୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ରାମନା ଗୁଡା ବ୍ଲକ ଅନ୍ତର୍ଗତଃ ପାର୍କିଟି ଗ୍ରାମ ନିକଟସ୍ଥ ଘାଟି ରାଜ ରାସ୍ତାରେ ମାଲ୍ ଗାଡି ହଟକି ରହିଥିବା ସୂଚନା ମିଳିଛି । ଗତ ଖାଲି ପ୍ରବଳ ବର୍ଷାରେ ମାଲ୍ ଗାଡି ବ୍ରେକ୍ ଫେଲ୍ ହୋଇ ଖରାପ ହେବାର ସୂଚନା ମିଳିଛି । ଏହା ଫଳରେ ଗାଡିରେ ଡ୍ରାଇଭର୍ ଓ ହେଲ୍ ପେର୍ ଦୁଇ ଜଣ ଗାଡିରେ ରହିଥିବାବେଳେ ଆଜି ମାଲ୍ ଗାଡି ରାଜ ରାସ୍ତାରେ ପଡି ରହିଥିବା ଦେଖିବାକୁ ପାଇ ପାରୁଛୁ ।

















