No Result
View All Result
୨୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ବ୍ଲକ୍, ଅବସ୍ଥିତ ଶଗଡା ଗ୍ରାମ ପଞ୍ଚାୟତ କାର୍ଯାଳୟରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଫୁଲ ତୁଳା ଦେଇ ସ୍ବାଗତ ଜଣାଇଥିଲେ । ଉକ୍ତ ଅଭିଯୋଗ ଶୁଣାଣି ମୂଖ୍ୟ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାଶୟା ଶ୍ରୀମତୀ- ସୁଭ୍ରାଞ୍ଜଳି ପ୍ରଧାନ ଆଜିର ଭାର ତୁଲାଇଥିଲେ । ଶଗଡା ଗ୍ରାମ ପଞ୍ଚାୟତର ୧୧ଗୋଟି ୱାର୍ଡକୁ ନେଇ ଆଜିର ଜନ ଶୁଣାଣି ମଧ୍ଯରେ ବହୁତ ସଂଖ୍ଯାରେ ଅଂଶ ଗ୍ରହଣ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ମଧ୍ୟରେ ଯୋଗ ଦେଇଥିଲେ । ପ୍ରତ୍ୟେକ ଗ୍ରାମରୁ ତଥା ଯାହା ନିଜ ନିଜର ଅସୁବିଧା ବାଧାପ୍ରାପ୍ତ ହେଉଛନ୍ତି,
ତାହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାଶୟାଙ୍କୁ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଦରଖାସ୍ତ ମାଧ୍ୟମରେ ଗୋଟି ଗୋଟି କରି ଲୋକଙ୍କ ଅସୁବିଧାକୁ ଉତ୍ସର୍ଗୀକୃତ ରଖି ଜଣାଇଥିଲେ । ଉକ୍ତ ବିଷୟମାନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାଶୟା ନିକଟରେ ସର୍ବୋ ମୋଟ ଦରଖାସ୍ତ ଯୁଗ୍ମ ଅଭିଯୋଗ ପତ୍ର ସଂଖ୍ଯା=୧୧୪ ଗୋଟି ପତ୍ର ଦେଇଛନ୍ତି । ପଞ୍ଚାୟତର ୧୧ ଗୋଟି ୱାର୍ଡ ଗ୍ରାମବାସୀଙ୍କ ବିନୀତ ଅନୁରୋଧ କରୁଥିଲେ,କି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାଶୟା ଲୋକ ମାନଙ୍କ ଅନୁରୋଧକୁ ରକ୍ଷା କରି ଯେଉଁ ଭଳି ଦରଖାସ୍ତ ଲିଖିତ ମାଧ୍ୟମରେ ଜଣାଇବା ସତ୍ତ୍ବେ କାର୍ଯ୍ୟକାରୀ ଗ୍ରହଣ କରିବା ନେଇ ବିନୀତ କରୁଥିଲେ ।
ଆଜିର ଉକ୍ତ ବୈଠକ ଜନ ଶୁଣାଣିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ-ସୁଭ୍ରାଞ୍ଜଳି ପ୍ରଧାନ, ଜେଇ- ଅନିଲ୍ ମୁର୍ମୁ, ସି ଆର୍ ସି ଶ୍ରୀ- ଟୁଲୁ ଶବର, ଅଙ୍ଗନୱାଡି ସୁପ୍ରବାଇଜର୍ ଶ୍ରୀମତୀ- ଜୟନ୍ତୀ ମଣ୍ଡଳ,ସରପଞ୍ଚ ଶ୍ରୀମତୀ- ଇରାମଣୀ ଗମାଙ୍ଗ, ଏଡିଓ ଶ୍ରୀ- ଜଗଦିସ୍ ପାତିକା,ଗ୍ରାମ ସେବକ ଶ୍ରୀ-ଦୟା ଶବର, ସଭ୍ୟ ସମିତି ଶ୍ରୀ ମତୀ-ମଞ୍ଜିତା ଶବର,ତହସିଦାର ମହାଶୟା,ସରକାରୀ ଡାକ୍ତର ବିଭାଗ କର୍ମଚାରୀଗଣ,ବ୍ଲକ୍ କର୍ମଚାରୀ ଗଣ, ୧୧ ଗୋଟି ୱାର୍ଡ ର ଭଦ୍ର ବ୍ୟକ୍ତି ଗଣ ତଥା ଶାନ୍ତି ଶ୍ରୁଙ୍କାଳାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅଭିଯୋଗ ଚାଲିଛି ।
No Result
View All Result