No Result
View All Result
୧୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡା ଜିଲ୍ଲା :-> ଗୁଣପୁର ବ୍ଲକ୍ ଅନ୍ତର୍ଗତଃ ଫୁଟ୍ଟାସିଂ ଗ୍ରାମରେ ଉପ ଜିଲ୍ଲା ପାଳ ଶ୍ରୀମତୀ-ଚିରନ୍ ଜିତ୍ କର ଚୌତା ଗ୍ରାମରେ ପରି ଦର୍ଶନ କରୁଥିଲେ । ଗ୍ରାମରେ ପରିଦର୍ଶନ କରୁଥିବା ବେଳେ ଯଥା ଆବାସ ଯୋଜନା, ଗ୍ରାମର ପରିସ୍ଥିତି କିପରିଭାବରେ ରହିଛି ତାହା ଦେଖିଲେ । ତଥ୍ ସହିତ ଗ୍ରାମରେ ଯାହା ସବୁ ଅସୁବିଧା ଆକାଂକ୍ଷା ଏହା ଗ୍ରାମବାସୀମାନକଂ ସହ କଥୋପ କଥୋନ କରୁଥିଲେ ।
ଏଣୁ ଏହି ପରିପ୍ରେକ୍ଷୀରେ ମହୁଲବଣିଆ ମିନି ଅଗଂନ୍ ୱାଡି କର୍ମୀ ଶ୍ରୀମତୀ-ସୁଶୋନି ଶବର ଥିବାବେଳେ ଉପ ଜିଲ୍ଲା ପାଳ ମହାଶୟା ମିନି ଅଗଂନ୍ ୱାଡି କର୍ମୀକୁଂ ପଚରା ଉଚରା କରୁଥିଲେ, କିନ୍ତୁ ମିନି ଅଗଂନୱାଡି କର୍ମୀକଂ ଠାରୁ ଉପ ଜିଲ୍ଲା ପାଳ ମହାଶୟା ଶ୍ରୀ ମତୀ-ଚିରନ୍ ଜିତ୍ କର ଚୌତା ପ୍ରତି ଉତ୍ତର ପାଇ ନ ଥିବା ଦେଖା ଦେଇଛି । ଏହା ପରେ ଉପ ଜିଲ୍ଲା ପାଳ ମହାଶୟା ମନ ଦୁଃଖୀର ଦୁଃଖରେ ଭାଗିଂ ପଡିଥିଲେ ।
ଏହା କିପରି ଭାବରେ ମିନି ଅଗଂନୱାଡି କର୍ମୀ ଗ୍ରାମର ଶିଶୁ, ତଥା ଶିଶୁ ମାଆ ମାନଙ୍କୁ କିପରି ଭାବରେ ସରକାର ଦେବା ସାମଗ୍ରୀ ବ୍ଯବହାର ସେବା କରି ପାରୁଛି ତାହା ଦୁଃଖର କାରଣ କହୁଥିଲେ ଉପ ଜିଲ୍ଲା ପାଳ ମହାଶୟା । ଏହା ପରେ କେତେକ ପ୍ରଶାସନ କର୍ମ ଚାରୀଗଣ ଆଲୋଚନାର କାରଣ ହୋଇଥିଲେ ।
ଉପସ୍ଥିତ ଉପ ଜିଲ୍ଲା ପାଳ ମହାଶୟା ଶ୍ରୀମତୀ-ଚିରନ୍ ଜିତ୍ କର ଚୌତା, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଡିଓ, ଫୁଟ୍ଟାସିଂ ଗ୍ରାମ ପଚ୍ଛାୟତ ସରପଚ୍ଛ, ତଥା ପଚ୍ଛାୟତର କେତେକ ୱାର୍ଡ ମେମ୍ବର, ଗ୍ରାମବାସୀ ଗଣ ସହଯୋଗରେ ଉପସ୍ଥିତ ଥିଲେ । ରାୟଗଡା ଜିଲ୍ଲାରୁ ସିମନ୍ ଦଳବେହେରାଙ୍କ ରିପୋର୍ଟ ଓଡିଶା ତାଜା ନ୍ଯୁଜ୍
No Result
View All Result