଠ ପଡିବେ, ବୁର୍ଲା ବିମ୍ ସାର ।
No Result
View All Result