• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୋରଡା ଥାନାର ନାକତଳେ ବେଆଇନ ଭାବେ ଚାଲିଛି ଗୋ-ଚାଲାଣ : ଗୋ-ଚାଲାଣ କରୁଥିବା ପିକ ଅପ କୁ ଧରିଲା ବଜରଙ୍ଗଦଳ- ଖଣ୍ଡା ଦେଖାଇ ଖସିଗଲା ଡ୍ରାଇଭର

Proprietor Abhimanyu Maharana by Proprietor Abhimanyu Maharana
August 14, 2024
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ମୋରଡା ଥାନାର ନାକତଳେ ବେଆଇନ ଭାବେ ଚାଲିଛି ଗୋ-ଚାଲାଣ : ଗୋ-ଚାଲାଣ କରୁଥିବା ପିକ ଅପ କୁ ଧରିଲା ବଜରଙ୍ଗଦଳ- ଖଣ୍ଡା ଦେଖାଇ ଖସିଗଲା ଡ୍ରାଇଭର
Share on FacebookShare on TwitterWhatsapp

୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୋରଡ଼ା :-> ଗୋ ଚାଲାଣ ଏକ ସମ୍ବେଦନଶୀଳ ପ୍ରସଙ୍ଗ ,ଗୋ ଚାଲାଣ କୁ କେବଳ ହିନ୍ଦୁ ସଙ୍ଗଠନ ବିରୋଧ କରୁଥିବା ଦେଖିବାକୁ ମିଳିଛି । ହିନ୍ଦୁ ଧର୍ମାବଲମ୍ବୀ ଗୋରୁଙ୍କୁ ନିଜର ଇଷ୍ଟ ଭାବରେ ପୂଜା କରୁଛନ୍ତି । ଅପରପକ୍ଷରେ ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ହୋଇଥିବାରୁ ଗୋ ଚାଲାଣ ଓ ଗୋହତ୍ଯା ନିଷେଧ ପାଇଁ ହିନ୍ଦୁ ସଙ୍ଗଠନ ଗୁଡିକ ଦାବି କରୁଛନ୍ତି । ଏହି ସବୁ ଘଟଣା କ୍ରମରେ କିନ୍ତୁ ଗୋ ଚାଲାଣ କମିବା ଦେଖିବାକୁ ମିଳୁନାହିଁ . ଦିନକୁ ଦିନ ଗୋମାତା ଙ୍କ ପ୍ରତି ଅତ୍ୟାଚାର ବଢି ଚାଲିଛି । ଓଡିଶା ସୀମାନ୍ତ ତଥା ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଝିଙ୍କିରିଆ ଛକ ଦେଇ ପଡୋଶୀ ପଶ୍ଚିମବଙ୍ଗ କୁ ହେଉଛି ଗୋ – ଚାଲାଣ ।

ସୂଚନାଯୋଗ୍ୟ ଯେ ଓଡ଼ିଶା ସୀମାନ୍ତ ତଥା ମୋରଡା ଥାନା ଝିଙ୍କିରିଆ ଛକ ଠାରୁ ପଡୋଶୀ ପଶ୍ଚିମବଙ୍ଗ ମାତ୍ର ୯ ରୁ ୧୦ କିମି । ତେବେ ପ୍ରତ୍ୟେକ ରାତିରେ ବେଧଡକ ଭାବେ ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅଞ୍ଚଳ ଦେଇ ଗୋ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ପିକ୍ ଅପ୍ ଗାଡିରେ ଅମାନସିକତା ଓ ଦୟନୀୟ ଭାବରେ ଗାଈ ଗୋରୁ କୁ ନିଆଯାଇଥାଏ । ଯନ୍ତ୍ରଣା ରେ ଛଟପଟ ହେଉଥିବା ଗାଈ ଗୋରୁ ନିଆଯାଉଥିବା ଗାଡି କିପରି ମୁଖ୍ୟ ରାସ୍ତା ସମ୍ମୁଖରେ ଯାଉଛି, ମାନେ ପୋଲିସ ସହିତ ଗୋଟିଏ ସଲାସୁତରା ନିଶ୍ଚିତ ଥିବ ବୋଲି ହୋଇଛି ଅଭିଯୋଗ । ସ୍ଥାନୀୟ ପ୍ରଶାସନ ର କାର୍ଯ୍ୟଧାରା,ଦକ୍ଷତା ଓ ସାଧୁତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ବେଆଇନ ଭାବେ ଗୋ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ର ଭୂମିକା ସନ୍ଦେହ ଘେରରେ ରହିଛି ।

