୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ପଶ୍ଚିମ ଓଡିଶା ର ପବିତ୍ର ତୀର୍ଥ କ୍ଷେତ୍ର ହରିଶଙ୍କର ଠାରେ ବ୍ଲକ ସ୍ତରୀୟ ଭାରତୀୟ ଜନତା ପାର୍ଟି ତରଫରୁ ସଦସ୍ୟତା ଅଭିଯାନ ପାଇଁ ଏକ ପ୍ରସ୍ତୁତି ବୈଠକ ବସି ଥିଲା I ଏହି ବୈଠକ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ଯୋଗ ଦେଇ ଥିଲେ I ଅନ୍ୟ ମାନଙ୍କ ମଧ୍ୟ ରେ ବ୍ଲକ ସଭାପତି ତଥା ତିନି ନଂ ଜୋନ ଶଶୀ ପୂଜାରୀ,
















