
୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ବ୍ଲକ୍ ଅନ୍ତର୍ଗତଃ ପୁଟ୍ଟାସିଂ ଗ୍ରାମ ପଞ୍ଚାୟତ ପୁଟ୍ଟାସିଂ ଗ୍ରାମରେ ଆଜି ସନ୍ଧ୍ଯା ସମୟରେ ସାହି, ଉଭୟ ରାସ୍ତାରେ ଗ୍ରାମବାସୀ ଆଜି ସୂଚ୍ଚ ଭାରତ ଅଭିଯାନକୁ ନେଇ ସାପଲ୍ୟ କରୁଥିଲେ । ଏହିପରି ଭାବରେ ସୂ ମନ ଭାବରେ ସାନ, ବଡ ପିଲା ଛୁଆ ସୂଚ୍ଚ ଭାରତରେ ସହ ଯୋଗୀ କାର୍ଯ୍ୟକ୍ରମରେ ଆଗନ୍ତୁକ ହୋଇ କାମରେ ଲାଗିଥିବା ଗ୍ରାମବାସୀକଂ ବହୁତ ସଂଖ୍ଯାରେ ଉତ୍ସାହିତ ସହ ଆଜି ଦେଖିବାକୁ ପାଇ ମିଳିଛି ।

ରାସ୍ତା ର ଉଭୟ ପାର୍ଶ୍ୱରେ ଆଜି ସନ୍ଦ୍ୟା ସମୟରେ ଗ୍ରାମବାସୀ ସଫା କରୁଥିବା ନେଇ ସୂ-ସୂଚ୍ଚ ଅଭିଯାନ କରୁଥିଲେ । ଯଥା:- ରେମକା ଦଳବେହେରା, ଯୋନାସ୍ କାର୍ଯୀ, ଡି ସନ୍ ଗମାଙ୍ଗ, ତଥା ୱାର୍ଡ ମେମ୍ବର ଶ୍ରୀ-ଡର୍ସିଂଙ୍ଗ୍ ଦଳବେହେରା କଂ ଉପସ୍ଥିତି ରହି ଆଜି ଗ୍ରାମରେ ସୂଚ୍ଚ ଭାରତ ଅଭିଯାନ ରାସ୍ତାର ଉଭୟ ପାର୍ଶ୍ୱରେ ସଫା କରୁଥିଲେ ।