ଅଞ୍ଚଳର କେତେକ ହିନ୍ଦୁବାଦୀ ସଂଗଠନ ବଜରଙ୍ଗଦଳ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଗକୁ ଆସି ଜୀବନକୁ ପାଣି ଛଡାଇ ବେଆଇନ ଗୋଚାଲାଣ ରୋକିବାକୁ ବାହାରି ଆସିଛନ୍ତି । ତେବେ ବିଳମ୍ବିତ ରାତିରେ ଝିଙ୍କିରିଆ ଛକ ଦେଇ ତିନୋଟି ପିକ ଅପ ରେ ବେଆଇନ ଭାବେ ଗୋ – ଚାଲାଣ ହେଉଥିବା ବେଳେ ଝିଙ୍କିରିଆ ର ବଜରଙ୍ଗଦଳ ପକ୍ଷ ରୁ ଗାଡ଼ି କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଦୁଇଟି ଗାଡ଼ି ଘଟଣାସ୍ଥଳରୁ ଖସି ପଳାଇଥିଲେ । ତେବେ ଗୋଟିଏ ଗାଡ଼ିକୁ ଅଟକାଇବାରେ ସମର୍ଥ ହୋଇଥିଲା ବଜରଙ୍ଗଦଳ । କିନ୍ତୁ ଡ୍ରାଇଭର ଖଣ୍ଡା ଦେଖାଇ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲା ବୋଲି ହୋଇଛି ଅଭିଯୋଗ । ଡ୍ରାଇଭର ସହିତ ଗାଡ଼ି ରେ ଥିଲେ ଆଉ ଦୁଇଜଣ । ତେବେ ଗାଡ଼ିରେ ଥିବା ଗାଈ ଗୋରୁ ର ଗୋଡ଼କୁ ବାନ୍ଧି ଅମାନସିକତା ଓ ଦୟନୀୟ ଭାବରେ ରଖାଯାଇଥିବା ଦେଖିବାକୁ ମିଳିଛି । ପରେ ଉକ୍ତ ଗାଡିରୁ ସମସ୍ତ ଗାଈ ଗୋରୁ କୁ ସୁରକ୍ଷିତ ଭାବେ ଓହ୍ଲାଇ ଖାଦ୍ୟ ଦେଇଥିଲେ ଝିଙ୍କିରିଆ ର ଯୁବଗୋଷ୍ଠୀ । ତେବେ ଉକ୍ତ ଗାଡିରେ ୧୭ଟି ଗାଈ ଗୋରୁ ଥିବା ଜଣାପଡିଛି । ଖବର ପାଇ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ରାତିରେ ଝିଙ୍କିରିଆ ଛକ ଠାରୁ ଆରମ୍ଭ କରି ସମସ୍ତ ଛକ ରେ ପୋଲିସ ଜଗୁଥିବା ବେଳେ କିପରି ବେଆଇନ ଗୋ ଚାଲାଣ ହେଉଛି ବୋଲି ଉଠିଛି ପ୍ରଶ୍ନ । ଅପରପକ୍ଷରେ ଦୁଇ ସପ୍ତାହ ତଳେ ବିଳମ୍ବିତ ରାତିରେ ଦୃବୃତ୍ତ ମାନେ ରାସ୍ତା ରେ ବୁଲୁଥିବା ହେଉ କି ଘରେ ବାନ୍ଧାଥିବା ଗାଈ ଗୋରୁ କୁ ମୋରଡା ଥାନା ଅଞ୍ଚଳରୁ ବିଭିନ୍ନ ସ୍ଥାନରୁ ଚୋରି କରି ନେଉଥିବା ଅଭିଯୋଗ ହେଉଥିବା ସହିତ ସିସିଟିଭି ଫୁଟେଜ ର ରେକର୍ଡ ଭିଡିଓ ଭାଇରାଲ ହୋଇଥିବା ସତ୍ତ୍ଵେ ପୋଲିସ ହାତ ଖାଲି । ସ୍ଥାନୀୟ ପ୍ରଶାସନ ର ଆଖି ଆଗରେ ରେ ସବୁ ହେଉଥିଲେ ମଧ୍ୟ ଅର୍ଥ ର ରୋଜଗାରରେ ବନ୍ଧା ତେଣୁ ଧୃତରାଷ୍ଟ୍ର ସାଜି ବସିଛି ବୋଲି ହୋଇଛି ଅଭିଯୋଗ । ତେଣୁ ଉପରିସ୍ଥ ଅଧିକାରୀ ତଥା ମୟୂରଭଞ୍ଜ ଜିଲ୍ଲା ଏସପି ମହାଶୟା ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version