୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଯାଜପୁରର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗୃପ ପକ୍ଷରୁ ଆଜି ପୂର୍ବାହ୍ନରେ ପୁରୀ ବେଳାଭୂମି ସଫେଇ କରାଯାଇଥିଲା । ଦିଗବାରେଣୀ ଛକ ଠାରୁ ପୁରୀ ହୋଟେଲ ପର୍ଯ୍ୟନ୍ତ ଏହି ସଫେଇ କରାଯାଇଥିଲା।ଅନୁଷ୍ଠାନର ସଭାପତି ବୃନ୍ଦାବନ ମିଶ୍ର, ସମ୍ପାଦକ ଅଭିମନ୍ୟୁ ମିଶ୍ର, ସାଂସ୍କୃତିକ ସମ୍ପାଦକ ଶଙ୍କର ସାହୁ, ସହ ସାଂଗଠନିକ ସମ୍ପାଦକ ତାରାକାନ୍ତ ମଲ୍ଲିକ,















