No Result
View All Result
୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ଆଜି ନୟାଗଡ ଜିଲ୍ଲା ଟ୍ରେଡ୍ ୟୁନିଅନ୍ସ ସମନ୍ଵୟ କମିଟି ର ୧୩ ଦଫା ଦାବିରୁ ୧୨ ଦଫା ଦାବି ମାନି ନେଲେ । ଆଲୋଚନାରେ ଡେପୁଟୀ କଲେକ୍ଟର ଅକ୍ଷୟ କୁମାର ବେହେରା, ଆଇ.ଆଇ.ସି. ଟାଉନ ଥାନା ରଶ୍ମିରଞ୍ଜନ ମହାପାତ୍ର, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଚିତ୍ତରଂଜନ ରାଉତ ଓ ଜିଲ୍ଲା ଶ୍ରମ ଅଧିକାରୀ ସୁଧିର କୁମାର ସାହୁ ଉପସ୍ଥିତ ଥିଲେ ।

ଆନ୍ଦୋଳନରେ ସମନ୍ବୟ କମିଟି ର ସଭାପତି ଶୂନ୍ଯଜୟୀ ମିଶ୍ର, ସାଧାରଣ ସମ୍ପାଦକ ବସୁଦେବ ମହାନ୍ତି, ଆବାହକ ପ୍ରମୋଦ କୁମାର ମହାରଣା, ଶ୍ରମିକ ନେତା ସମରେନ୍ଦ୍ର ଦାସ, ରଘୁନାଥ ମହାରଣା, ସବିତା ରାଣୀ ସାଥୁଆ, ପବିତ୍ର ମହାପାତ୍ର, ରମେଶ ଚନ୍ଦ୍ର ପଣ୍ଡା, ମନୋଜ ନାୟକ, ବସନ୍ତ କୁମାର ଜେନା, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ନେତୃତ୍ବ ନେଇଥିଲେ । ୨ଶହରୁ ଉର୍ଦ୍ଧ୍ବ ଶ୍ରମିକ ଯୋଗଦେଇଥିଲେ ।
No Result
View All Result