• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଶୀର୍ବାଦ ଅଟା ଉନ୍ମୋଚନ କଲା ଶହ ଶହ ବର୍ଷ ଧରି ଚାଲି ଆସୁଥିବା ରଥଯାତ୍ରାର ତତ୍ତ୍ୱ ସହ ଚିରନ୍ତନ ଅନୁଭୂତି

Proprietor Abhimanyu Maharana by Proprietor Abhimanyu Maharana
July 18, 2024
in ଓଡ଼ିଶା, ପୁରୀ, ବାଣିଜ୍ୟ, ହୋମ୍
0
ଆଶୀର୍ବାଦ ଅଟା ଉନ୍ମୋଚନ କଲା ଶହ ଶହ ବର୍ଷ ଧରି ଚାଲି ଆସୁଥିବା ରଥଯାତ୍ରାର ତତ୍ତ୍ୱ ସହ ଚିରନ୍ତନ ଅନୁଭୂତି
Share on FacebookShare on TwitterWhatsapp

ଏକ ତଲ୍ଲିନକାରୀ ୩-ସ୍କ୍ରିନ୍‌ ପ୍ରଯୁକ୍ତି ଜରିଆରେ ରଥ ଯାତ୍ରାର ଚିରନ୍ତନ ଗାଥା ପ୍ରଦର୍ଶିତ କରିବାକୁ ‘ରଥ ଯାତ୍ରା ଏକ ଐତିହ୍ୟ’ ଅଭିଯାନ ଶୁଭାରମ୍ଭ କଲା

୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବର୍ଷ ବର୍ଷ ଧରି ଆଶୀର୍ବାଦ ଅଟା ଏହି ଅନନ୍ୟ ଆଞ୍ଚଳିକ ପାର୍ବଣର ଏକ ଆକାଂକ୍ଷିତ ଅଂଶ ହୋଇ ରହିଆସିଛି । ନିଜର ଯାତ୍ରାକୁ ଜାରି ରଖି, ଚଳିତ ବର୍ଷ, ଆଶୀର୍ବାଦ ଅଟା ‘ରଥ ଯାତ୍ରା ଏକ ଐତିହ୍ୟ’ ଶୀର୍ଷକରେ ଏକ ନବୋନ୍ମେଷୀ ଅଭିଯାନ ଉପସ୍ଥାପନ କରୁଛି- ଯାହାର ଭାବାର୍ଥ ହେଉଛି ‘ରଥ ଯାତ୍ରା: ଏକ ଶାଶ୍ୱତ ଯାତ୍ରା ।’ପୁରୀ ରଥ ଯାତ୍ରା ଅବସରରେ ରଥ ଟାଣିବା ଏକ ସ୍ୱର୍ଗୀୟ ରୀତି, ଯାହା ଅଶେଷ ଆଶୀର୍ବାଦ ପ୍ରଦାନ କରୁଥିବା ଏବଂ ଆତ୍ମାକୁ ପବିତ୍ର କରୁଥିବା ବିଶ୍ୱାସ କରାଯାଏ । ତେବେ ବିପୁଳ ସଂଖ୍ୟକ ଜନସାଧାରଣଙ୍କ ଉପସ୍ଥିତି ବିଶେଷକରି ମହିଳା, ପିଲା ଓ ବୟସ୍କ ଲୋକଙ୍କର ଏଥିରେ ଅଂଶଗ୍ରହଣକୁ କଷ୍ଟକର କରିଦିଏ ।

ସମସ୍ତ ଆହ୍ୱାନଗୁଡିକର ମୁକାବିଲା କରିବାକୁ ଆଶୀର୍ବାଦ ଅଟାର ଚଳିତ ବର୍ଷ ଅଭିଯାନ ଏକ ଭର୍ଚୁଆଲ ‘ରଥ ଟଣା’ ଅନୁଭୂତି ପ୍ରଦାନ କରୁଛି । ଏହି ନବୋନ୍ମେଷୀ ଡିଜିଟାଲ ସିମୁଲେସନ୍‌ ଭକ୍ତଗଣଙ୍କୁ ଏହି ରୀତି ନୀତିରେ ଭର୍ଚୁଆଲ ପଦ୍ଧତିର ଅଂଶଗ୍ରହଣ କରିବାକୁ ସୁଯୋଗ ଦେଉଛି, ଯାହା ଆକର୍ଷିତ କଲାଭଳି ରଥ ଟାଣିବାର ସିମୁଲେସନ ଏବଂ ପାର୍ବଣ ପରମ୍ପରା ସହିତ ଯୋଡିହେବା ଜରିଆରେ ଏକ ପରିପୂର୍ଣ୍ଣତାର ଭାବ ପ୍ରଦାନ କରୁଛି ।ଶ୍ରୀ ଅନୁଜ ରୁସ୍ତଗୀ, ସିଓଓ, ଷ୍ଟାପଲ୍‌ସ୍‌ ଆଣ୍ଡ ଆଡ୍‌ଜାସେନସିଜ୍‌ ଆଇଟିସି ଲିମିଟେଡ କହିଛନ୍ତି, “ବ୍ରାଣ୍ଡ୍‌ ଆଶୀର୍ବାଦ ଓଡ଼ିଶାରେ ରଥ ଯାତ୍ରା ଉତ୍ସବର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଆସିଛି ।

ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ପୁରୀରେ ଏକତ୍ରିତ ହୁଅନ୍ତି ଏବଂ ଆମର ବିନମୟ ପ୍ରୟାସ ଜରିଆରେ ଆମେ ସେମାନଙ୍କର ଅନୁଭୂତି ସମୃଦ୍ଧ କରିବାର ଆଗ୍ରହ ରଖୁଛୁ । ରଥ ଟାଣିବା କାର୍ଯ୍ୟ ଏକ ପବିତ୍ର ରୀତି, ଏବଂ ଚଳିତ ବର୍ଷ ପ୍ରଯୁକ୍ତିକୁ ସମନ୍ୱିତ କରି ଆମେ ରଥ ଟଣା ଅନୁଭୂତି ସମସ୍ତଙ୍କୁ ପ୍ରଦାନ କରିବା ଲକ୍ଷ୍ୟ ରଖିଛୁ, ଯଦ୍ଦ୍ୱାରା ଏହାକୁ ଅଧିକ ସହଜ ଓ ସମାବେଶୀ କରାଯାଇପାରିବ । ପ୍ରଯୁକ୍ତି ଏବଂ ଆଧ୍ୟାତ୍ମିକତାର ସମ୍ମିଶ୍ରଣ ଘଟାଇ ଆମେ ଭକ୍ତି ଓ ସଂସ୍କୃତିର ଏକ ଅଭୁଲା ଏବଂ ତଲ୍ଲିନକାରୀ ଅନୁଭୂତି ଯୋଗାଇଦେବା ଆଶା କରୁଛୁ ।”

‘ରଥଯାତ୍ରା ଏକ ଐତିହ୍ୟ’ ଭକ୍ତମାନଙ୍କୁ ଏକ ଇମର୍ସିବ ୩-ସ୍କ୍ରିନ୍‌ କୋ÷ଶଳ ମାଧ୍ୟମରେ ଏକ ସମ୍ମୋହିତ ଯାତ୍ରାରେ ନେଇଯାଉଛି, ଦର୍ଶକମାନଙ୍କୁ ପାର୍ବଣର ୧୧୦୦ ଖ୍ରୀଷ୍ଟାବ୍ଦରୁ ନେଇ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଯାତ୍ରା ଜରିଆରେ ମାର୍ଗ ଦର୍ଶନ କରୁଛି । ଭକ୍ତମାନେ ଆଶୀର୍ବାଦର ୪-ପର୍ଯ୍ୟାୟ ଆଡଭାଣ୍ଟେଜ ଗେମ୍‌ରେ ଅଂଶଗ୍ରହଣ କରିପାରିବେ, ଯାହାଥିରେ ବ୍ରାଣ୍ଡ୍‌ର ଅଟା ପ୍ରସ୍ତୁତିକାରୀ ପ୍ରକ୍ରିୟାକୁ ପ୍ରଦର୍ଶିତ କରାଯାଇଛି । ଏହାର ପରବର୍ତ୍ତୀ ସମୟରେ ସେମାନେ ଏକ୍ସପେରିଏନ୍ସ ଜୋନ୍‌କୁ ପ୍ରବେଶ କରିବା ଏବଂ ଭର୍ଚୁଆଲ ପଦ୍ଧତି ରେ ପବିତ୍ର ପରମ୍ପରାରେ ଅଂଶଗ୍ରହଣ କରିବାକୁ ଏକ ଟିକେଟ ପାଇବେ ।

ପୁନଶ୍ଚ ବାହ୍ୟ ଭାଗ ରଥ ଯାତ୍ରାର ଇତିହାସ ଏବଂ କାହାଣୀ ସମ୍ପର୍କରେ ଏକ ପଟ୍ଟଚିତ୍ର, ତାଳପଟଚିତ୍ର, ମୁଖଚିତ୍ର, ପିପିଲି ଚାନ୍ଦୁଆ ଏବଂ ଅନ୍ୟାନ୍ୟ ହସ୍ତତନ୍ତ ଜରିଆରେ ବର୍ଣ୍ଣନା କରୁଛି । ୩ଡିରେ ପ୍ରସ୍ତୁତ ହୋଇଥିବା ଭିତ୍ତି ଚିତ୍ରଗୁଡିକ ରଥର ସୃଷ୍ଟି ଏବଂ ପୋ÷ରାଣିକ କାହାଣୀ ବର୍ଣ୍ଣନା କରୁଛି, ଯାହା ଭକ୍ତମାନଙ୍କୁ ଓଡ଼ିଶାର ସାଂସ୍କୃତିକ ଐତିହ୍ୟରେ ତଲ୍ଳିନ କରୁଛି । ‘ରଥ ଯାତ୍ରା- ଏକ ଐତିହ୍ୟ’ ଓଡ଼ିଶାର ରଥ ଯାତ୍ରାର ଚିରନ୍ତନ ପରମ୍ପରାକୁ ସମ୍ମାନ ପ୍ରଦର୍ଶନ କରୁଛି । ଭକ୍ତଗଣ ପୁରୀ ଗ୍ରାଣ୍ଡରୋଡର ବଡଶଙ୍ଖ ଠାରେ ଆଶୀର୍ବାଦ ଆକ୍ସିଭେସନ୍‌କୁ ପରିଦର୍ଶନ କରିପାରିବେ ଏବଂ ଭକ୍ତି ଓ ନବସୃଜନର ଏକ ଅବିସ୍ମରଣୀୟ ଯାତ୍ରାରେ ସାମିଲ ହୋଇପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026
ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..?  – ମହାସଂଘ

ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..? – ମହାସଂଘ

May 5, 2026
ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version