୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୁରଭଞ୍ଜ :-> କେଶରୀୟା ହିନ୍ଦୁ ବାହୀନି ଜିଲ୍ଲା କମିଟି ର ନୁତ୍ତନ କର୍ମ କର୍ତ୍ତା ଙ୍କୁ ନାମ ଘୋଷଣା ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କଲେ କେଶରୀୟା ହିନ୍ଦୁ ବାହୀନି ର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଦାସ , ଦିଲ୍ଲୀପ ଦାସ ଙ୍କ ନିର୍ଦ୍ଦେଶ କ୍ରମେ, ରାଜ୍ୟ କର କମିଟି ସଭାପତି ସୁଧାଂଶୁ ପାଣି, ରାଜ୍ୟ ସଭାପତି ସନ୍ତୋଷ ବଳ, ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ରୁଦ୍ରନାରାୟଣ ଜିତବାବୁ , ରାଜ୍ୟ ସାଧାରଣ ସମ୍ପାଦକ ମାନଗୋବିନ୍ଦ ପାଣିଗ୍ରାହୀ,ରାଜ୍ୟ ଛାତ୍ର ସଭାପତି ସିଧ୍ୟାତ ଖଟୁଆ ,
ରାଜ୍ୟ ଯୁବ ସଭାପତି ମନୋଜ ମହାନ୍ତଙ୍କ ନେତ୍ରୁତ୍ୱ ରେ ନୂତନ ମୟୁରଭଞ୍ଜ ଜିଲ୍ଲା କମିଟି ଘୋଷିତ କରାଗଲା, ଜିଲ୍ଲା ସଭାପତି ସାନ୍ତନୁ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ସୁଜୟ ପଣ୍ଡା, ଜିଲ୍ଲା ପ୍ରଭାରୀ ଚିତ୍ତରଞ୍ଜନ ଦତ୍ତ ଜିଲ୍ଲା ସମ୍ପାଦକ ରାଧାଗଵିନଦ ଘୋଷ, ଜିଲ୍ଲା ମିଡ଼ିଆ ପ୍ରଭାରୀ ଦେବ କୁମାର ନାଥ,ଜିଲ୍ଲା ମହିଳା ସଭାପତି ଇନ୍ଦୁ ମତି ମହାନ୍ତି, ଜିଲ୍ଲା ଉପସଭାପତି ସସ୍ମିତା ବେହେରା, ଜିଲ୍ଲା ସମ୍ପାଦକ ଅମ୍ରିତା ସିଂ ଜିଲ୍ଲା ଯୁବ ସଭାପତି ଚେତନ ଧଳ,
ଜିଲ୍ଲା ଉପସଭାପତି ହିମାଂଶୁ ବେହେରା, ଛାତ୍ର ସଭାପତି ଅନୁପ ବେହେରା ଏବଂ ଜିଲ୍ଲା କମିଟି ର ସଦସ୍ୟ,କେଶରୀୟା ହିନ୍ଦୁ ବାହୀନି ର ଶତାଧିକ କର୍ମୀ ଏ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ , ନୂତନ କର୍ମ କର୍ତ୍ତା ଙ୍କୁ କେଶରୀୟା ହିନ୍ଦୁ ବାହୀନି ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଦାସ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଲେ ଏବଂ ମୟୁରଭଞ୍ଜ ଜିଲ୍ଲା ର ପ୍ରତ୍ୟେକ ରାସ୍ତା କଡ଼ରେ ମା ପାଇଁ ଗଛ ଟିଏ ଲଗାନ୍ତୁ ସମସ୍ତଙ୍କୁ ନିର୍ଦ୍ଦେଶନା ଦେଇଛନ୍ତି
ଏବଂ ଗୋମାତାଙ୍କୁ କିପରି କଂସାଇ ଠାରୁ ସୁରକ୍ଷା ପାଇବ ତାହା ଉପରେ ଆଲୋଚନା ହୋଇଥିଲା । ସଭା ରେ ରାଜ୍ୟ ଏବଂ ଜିଲ୍ଲା କମିଟି ର ସଦସ୍ୟ ମାନେ ତାଙ୍କ ର ବକ୍ତବ୍ୟ ପ୍ରଦାନ କରିଥିଲେ,ସେଷରେ ସଭା କୁ ରାଜ୍ୟ କର କମିଟି ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସମାପ୍ତ କରିଥିଲେ ।