• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

16 ବର୍ଷ ବ୍ୟବଧାନ ମଧ୍ୟରେ 23 ଜଣ ତହସିଲଦାର ଗୋପରୁ ବଦଳୀ ହେଲେଣି : ନୂତନ ତହସିଲଦାର ଙ୍କୁ ବିଭିର୍ନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ   

Proprietor Abhimanyu Maharana by Proprietor Abhimanyu Maharana
September 4, 2024
in ଓଡ଼ିଶା, ପୁରୀ, ହୋମ୍
0
16 ବର୍ଷ ବ୍ୟବଧାନ ମଧ୍ୟରେ 23 ଜଣ ତହସିଲଦାର ଗୋପରୁ ବଦଳୀ ହେଲେଣି : ନୂତନ ତହସିଲଦାର ଙ୍କୁ ବିଭିର୍ନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ   
Share on FacebookShare on TwitterWhatsapp

0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ର ଗୋପ ବ୍ଲକ ରେ ପ୍ରଥମ କରି ତହସିଲ ସ୍ଥାପନ ହୋଇଥିଲା 19/04/2008 ମସିହା ରେ ଆଉ ପ୍ରଥମ ତହସିଲଦାର ଭାବେ ଯୋଗ ଦେଇଥିଲେ କାଁହୁଚରଣ ଧୀର ମାତ୍ର 15 ଦିନ ମଧ୍ୟରେ ଅନ୍ୟତ୍ର ବଦଳୀ ହୋଇଯାଇଥିଲା l ତାପରେ ସମ୍ବିତ କୁମାର ରାଉତ ଦୁଇବର୍ଷ ପୂର୍ବରୁ ଅନ୍ୟତ୍ର ବଦଳୀ l ତାପରେ ସୁରେଶ ଚନ୍ଦ୍ର ସେନାପତି ମାତ୍ର ୬ ମାସ ମଧ୍ୟରେ ଅନ୍ୟତ୍ର ବଦଳୀ l ତାପରେ ଭବାନୀ ଶଙ୍କର ମିଶ୍ର ବର୍ଷେ ପୁରିବା ପୂର୍ବରୁ ବଦଳୀ l ତାପରେ ଗଗନ ବିହାରୀ ସାହୁ ଦୁଇ ବର୍ଷ ଭିତରେ ବଦଳୀ l ତାପରେ ପ୍ରାଚୀ ମହାପାତ୍ର ମାତ୍ର 18 ଦିନ ଭିତରେ ବଦଳୀ l ତାପରେ ହରପ୍ରିୟା ଦାଶ 15 ମାସ ମଧ୍ୟରେ ବଦଳୀ l ତାପରେ ଉମାକାନ୍ତ ନାୟକ ମାତ୍ର ଏକ ମାସ ରେ ବଦଳୀ l.

ତାପରେ ସୋନିଆ ବେହେରା ଦୁଇବର୍ଷ ମଧ୍ୟରେ ବଦଳୀ  l ତାପରେ ଦୁର୍ଗା ଚରଣ ମୁର୍ମୁ ଏକ ବର୍ଷ ଭିତରେ ବିଦାୟ l ତାପରେ କମଳଜୀତ ଦାସ ମାତ୍ର ୬ ଦିନ ଭିତରେ ବିଦାୟ  l  ତାପରେ ସୁଧାକର ସାମନ୍ତରାୟ ମାତ୍ର ୫ ମାସ ମଧ୍ୟରେ ବଦଳୀ l ତାପରେ ବିବେକାନନ୍ଦ ସାହୁ ଏକ ମାସ ସମୟରେ ବଦଳୀ l ତାପରେ ପୃଥ୍ୱୀରାଜ ମଣ୍ଡଳ ଏକବର୍ଷ ଭିତେ ଛୁ ମାରିଲେ l ତାପରେ ପ୍ରେମାଂଶୁ ଚାନ୍ଦ 4 ମାସ ଭିରେ ବିଦାୟ l ତାପରେ ସୁଭାଶିଷ ପାଲଟା 5 ମାସ ମଧ୍ୟରେ ପରିବର୍ତ୍ତନ l ତାପରେ ସରତ କୁମାର ପରିଡା ୬ ମାସ ଭିତର ପରିବର୍ତ୍ତନ ସବରେଜିଷ୍ଟର କାର୍ଯ୍ୟାଳୟ କୁ l ତାପରେ ସେକ ସାଗୀର ମଧ୍ୟ ଦୁଇବର୍ଷ ବିତାଇବା ତାଙ୍କ ପାଇଁ କଷ୍ଟକର ହୋଇଥିଲା l ତାପରେ ଭାଗ୍ୟଶ୍ରୀ ହାଁସଦା ୫ ମାସରେ ବିଦାୟ ନେଇଥିଲେ l ତାପରେ ସ୍ମୃତିପ୍ରଜ୍ଞା ପ୍ରୟଦର୍ଶିନୀ ଗୋଟେ ମାସ ମଧ୍ୟରେ ବିଦାୟ l ତାପରେ ରଞ୍ଜନ କୁମାର ପରିଡା ମାତ୍ର 10 ମାସ ଭିତରେ ଜିଲ୍ଲାପାର ହେବାକୁ ପଡିଲା l

