• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୟୁରଭଞ୍ଜ ଜିଲ୍ଲାରେ ବିଶ୍ଵ ହସ୍ତୀ ଦିବସ ପାଳନ

Proprietor Abhimanyu Maharana by Proprietor Abhimanyu Maharana
August 12, 2024
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ମୟୁରଭଞ୍ଜ ଜିଲ୍ଲାରେ ବିଶ୍ଵ ହସ୍ତୀ ଦିବସ ପାଳନ
Share on FacebookShare on TwitterWhatsapp

୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୁରଭଞ୍ଜ  :-> ମୟୁରଭଞ୍ଜ ଜିଲ୍ଲାରେ ବିଶ୍ଵ ହସ୍ତୀ ଦିବସ ପାଳନ କରାଯାଇଛି । ମାନ୍ୟବରମନ୍ତ୍ରୀ ଶ୍ରୀଯୁକ୍ତ ଈଂ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ ଉପସ୍ତିତିରେ ମୟୂରଭଞ୍ଜ ର ବିଧାୟକ ଗଣ ତଥା ଜଙ୍ଗଲ ଅଧିକାରୀ ଙ୍କ ଉପସ୍ତିତିରେ ଏହା ପାଳନ କରାଯାଇଛି l ହାତୀମାନଙ୍କ ସୁରକ୍ଷା ଏବଂ ଏହାର ଯତ୍ନ ତଥା ଏମାନଙ୍କ ଖାଦ୍ୟପେୟ । ଏହିପରି ବିଭିନ୍ନ ଦିଗରେ ହାତୀମାନଙ୍କ ସୁରକ୍ଷା ନେଇ ଆରଚନା କରାଯାଇଛି । ମାନ୍ୟବର ମନ୍ତୀ ତଥା ଅଧିକ।ରୀ ତାଙ୍କ ମତାମତ ସାବ୍ୟସ୍ତ. କରିଛନ୍ତି । ବନବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ଥିବା ୧୪ଟି ହାତୀ କରିଡର ମଧ୍ୟରୁ ୪ଟି ଆନ୍ତଃରାଜ୍ୟ କରିଡର ଥିବାବେଳେ ବାକି ସବୁ ଆନ୍ତଃଜିଲ୍ଲା କରିଡର । ଆନ୍ତଃରାଜ୍ୟ ମଧ୍ୟରେ ଥିବା କରିଡର ଗୁଡ଼ିକ ହେଉଛି ବାଦାମପାହାଡ଼ (ମୟୂରଭଞ୍ଜ)-ଧୋବାଧୋବଣୀ (ଝାଡ଼ଖଣ୍ଡ), ବାଦାମପାହାଡ଼ (ମୟୂରଭଞ୍ଜ)- କରିଡ଼ା (ଝାଡ଼ଖଣ୍ଡ),

