• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କେରେବା ଗ୍ରାମରେ ସୌର ଚାଳିତ ଜଳ ସେଚନ ପାଣି ଟାଙ୍କି ପାଟି : ଗୋଟିଏ ନଳ କୂପରେ ଲମ୍ବା ଧାଡିରେ ମରା ପିଟା ପିଟି ପ୍ରଶାସନ ଅଣ ଦେଖା ହେଉଛନ୍ତି

Proprietor Abhimanyu Maharana by Proprietor Abhimanyu Maharana
September 6, 2024
in ଓଡ଼ିଶା, ରାୟଗଡା, ହୋମ୍
0
କେରେବା ଗ୍ରାମରେ ସୌର ଚାଳିତ ଜଳ ସେଚନ ପାଣି ଟାଙ୍କି ପାଟି : ଗୋଟିଏ ନଳ କୂପରେ ଲମ୍ବା ଧାଡିରେ ମରା ପିଟା ପିଟି ପ୍ରଶାସନ ଅଣ ଦେଖା ହେଉଛନ୍ତି
Share on FacebookShare on TwitterWhatsapp

କେରେବା ଗ୍ରାମରେ ସୌର ଚାଳିତ ଜଳ ସେଚନ ପାଣି ଟାଙ୍କି ପାଟି : ଯିବା ଫଳରେ ମାଆମାନେ ଜଳ ଅଭାବ ଯୋଗୁଁ ଗୋଟିଏ ନଳ କୂପରେ ଲମ୍ବା ଧାଡିରେ ମରା ପିଟା ପିଟି ପ୍ରଶାସନ ଅଣ ଦେଖା ହେଉଛନ୍ତି l

0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ବ୍ଲକ୍, ଶଗଡା ଗ୍ରାମପଞ୍ଚାୟତ ଅବସ୍ଥିତ କେରେବା ଗ୍ରାମରେ ସୌର ଚାଳିତ ଜଳ ସେଚନ ପାଣି ଟାଙ୍କି ପାଟି ଯିବା ଫଳରେ ଜଳର ଅଭାବ ଯୋଗୁଁ ମାଆମାନେ ଗୋଟିଏ ନଳ କୂପରେ ଲମ୍ବା ଧାଡିରେ ଜଳ ପାଇବା ନେଇ ଅନ୍ତଃ ସନ୍ତଃ ମରା ପିଟା ପିଟି ହେଉଥିବା ଦେଖିବାକୁ ମିଳିଛି। ଲାଞ୍ଜିଆ ସଉରା ଆଦିବାସୀ ଉନ୍ନୟନ ସଂସ୍ଥା, ଓପିଲିପି ଅଫିସ୍ ଠାରୁ ମାତ୍ର ୦୪/୦୬ କିଲୋମିଟର ଦ୍ବରତାରେ ଅବସ୍ଥିତ କେରେବା ଗ୍ରାମରେ ଏକ ଦ୍ବୀପ ରୂଖା ତଳ ଅନ୍ଧକାର ଭଳି ଏବେ ପ୍ରଶାସନର ଅବହେଳା ଯୋଗୁଁ ସୌର ଚାଳିତ ଜଳ ସେଚନର ମରାମତି କରିବା ସତ୍ତ୍ବେ ବାରମ୍ବାର ପାଣି ଟାଙ୍କିର ଅସମ୍ପୂର୍ଣ୍ଣ କାର୍ଯ୍ୟ କ୍ରମ ମଧ୍ଯରେ ଲାଞ୍ଜିଆ ସଉରା ଆଦିବାସୀ ଉନ୍ନୟନ ସଂସ୍ଥା,ଓପିଲିପି କର୍ମକର୍ତ୍ତା ଗଣ ଦିନ ନାହିଁ, ରାତ୍ରି ନାହିଁ ଏହି ଗ୍ରାମ ମଧ୍ଯ ଦେଇ ଭୂଲି ଯାଉଥିବା ସମୟରେ ଗ୍ରାମବାସୀମାନେ ଅଭିଯୋଗ କରୁଥିବା ସତ୍ତ୍ବେ ଗ୍ରାମବାସୀମାନଙ୍କୁ ବୁଆ ବୁଲାଉ ଛନ୍ତି।

