No Result
View All Result
୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ପୌର ପରିଷଦ ଅଞ୍ଚଳରେ ରାତ୍ରି କାଳିନ ଅବସରରେ ବଜାରରେ ରାକ୍ଷୀ ବନ୍ଦନର ବିକ୍ରି ଜମୁଛି ଭିଳ । ଏହା ଏକ ସ୍ବତନ୍ତ୍ର ସ୍ମରଣାର୍ଥକ ସ୍ମୁତିର ଚିହ୍ନ ଯାହା କି ଭାଇ,ଭଉଣୀର ସାକ୍ଷୀ ସ୍ବରୂପ ଏକ ମେଜ ସଜ୍ଜା,ସଜ୍ଜିତ ମଧ୍ଯରେ ଚିହ୍ନିତ କରାଯାଇ ପାରେ, ଏ ନେଇ ବଜାରରେ ରଙ୍ଗ, ବେରଙ୍ଗର ହାର,ରାକ୍ଷୀ ବଜାରରେ ବିକ୍ରୀ ହୁଏ, ରାକ୍ଷୀ ବନ୍ଦନର ଦୋକାନ, ବଜାରରେ ଲୋକଙ୍କ ଭିଳ ଦେଖିବାକୁ ପାଇ ପାରୁଛୁ ।
ଏକ ଗୁଲାମ ମଧ୍ୟରେ ଗୁଣପୁର ଅଞ୍ଚଳ ଏକ ଗୁଣ ଗାୟନ ନୀତି ପ୍ରତି ମଧ୍ୟରେ ରାତ୍ରି କାଳିନ ଅବସରରେ ବଜାରରେ, ମିଠା ଦୋକାନରେ ଲୋକଙ୍କ ଭିଳ ମଧ୍ୟରେ ପ୍ରବଳ ମାତ୍ରା ରେ ବିକ୍ରୀ ହୁଏ ରାକ୍ଷୀ ବନ୍ଦନର କିଣା କିଣି । ଲୋକଙ୍କ ମନ ବଡ ଯେ ପରି ଯେମିତି ଆସୁଥାଏ, ମାଆ, ଝିଅମାନଙ୍କର ଭିଳ ଅତି ଆକ୍ଷରିକ ରୂପ ଦେଖିବାକୁ ପାଇଥାଉ । ଆସନ୍ତା କାଲିର ଦିନ ତମାମ୍ ମଜ୍ଜା ଯେ ପରି ଭାଇ, ଭଉଣୀମାନଙ୍କୁ ଭେଟି ସାକ୍ଷାତ ରାକ୍ଷୀ ବନ୍ଦନର ଆସୁଥିବା ନେଇ ସାଜ୍ଜ ସଜ୍ଜିତ ଆଜି ରାକ୍ଷୀର ବିକ୍ରେତା ହୁଏ ଏକ ବଜାରରେ ।
ଏହା ମାଆମାନଙ୍କ ପାଇଁ, ତଥା ପୁଅ, ଝିଅ,ଭାଇ,ଭଉଣୀ ମାନଙ୍କୁ ଆନନ୍ଦିତ ଉଲ୍ଲାସ ଉଠି ଏହି ବର୍ଷର ଦ୍ରୁଷ୍ଟିରେ ରଖି ଲୋକଙ୍କୁ କିଣି ଦେଉଥାଏ, ଏକ ରାକ୍ଷୀ ପୂର୍ଣ୍ଣିମାର ସାଜ୍ଜ,ସଜ୍ଜିତ,ସଜ୍ଜା କିଏ କେଉଁ ବଳିର ରାକ୍ଷୀ କିଣିବାକୁ ପଡିଥାଏ । ରାକ୍ଷୀ ଦୋକନରେ, ମିଠା ଦୋକାନରେ ଯାହା ସବୁ ମନ ଆଭରି ରାକ୍ଷୀ ଭାଇ,ଭଉଣୀମାନଙ୍କ ପାଇଁ କିଣିବାରେ ଲାଗିଥାନ୍ତି । ବଜାରରେ ଚାଲିଛି ରାକ୍ଷୀ ବିକ୍ରୀ ଏବଂ ମିଠା ଦୋକାନରେ ଲୋକଙ୍କ ଭିଳ ଆସନ୍ତା କାଲିର ଦିନ ଅପେକ୍ଷାକୃତ ରହିଛନ୍ତି ଭାଇ, ଭଉଣୀ ଦେଖିବାକୁ ମିଳିଥାଏ ।
No Result
View All Result