ପଶ୍ଚିମବଙ୍ଗ-ଦେଉଳୀ- ଶୂଳିଆପଦା ଏବଂ କାରୋ (କେନ୍ଦୁଝର)- କରମପଡ଼ା (ଝାଡ଼ଖଣ୍ଡ)। ୩ଟି କରିଡର ଓଡ଼ିଶା ସହ ଛତିଶଗଡ଼ ରହିଥିବା ବେଳେ ଗୋଟିଏ ପଶ୍ଚିମବଙ୍ଗ ସହ ଯୋଡ଼ିହୋଇ ରହିଛି। ଆନ୍ତଃଜିଲା କରିଡର ଗୁଡ଼ିକ ମଧ୍ୟରେ ଶିମିଳିପାଳ- ହଦଗଡ଼- କୁଲଡିହା, ତେଲକୋଇ-ପାଲଲହଡ଼ା, ମୟୂରଭଞ୍ଜ ଜିରିଡାମାଲି- ଅନନ୍ତପୁର, କହ୍ନେଇଜେନା- ଅନନ୍ତପୁର, ବୁଗୁଡ଼ା-ସେଣ୍ଟ୍ରାଲ ଆର୍‌ଏଫ୍‌ (ନୟାଗଡ଼ ଡିଭିଜନ), ନୂଆଗାଁ-ବାରୁଣୀ,ତାଳ-ଖୋଲଗଡ଼, ବାରପାହାଡ଼-ତରଭା-କଣ୍ଟାମାଳ, କୋଟଗଡ଼-ଚନ୍ଦ୍ରପୁର ଓ କର୍ଲାପାଟ-ଉର୍ଲଡନି ରହିଛି। ଏ ସମସ୍ତ କରିଡର ୮୭୦.୬୧ବର୍ଗକିମି ହୋଇଥିବା ବେଳେ ଦୈର୍ଘ୍ୟ ୪୨୦.୮କିମି ବୋଲି ୨୦୧୦ରେ ହୋଇଥିବା ସର୍ଭେରୁ ଜଣାପଡ଼ିଥିଲା। ଗତ ୧୪ ବର୍ଷ ମଧ୍ୟରେ ହାତୀ କରିଡର ବହୁ ପରିମାଣରେ ପ୍ରଭାବିତ ହୋଇଛି।

ଅନ୍ୟପଟେ ଯଦି ଦେଖିବା ରାଜଧାନୀ ଉପକଣ୍ଠ ୨୦୧୭ରେ ଭରତପୁର ସଂରକ୍ଷିତ ଜଙ୍ଗଲ ହାତୀ ଶୂନ୍ୟ ଥିଲା। କେବଳ ଭରତପୁର ଜଙ୍ଗଲ ନୁହେଁ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ମଧ୍ୟ ମାତ୍ର ଗୋଟିଏ ହାତୀ ଚଳପ୍ରଚଳ କରୁଥିଲା। କଂକ୍ରିଟ୍‌ ଜଙ୍ଗଲ ଘେରି ରହିଥିବା ସବୁଜିମାମୟ ଏହି ପରିବେଶକୁ ହାତୀମାନେ ପୁଣିଥରେ ଆପଣାଇ ନେଇଛନ୍ତି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଏବେ ୪୫ଟି ହାତୀ ରହିଛନ୍ତି। ଅଭୟାରଣ୍ୟରେ ବୟସ୍କ ଓ ପ୍ରାପ୍ତବୟସ୍କଙ୍କୁ ମିଶାଇ ୧୪ଟି ଅଣ୍ଡିରା ହାତୀ ଅଛନ୍ତି। ସେଥିମଧ୍ୟରୁ ଦନ୍ତାହାତୀଙ୍କ ସଂଖ୍ୟା ୧୦ ଓ ମାକନାଙ୍କ ସଂଖ୍ୟା ୪ । ଉଭୟ ବୟସ୍କ ଓ ପ୍ରାପ୍ତବୟସ୍କଙ୍କୁ ମିଶାଇ ୧୭ଟି ମାଈ ହାତୀ ଅଭୟାରଣ୍ୟରେ ଚଳପ୍ରଚଳ କରୁଛନ୍ତି। ଅଭୟାରଣ୍ୟରେ ଭରପୂର ଖାଦ୍ୟ ରହିଥିବାରୁ କିଶୋର ଓ ଛୁଆ ହାତୀଙ୍କୁ ମିଶାଇ ୧୪ଟି ଚନ୍ଦକା ଜଙ୍ଗଲର ଶୋଭା ବୃଦ୍ଧି କରୁଛନ୍ତି। ଭରତପୁରରୁ ଆରମ୍ଭ କରି କୁମାରଖୁଣ୍ଟି ପର୍ଯ୍ୟନ୍ତ ମାଇଲ ମାଇଲ୍‌ ଅଞ୍ଚଳରେ ବାଉଁଶ ବୁଦା ରହିଥିବାରୁ ହାତୀଙ୍କ ବାସସ୍ଥାନ ପାଇଁ ଏହା ବେଶ ସୁହାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version