• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟର ଚାଞ୍ଚଲ୍ୟକର ପିଲା ବିକ୍ରୀ ଘଟଣାର ୪ଦିନ ପରେ ନିଆଳିରୁ ଶିଶୁ ପୁତ୍ର ଉଦ୍ଧାର

Proprietor Abhimanyu Maharana by Proprietor Abhimanyu Maharana
August 4, 2024
in ଓଡ଼ିଶା, କଟକ, ହୋମ୍
0
ରାଜ୍ୟର ଚାଞ୍ଚଲ୍ୟକର ପିଲା ବିକ୍ରୀ ଘଟଣାର ୪ଦିନ ପରେ ନିଆଳିରୁ ଶିଶୁ ପୁତ୍ର ଉଦ୍ଧାର
Share on FacebookShare on TwitterWhatsapp

୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ନିଆଳି  :->  ସମଗ୍ର ରାଜ୍ୟରେ ନିଆଳିର ଅଢେଇ ବର୍ଷର ଶିଶୁ ପୁତ୍ରକୁ ତାର ନିଷ୍ଟୁର ବାପା ୫ହଜାର ଟଙ୍କାରେ ବିକ୍ରୀ କରିଥିବା ଚାଞ୍ଚଲ୍ୟକର ଘଟଣା, ଘଟିବାର ୪ଦିନ ପରେ ଆଜି ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଆଜି ନିଆଳି ପୋଲିସ, ଜୀବନ ଜ୍ୟୋତି ଶିଶୁ ବିକାଶ ସଙ୍ଗଠନର ସଂପାଦକ ସୁଦାମ ସାମଲ ଏବଂ କଟକ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ପ୍ରମୋଦ କୁମାର ଆଚାର୍ଯ୍ୟ ପ୍ରମୁଖ ଦଳ ଆଜି ଖବର ପାଇ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ଥାନା ଅଞ୍ଚଳର ମଉକାସାହି ସ୍ଥିତ ବୁଧିକେଶ୍ୱର୍ ମନ୍ଦିର ଠାରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି । ମନ୍ଦିର ଠାରେ ୨ଜଣ ଦଲାଲ ଶିଶୁ ପୁତ୍ରକୁ ଛାଡ଼ି କେଉଁ ଆଡେ ପଳାଇ ଥିଲେ । ଏହି ପିଲା ବିକ୍ରୀ ଘଟଣାରେ ମୁଖ୍ୟ ଦଲାଲ ସାଜିଥିବା ଖୋର୍ଦ୍ଧା ଜିଲ୍ଲା ମାଉକାସାହି ଗ୍ରାମର ଅନୁ ଭୋଇ ବୋଲି କୁହାଯାଉଛି ।

ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ କହିଛି । ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ବଗିଚା ବସ୍ତି ମୁଣ୍ଡା ସାହି ବସ୍ତିର ସୁକାନ୍ତ ସିଂ ନିଜର ଅଢେ଼ଇ ବର୍ଷର ଶିଶୁ ପୁତ୍ରକୁ ୫ହଜାର ଟଙ୍କାର ବିକ୍ରୀ କରିଦେବା ବିଷୟ ନେ଼ଇ ଗଣ ମାଧ୍ୟମରେ ସୁକାନ୍ତ ସିଂ ସ୍ବୀକାର କରିବା ପରେ ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ଘଟଣା ସମ୍ପର୍କରେ କଟକ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସମେତ ତଦନ୍ତକାରି ଦଳ ଶିଶୁ ପୁତ୍ର ବିକ୍ରୀ ହେବା ଘଟଣା ସତ୍ୟ ବୋଲି ଜାଣିବାକୁ ପାଇଥିଲେ । ସୁକାନ୍ତ ସିଂ ଘର ମୟୁରଭଂଜ ଜିଲ୍ଲାର ଦୁର୍ଗା ଦେବୀ ଅଞ୍ଚଳରେ , ସେ ଦୀର୍ଘ ବର୍ଷ ଧରି ନିଆଳି ବ୍ଲକର ମୁଣ୍ଡା ସାହି ବସ୍ତିରେ ରହିଆସୁଛନ୍ତି , ଗତ ୨ବର୍ଷ ତଳେ ସୁକାନ୍ତର ସ୍ତୀ ମୃତ୍ୟୁ ଘଟିଛି ।

ସୁକାନ୍ତର ୭ଟି ପିଲା ଅଛନ୍ତି ଏବଂ ଗତ କିଛି ଦିନ ତଳେ ନିଜର ମାଆଙ୍କର ମୃତ୍ୟୁ ଘଟିଥିଲା । ସୁକାନ୍ତ ସିଂ ନିଜର ଅଢେ଼ଇ ବର୍ଷର ଶିଶୁ ପୁତ୍ରକୁ ୫ହଜାର ଟଙ୍କାରେ ନିକଟବର୍ତ୍ତୀ ଅଞ୍ଚଳର ଏକ ଦଲାଲକୁ ବିକ୍ରୀ କରିଛି ବୋଲି ଗଣ ମାଧ୍ୟମ ଆଗରେ କହିଥିଲା । ଏହି ପିଲା ବିକ୍ରୀ ଘଟଣା ନିଆଳି ଅଞ୍ଚଳର ପ୍ରଥମ ବୋଲି କୁହାଯାଏ । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏହି ପିଲା ବିକ୍ରୀ ଘଟଣାର ରାକେଟରେ ଆଉ କେଉଁମାନେ ସଂପୃକ୍ତ ରହିଛନ୍ତି, ଏହି ପିଲା ବିକ୍ରୀ ଘଟଣାର ଏହା କଣ ରାଜ୍ୟ ବାହାରକୁ ଲମ୍ବି ନାହିଁତ ? ବୋଲି ଏବେ ବିଭିନ୍ନ ମହଲରେ ପ୍ରସନ୍ନବାଚୀ ସୃଷ୍ଟି କରିଛି ।ଏହି ଦଲାଲମାନେ କେତେ ନିରୀହ ଶିଶୁଙ୍କୁ ଚୋରାଇ ନେଇ ବାହାରେ ବିକ୍ରୀ କରିଛନ୍ତି ରାଜ୍ୟ ମୁଖ୍ୟ ମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେଇ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଇଲେ,ଏହି ଘଟଣାର ସମସ୍ତ ତଥ୍ୟ ଜଣା ପଡ଼ିବା ସହ ବିଦେଶକୁ ଚୋରା ଚାଲାଣ କରାଯାଉଥିବା ନିରୀହ ଶିଶୁମାନଙ୍କର ଜୀବନ ରକ୍ଷା ପାଇବ ବୋଲି ବୁଦ୍ଧିଜିବୀ ତଥା ଅଞ୍ଚଳବାସୀ ଆଶା ବେକ୍ତ କରିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version