No Result
View All Result
୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ବ୍ଲକ୍ ଅବସ୍ଥିତ ଫୁଟ୍ଟାସିଂ ଗ୍ରାମରେ ଜଳ ସେଚନ ଡେମ୍ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ଟିକାଦାର୍ ଶ୍ରୀ-ନନ୍ଦିବୁସ୍ ରହି ୭୫ଲକ୍ଷ ଟଙ୍କାର କାମ ହୋଇଥିବା ବେଳେ ଆଜି କାର୍ଯ୍ୟ ଅସମ୍ପୂର୍ଣ୍ଣ ରଖି ଫେଲ୍ ମାରିଛି । ଚାଷୀ ଯେଉଁ ଫଳରେ କି, ବିଲ ଶୁଖିଲା, ଚାଷ ଜମିରେ ପାଣି ନ ଥିବାରୁ ନାଳ, ନଦୀର ବର୍ଷା ପାଣିର ନିର୍ବରତା କରିଥିବାବେଳେ ଆଜି ଗ୍ରାମବାସୀ ଜଳ ସେଚନ ଡେମ୍ ଠାରେ ପଥର,

ମାଟି,ବସ୍ଥା,ଝରି ସହିତ ଘାଟୁ ବାନ୍ଧି ଏହାର ଜଳ ନିଷ୍କାସନ କରିବାରେ ଆଗତୁରା ହୋଇଛନ୍ତି ଗ୍ରାମବାସୀ । ବର୍ଷା କାଳରେ ପାଣିର ଅଭାବ ସମ୍ମୁଖୀନ ପଡିଥିବା ସମୟରେ ନାଳ, ନଦୀର ବରଷା ଗ୍ରାମବାସୀଙ୍କ ନିର୍ବରତା, ରହିଥିବା ବେଳେ ଟିକାଦାର୍ ଆଜି ଡେମ୍ ର ଜଳ ସେଚନ କାର୍ଯ୍ୟର ଅଟକଳ ମୂଲ୍ଯ-୭୫ ଲକ୍ଷ ଟଙ୍କା ଫେଲ୍ ମାରିଛି ।

ଗ୍ରାମବାସୀଙ୍କ ବିଲ ପ୍ରାୟ ୫୦ ରୁ ୭୦ ଏକରରୁ ତଦୁର୍ଦ୍ଧ ରହିଛି, କିନ୍ତୁ ପାଣି ପହଞ୍ଚି ପାରି ନ ଥିବାର ଦେଖା ଦେଇଛି । ଯେଉଁ ଫଳରେ କି, ଆଜି ଗ୍ରାମବାସୀଙ୍କ ଦୁଃଖ, ଦୁଃଖୀନି ଚାଷୀ ଙ୍କ ମୁହଁରେ କ୍ରନ୍ଦନ ହିଁ ଦେଖିବାକୁ ମିଳୁଛି । ଜଳ ସେଚନ ଡେମ୍ ର ମରାମତି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ପ୍ରଶାସନ ଏହାର ତତ୍ପର ଗ୍ରାମବାସୀଙ୍କ ଅନୁରୋଧ କରୁଥିଲେ । ରାୟଗଡ଼ା ଜିଲ୍ଲାରୁ ସିମନ୍ ଦଳବେହେରାଙ୍କ ରିପୋର୍ଟ ତାଜା ନ୍ଯୁଜ୍ ଓଡିଶା ।


No Result
View All Result