• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜଳସମ୍ପଦ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଦୁଇଟି ସ୍ଥାନରେ ଘାଇ

Proprietor Abhimanyu Maharana by Proprietor Abhimanyu Maharana
August 10, 2024
in ଓଡ଼ିଶା, ପୁରୀ, ହୋମ୍
0
ଜଳସମ୍ପଦ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଦୁଇଟି ସ୍ଥାନରେ ଘାଇ
Share on FacebookShare on TwitterWhatsapp

୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ   :->  ପୁରୀ ଜିଲ୍ଲାର ନିମାପଡା ନିର୍ବାଚନ ମଣ୍ଡଳୀରେ ଥିବ ଜଳସମ୍ପଦ ବିଭାଗ ଅଧିନସ୍ତ ମୁଖ୍ୟ କେନାଲ ଟି, ପୁରୀ ମୁଖ୍ୟ କେନାଲ ର ବାଲିଅନ୍ତା ଠାରୁ ଗୋପ ସବ ଡିଭିଜନ ଅଧିନସ୍ତ ଗଣେଶ୍ୱରପୁର ସେକ୍ସନ ପର୍ଯ୍ୟନ୍ତ ପ୍ରାୟ 60 କିଲୋମିଟର ରହିଛି l ନିମାପଡା ଡିଭିଜନ ଅଧୀନରେ 5 ଟି ସବ- ଡିଭିଜନ ରହିଛି ସେଥିମଧ୍ୟରୁ ନିମାପଡା ହେର୍ଡ କ୍ୟୁଟର, ବଳଙ୍ଗା, ବାଲିପାଟଣା, ଗୋପ, କାକଟପୁର ଓ ଅସ୍ତରଙ୍ଗ ପ୍ରଭୁତି ଅଞ୍ଚଳ କୁ ନେଇ ନିମାପଡା ଜଳସମ୍ପଦ ବିଭାଗ ର ଡିଭିଜନ ଗଠିତ ହୋଇଛି l ଏଠାରେ କାର୍ଯ୍ୟରତ ଙ୍କ ମଧ୍ୟରୁ ଗୋପ ସବ ଡିଭିଜନ ର ପ୍ରମୁଖ ଅଧିକାରୀ ଦୀର୍ଘ ବର୍ଷ ଧରି ରହିବା ସହିତ ସ୍ଥାନୀୟ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିରୁଦ୍ଧରେ ଯେତେ ଅଭିଯୋଗ ହେଉଥିଲେ ମଧ୍ୟ ପୁର୍ବ ସରକାରଙ୍କ ଠାରୁ ନୂତନ ସରକାର ଙ୍କ ପର୍ଯ୍ୟନ୍ତ କେହିଁ ବି ତାଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ସାହସ କରୁନଥିବା ଶୁଣିବାକୁ ମିଳୁଛି l

ଆମ ପ୍ରତିନିଧି SDO ସଂଗ୍ରାମ କେଶରୀ ମହାନ୍ତି ଙ୍କୁ ନିମ୍ନମାନର କାର୍ଯ୍ୟ ଓ ଘାଇ ସମ୍ପର୍କ ରେ ପଚାରିବାରୁ କହିଥିଲେ କାର୍ଯ୍ୟ ଠିକ ହୋଇଛି ମୂଷା ପାଇଁ ଗଳିଆ ହୋଇ ଘାଇ ହୋଇଗଲା l ପୂର୍ବରୁ କାର୍ଯ୍ୟ ନକରି ବର୍ତମାନ କାର୍ଯ୍ୟ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଶ୍ରୀ ମହାନ୍ତି କହିଥିଲେ ଯେ ଆଚାରଣବିଧି ଲାଗୁଥିବା ହେତୁ କାର୍ଯ୍ୟ ରେ ବିଳମ୍ବ ହୋଇଥିଲା l ମୋଟାମୋଟି କହିବାକୁ ଗଲେ ଶ୍ରୀ ମହାନ୍ତି ପିସି କାରବାର ସମ୍ରାଟ ଅଟନ୍ତି ଆଉ ଦୁନିଆ ରେ ଯେତେ ଅନିୟମିତତା କାର୍ଯ୍ୟ କରିବାରେ ମାହିର ଅଟନ୍ତି ବୋଲି ଲୋକେ ହୁଅନ୍ତି l ଅବଶିଷ୍ଟ ଅଧିକାରୀମାନ ଙ୍କ ମଧ୍ୟରୁ କିଛି ଅଧିକାରୀ ନିଜ କାର୍ଯ୍ୟ ରେ ଅବହେଳା ଯୋଗୁଁ ଆଜି ଅନେକ ସ୍ଥାନରେ କେନେଲ ବନ୍ଧ କାର୍ଯ୍ୟ ଅତି ନିମ୍ନମାର ହେଉଥିବା ଖବର ପ୍ରସାରଣ ହୋଇଛି l

ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି l ପୂର୍ବରୁ ସଠିକ ସମୟରେ କାର୍ଯ୍ୟ ନ କରିବା ଓ ଯେଉଁ ସବୁ କାର୍ଯ୍ୟ ପାଣି ପଞ୍ଚାୟତ ଦ୍ଵାରା ହେବା ତାହା ଅତି ନିମ୍ନମାନର ହେଉଥିବା ଖବର ବିଭିର୍ନ୍ନ ଗଣମାଧ୍ୟମ ରେ ପ୍ରସାରଣ ସତ୍ତ୍ୱେ ଅଧିକାରୀମାନେ ଠିକାଦାର ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି l ବର୍ତମାନ ନିମାପଡା ଓ ଗୋପ ର ଜଳସମ୍ପଦ ବିଭାଗୀୟ ଅଧିକାରୀମାନେ ନିଘୋଡ଼ ନିଦ୍ରାରେ l ଏ ସମ୍ପର୍କ ରେ ପୂର୍ବରୁ ବାରମ୍ବାର ଗୋପ ର SDO ସଂଗ୍ରାମ କେଶରୀ ମହାନ୍ତି ଙ୍କୁ ସୂଚିତ କଲାପରେ ମଧ୍ୟ ଠିକାଦାର ଙ୍କ ନିମ୍ନମାନର କାର୍ଯ୍ୟ ପ୍ରତି କୌଣସି ପଦକ୍ଷେପ ଗ୍ରହଣ ନ କରିବା ଫଳରେ ଆଜି ସକାଳୁ ନିମାପଡା ର ମୁଖ୍ୟ ରାସ୍ତାରେ ଥିବ ଜୟ ଗୁରୁ ଆଶ୍ରମ ଠାରେ ଏକ ବଡ଼ ଘାଇ ସୃଷ୍ଟି ହୋଇଛି l ଠିକ ଅନୁରୂପ ନିମାପଡା ବ୍ଲକ ଅଧିନସ୍ତ ଅରିଷଣ୍ଡ ପଞ୍ଚାୟତ ର ମୁରାରୀପୁର ଠାରେ ଥିବ କେନାଲ ବ୍ରିଜ ପାଖରେ ମଧ୍ୟ ବିରାଟ ଘାଇ ସୃଷ୍ଟି ହୋଇଛି l

ଯାହାଫଳରେ କୀ ସମଗ୍ର ଚାଷ ଜମି ଏବେ ଜଳମଗ୍ନ ଚାଷୀକୁଳ ମୁଣ୍ଡରେ ଚଡକ l ଏ ଅଞ୍ଚଳରେ ବିହନ ଓ ଅନ୍ୟାନ୍ୟ ଚାଷ ପାଇଁ ଉଦିଷ୍ଟ ସାମଗ୍ରୀ ର ଘୋର ଅଭାବ ଓ କଳାବଜାରୀ ହେତୁ ଚାଷୀମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ପୁନଃ ଦୁଇଟି ଘାଇ ଯୋଗୁଁ ଚାଷୀ ଙ୍କ ପାଇଁ ଭୋଜ ଉପରେ ଲଳିତାବିଡା ସଦୃଶ ହୋଇଛି l ଏବେ ମୁଖ୍ୟତଃ କେନାଲ ବନ୍ଦ ର ଯେଉଁ ସବୁ କାର୍ଯ୍ୟ ହେଉଛି ତାହା ଅତି ନିମ୍ନମାନ ର କାର୍ଯ୍ୟ ପାଇଁ କେନାଲ ବନ୍ଦ ରେ ଘାଇ ସୃଷ୍ଟି ହୋଇଛି l ନିମାପଡା ଓ ଗୋପବାସୀଙ୍କ ପକ୍ଷରୁ ଓଡିଶା ର କୃଷକ ମୋର୍ଚା ସଂଯୋଜକ ପ୍ରଶାନ୍ତ କୁମାର ସ୍ୱାଇଁ ( ଲୁଲୁଭାଇ ) ଏହାକୁ ଦୃଢ଼ ନିନ୍ଦା କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଉ ବୋଲି ଗଣମାଧ୍ୟମ ର ପ୍ରତିନିଧି ଙ୍କୁ ମତାମତ ଦେଇଛନ୍ତି l କାରଣ ଧନ ଜୀବନ ପ୍ରତି ଯେହେତୁ ବିପଦ ସୃଷ୍ଟି ହୋଇଛି ତତସହିତ ଗୋପ SDO ଙ୍କୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ମଧ୍ୟ ଦାବୀ ହୋଇଛି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

June 24, 2026
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ସଂଗଠନ କ୍ରିୟାଶୀଳ ପାଇଁ ବିଚାରବିମର୍ଶ

June 24, 2026
ମା’ ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ମା’ ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version