ପୂର୍ବରୁ ସୌର ଚାଳିତ ପାଣି ଟାଙ୍କି ତିନି ଗୋଟି ରହି ଥିବା ବେଳେ ଜଳର ଚାଳିତ ହୋଇ ପାରି ନ ଥିବା ବେଳେ,ପୁଣି ଆଉ ଚାରି ଗୋଟି ପାଣି ଟାଙ୍କିର ବ୍ୟବସ୍ଥା କରିବା ସତ୍ତ୍ବେ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି,ତେବେ କେତେକ ପାଣି ଟାଙ୍କି ପାଟି ଜଳ ଅଭାବ ଗ୍ରାମବାସୀଙ୍କୁ ସଙ୍କଟର କାରଣ ରହିଛି। ଏହି ପୂର୍ବରୁ ୦୩ ମାସ ତଳେ ଶ୍ରୀ- ମଙ୍ଗୁରୁ ମହାଶୟ ଜେଇ ପାଣି ଟାଙ୍କିର ବାରମ୍ବାର ଆପତ୍ତି ଅଭିଯୋଗକୁ ଗ୍ରୁହୀନ କାର୍ଯ୍ୟ ଅବହେଳା ଯୋଗୁଁ ଗ୍ରାମବାସୀଙ୍କୁ ସମସ୍ୟାର ଆଶଙ୍କା ସ୍ରୁଷ୍ଟି ହୋଉଛନ୍ତି। କେରେବା ଗ୍ରାମର ଜନ ସଂଖ୍ଯା ଦେଖିବାକୁ ଗଲେ ୦୩ ଶହରୁ ତଦ୍ଦ୍ ଉର୍ଦ୍ଧ ରହିଛି । ତାହା ହେଲେ, ଜନସଂଖ୍ୟା ଲଘୁ ଦ୍ରୁଷ୍ଟିରେ ଗୋଟିଏ ନଳ କୂପରେ କି ପରି ଭାବେ ଚଳି ପାରିବେ, କିନ୍ତୁ ଏକ ପକ୍ଷରେ ଘରେ, ଘରେ ଟ୍ୟାପ୍ ଯୋଗେ ଦେଇଥିବା ବେଳେ ଖୁଣ୍ଟ ପରି ରହିଛି, ଜଳ ଶୂନ୍ଯ ରେ ରହି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ତଥା ଝରଣାନା ନାଳ ୦୨ କିଲୋ ମିଟର ଦ୍ବରତାରେ ଅବସ୍ଥିତ ସାନ ଝରଣା ନାଳଟିଏ ରହିଛି।

କିନ୍ତୁ ଆଦିବାସୀ ସଉରା ଦିନ ତମାମ୍ କାମରୁ ଆସି ଗ୍ରାମବାସୀମାନେ ଗାଧୋଇବା ପାଇଁ କୋଳରେ ପିଲା,ଛୁଆମାନଙ୍କୁ ଧରି ଯିବା ବହୁତ କଷ୍ଟ ସାଧ୍ୟ ନାଳ,ନର୍ମଦା ନିର୍ଜନ ସନ୍ଦ୍ୟା ସମୟରେ ଅନ୍ଧକାର ପଥ ପ୍ରାନ୍ତରେ ବହୁତ କଷ୍ଟ ଅନୁଭୂତି କରନ୍ତି ଗ୍ରାମବାସୀମାନେ, ଚୂଲି ମୁଣ୍ଡରେ ଆଣ୍ଡିଟିଏ ପାଣି ବସି ପରିବାର ଖାଦ୍ୟ,ପାନ,ସେବନ କରି ପାରୁ ନ ଥିବା ବେଳେ ଆଣ୍ଡି,ଜଳଟି ନଳ କୂପ ଯିବା ବେଳେ ଲମ୍ବା ଧାଡିରେ ମାଆମାନେ ସମସ୍ୟା ଉପରେ ସାଙ୍ଗାତିକ ମଧ୍ୟରେ ପରିପୂର୍ଣ୍ଣ ମରା,ପିଟା,ପିଟି ନଳ କୂପରେ ଦେଖିବାକୁ ପାଇ ପାରୁଛୁ। ଏହି ଗ୍ରାମ ପ୍ରତି ମାଆଟିଏ ଜନ୍ନ,ମାଆ ସନ୍ମାନ ପ୍ରଶାସନର ଅବହେଳା ଅଣ ଦେଖା ହେଉଛନ୍ତି କାହିଁକି ? ଗ୍ରାମବାସୀଙ୍କୁ ଜଳର ସମସ୍ୟାକୁ ଅନୁଧ୍ଯାନ କରି ତୁରନ୍ତ ସମସ୍ୟାର ସମାଧାନ ସୌର ଚାଳିତ ଜଳ ସେଚନ ପାଣି ଟାଙ୍କିର ପୁନଃ ମରାମତି କରିବା ନିମନ୍ତେ ଲାଞ୍ଜିଆ ସଉରା ଆଦିବାସୀ ଉନ୍ନୟନ ଓପିଲିପି ସଂସ୍ଥା ଦେଖିବାକୁ ବାକି ରହିଲା। ତଥା:-ୱାର୍ଡ ମେମ୍ବର ଶ୍ରୀ- ଲାବନ ଗମାଙ୍ଗ,ପୂର୍ବତନ ସମିତି ସଭ୍ଯ ଶ୍ରୀ- ରାଜେଶ ଗମାଙ୍ଗ,ଜଗା ଶବର,ସିମାନ ଗମାଙ୍ଗ,ଜୀବିତ ଗମାଙ୍ଗ,ଇର୍ସୁଙ୍ଗ୍ ଶବର,ସୁଙ୍ଖାନ ଶବର,ତିକାନ ଗମାଙ୍ଗ,ଲିମ୍ଫାନ ଗମାଙ୍ଗ,ସଞ୍ଜୟ ଶବର,ପିନୁଏଲ୍ ଶବର,ସୁଦାସ୍ନ ଗମାଙ୍ଗ ଆଲାଙ୍ଗ୍ ଡା ଗ୍ରାମର ଚୌକିଦାର ଶ୍ରୀ- ଅଙ୍ଗୁନ ଶବର ତଥା ବୁଦ୍ଧି ଜୀବୀ ଗଣ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

April 26, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version