ଏବେ ଗୋପ ର 24 ତମ ନୂତନ ତହସିଲଦାର ଭାବେ ଯୋଗ ଦେଲେ ଅନିଲ କୁମାର ମହାନ୍ତି l ଗୋପ ଓ କୋଣାର୍କ ର ବିଭିର୍ଣ୍ ଅନୁଷ୍ଠାନର ସଦସ୍ୟ ଓ ଦଳୀୟ କର୍ମକର୍ତ୍ତା ଏବଂ ଉତ୍ସର୍ଗ ପରିବାର ର ସଭାପତି ବିଷ୍ଣୁ ଚରଣ ପ୍ରଦାନ, ସୂଚନା ଅଧିକାରୀ କର୍ମୀ ତଥା ଟ୍ୱଇଟର ଆକ୍ଟିଭିଟିସ ସନ୍ତୋଷ କୁମାର ନାୟକ, ଦୀପକ ପ୍ରଧାନ ପ୍ରଭୁତି ନୂତନ ତହସିଲଦାର ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀ ଦେଇ ସ୍ୱାଗତ କରିଥିଲେ l ମାତ୍ର 16 ବର୍ଷ ଭିତରେ 23 ଜଣ ତହସିଲଦାର ଙ୍କୁ ବଦଳୀ ହେବାଦ୍ଵାରା କୌଣସି ସମସ୍ୟାର ସମାଧାନ ହୋଇପାରୁନାହିଁ l କାରଣ ଗୋପ ଓ କୋଣାର୍କ ଅଞ୍ଚଳ କୁ ନେଇ ଗଠିତ ହୋଇଥିବା ତହସିଲ ଟି ରେ ଅନେକ ଜମିଜମା ସମସ୍ୟା ରହୁଛି l ଜଣେ ତହସିଲଦାର ବୁଝିବା ପୂର୍ବରୁ ଅନ୍ୟତ୍ର ବଦଳୀ ହେଉଥିବାରୁ ସମସ୍ୟାର ସମାଧାନ ହୋଇପାରୁନାହିଁ l ବର୍ତମାନ ନୂତନ ତହସିଲଦାର ଙ୍କୁ ନେଇ ଗୋପ ଓ କୋଣାର୍କ ଅଞ୍ଚଳ ବାସୀଙ୍କ ମନରେ ଅନେକ ଆଶା ଓ ବିଶ୍ୱାସ ପୂର୍ବରୁ ଥିବା ତହସିଲଦାର ଙ୍କ ଠାରୁ ଅଧିକ ସମୟ ଗୋପରେ ରହି ସମସ୍ତ ସମସ୍ୟା ର ସମାଧାନ କ୍ଷେତ୍ରରେ ଅଗ୍ରସର ହୁଅନ୍ତୁ ବୋଲି ଗୋପ ବାସୀଙ୍କ ଇଚ୍ଛା l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version