No Result
View All Result
୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ବ୍ଲକ୍ ର ଫୁଟ୍ଟାସିଂ ଗ୍ରାମରେ ଏହା ଏକ କାହାଣୀ ମାଧ୍ଯମ ପ୍ରଶାସନ ରଖୁଛି କାହିଁକି ? ଫୁଟ୍ଟାସିଂ ଗ୍ରାମରେ ରେଭିନ୍ୟୁ ରହିଥିବା ବେଳେ ମହୁଲବଣିଆ, ତାବାର୍ ଫୁଟ୍ଟା, ଫୁଟ୍ଟାସିଂ ଶାଖା ଆମ୍ଲେଟ୍ ଗ୍ରାମଗୁଡିକ ରହିଛି । ଯଥା:- ଡ୍ରନ୍ କ୍ୟାମେରା ଦେଖିବା ସହ ମ୍ୟାପ୍ ମଧ୍ଯ ଫୁଟ୍ଟାସିଂ ରହିଛି। ଏହାର ବାରମ୍ବାର ସର୍ବେ କରିବା ଫଳରେ ଏହାର ଗ୍ରାମ ବାସୀମାନଙ୍କୁ ଅସମ୍ପୂର୍ଣ୍ଣ ଅସଫଳତା ଦେଖିବାକୁ ପାଇ ପାରୁଛନ୍ତି । ଫୁଟ୍ଟାସିଂ ଗ୍ରାମର ରେଭିନ୍ୟୁ ଫୁଟ୍ଟାସିଂ ଗ୍ରାମ ନାମରେ ନାମିତ କରିବା ପାଇଁ କେବେ ମାନ୍ଯତା ଫେରି ପାଇବେ ଏହି ଆଦିବାସୀ ମାନେ ପ୍ରଶାସନ ଦେଖିବାକୁ ବାକି ରହିଲା ? ଗ୍ରାମର ଲୋକମାନଙ୍କୁ ଅନ୍ଧକାରରେ ଅନ୍ଧ କରି ରଖୁଛି କାହିଁକି ପ୍ରଶାସନ ।
ଆଜି ସନ୍ଦ୍ୟା ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାଶୟା ଶ୍ରୀ ମତୀ-ସୁଭ୍ରାଞ୍ଜଳୀ ପ୍ରଧାନ ସାହି, ଗହଳିରେ ମହୁଲବଣିଆ ଗ୍ରାମରେ ପରିଦର୍ଶନ କରୁଥିଲେ, ଏହି ଗ୍ରାମରେ ଇନ୍ଦିରା ଆବାସ ଯୋଜନା କେଉଁମାନେ ପାଇଛନ୍ତି ଏହାର ତଦାରଖ ସର୍ବେ ପରେ କେତେକ ଘର ସମ୍ପୂର୍ଣ୍ଣ ଏବଂ କେତେକ ଘର ଅସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ପାଇପାରୁଥିଲେ । ଏହା କେବେ ସମ୍ପୂର୍ଣ୍ଣ ଘର ହେବ ତାହା ଘର ପରିବାର ବର୍ଗଙ୍କ ସହ କଥୋପ କଥୋନ କରୁଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାଶୟାଙ୍କ ସହ କର୍ମୀଗଣ ଯଥା, ବିପିସି ଶ୍ରୀ-ଅମ୍ରୁତ ନାୟକ, ଏଇ ଶ୍ରୀ- ଆର୍ କ୍ରିଷ୍ଣା ପଣ୍ଡା, ଜେଇ ମାନଙ୍କ ସହ ଆବାସ ଯୋଜନାର ସର୍ବେ କରୁଥିଲେ ।
ଗ୍ରାମର ୱାର୍ଡ ମେମ୍ବର ଶ୍ରୀ- ଡର୍ସିଂ ଦଳବେହେରାଙ୍କ ସମେତ ଗ୍ରାମବାସୀ ଗଣ ଉପସ୍ଥିତ ଥିଲେ । ଫୁଟ୍ଟାସିଂ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ମହାଶୟା ଏ ଏସ୍ ଓ ଶ୍ରୀମତୀ-ଅସୀମା ରାଓ ଏବଂ ଓପିଲିପି ସହ କର୍ମୀ ଗଣ ଘରକୁ ଘର ଲିପିବଦ୍ଧ କରି ଜନଗଣନା ସହ ସର୍ବେ କରିବା ସତ୍ତ୍ବେ ଲୋକ ମାନଙ୍କୁ ପଚାରି ଏହାର ତାଲିକା ବଦ୍ଧ କରିବା ନେଇଥିଲେ । ମହୁଲବଣିଆ ଗ୍ରାମର ଘର ସଂଖ୍ଯା ଏବଂ ପରିବାର ବର୍ଗଙ୍କ ଜନଗଣନା ନେଇ ଏହାର କାର୍ଯ୍ୟ କାରୀ କେତେ ଦୂର ସମ୍ବବ ପର ପ୍ରଶାସନ ଦେଖିବାକୁ ବାକି ରହିଲା । 

No Result
View All Result