୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରଥଯାତ୍ରା ପରେ ସୁସଜ୍ଜିତ ତିନି ରଥ ସିଂହଦ୍ଵାର ସମ୍ମୁଖରେ ରହିଥିଲେ । ନୀଳାଦ୍ରି ବିଜେ ପରେ ରଥରୁ ପାର୍ଶ୍ବ ଦେବାଦେବୀ, ସାରଥୀ ,ଘୋଡା ଓ ଓଲଟ ଶୁଆ କଢା ଯାଇଥିଲା ପରେ ରଥକନା ଅପସାରଣ କରାଯାଇଥିଲା ।















